ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର
ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ ହୋଇସାରିଲେଣି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି।…
ବିବାହର ୨୫ ବର୍ଷ ପରେ ଫେସ୍ବୁକ୍ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା
ନୂଆଦିଲ୍ଲୀ,୨୭।୫: ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଓ୍ବାର୍କଶପ୍ ମାଲିକ ମୋଇନୁଦ୍ଦିନ କ୍ୟୁରେଶୀ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କ ହାତ ଥିବା ଜଣାପଡିଛି। କୁରେଶୀଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ…
ନାମାଙ୍କନପତ୍ର ଦାଖଲ କଲେ ଶିବସେନା ପ୍ରାର୍ଥୀ
ମୁମ୍ବାଇ,୨୭।୫: ଶିବସେନା ଏମ୍ପି ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟିକୁ ଦାନ କଲେ ପୁରସ୍କାର ରାଶି
ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି ନିଜେ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହି ସମୟରେ ଦେବେନ୍ଦ୍ର ଫଡନବିଶ, ଆଦିତ୍ୟ…
ଆଜି ଦେଶରେ ୨,୬୨୮ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ଦୁଇ ହଜାରେ ତଳେ ଉପରେ ରହୁଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨୮…
ବଂଶବାଦକୁ ହଟାଇ ଗୋଟିଏ ପରିବାର ଗୋଟିଏ ଟିକେଟ ନୀତି ଆପଣେଇବ ଭାଜପା
ନୂଆଦିଲ୍ଲୀ,୨୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନରେ ବଂଶବାଦ-ପରିବାରବାଦକୁ ବଡ ନିର୍ବାଚନୀ ମୁଦ୍ଦା କରିବା ଯୋଜନାରେ ରହିଛି । ଦଳ ଆଗାମୀ ବିଧାନସଭା ନିର୍ବାଚନରେ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ର ଫୁର୍ମଲା ଲାଗୁ କରିବ । ଆସନ୍ତା…
‘ଦୟାକରି ମୋତେ ଏଭଳି ନିଷ୍ଠୁର ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ’
ଜୟପୁର,୨୭।୫: ରାଜସ୍ଥାନର ଅଶୋକ ଗେହଲୋଟ ସରକାରରେ ସବୁକିଛି ଠିକ ଚାଲିନାହିଁ। ଏବେ ଜଣେ ମନ୍ତ୍ରୀ ନିଜ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲୁଛନ୍ତି। ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି…
ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ଆଇଏଏସ୍ ସଞ୍ଜିବ ଖିରୱାରଙ୍କୁ ପଠାଗଲା ଲଦ୍ଦାଖ, ପତ୍ନୀ ଯିବେ ଅରୁଣାଚଳ ପ୍ରଦେଶ
ନୂଆଦିଲ୍ଲୀ,୨୭ ।୫: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ଆଇଏଏସ ପତ୍ନୀ-ପତିଙ୍କୁ ଗୁରୁବାର ସନ୍ଧ୍ୟାରେ ଟ୍ରାନ୍ସଫର କରାଯାଇଛି । ଆଇଏଏସ୍ ସଞ୍ଜିବ ଖିରୱାରଙ୍କୁ ଉଦ୍ଦାଖ ଓ ତାଙ୍କ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି । ଏ…
ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରିପାରିବେନି ପ୍ରାର୍ଥୀ
ନୂଆଦିଲ୍ଲୀ,୨୭ା୫(ପି.ଟି.):ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ବିରୋଧରେ ଯିବାର ଆଇନଗତ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି ପ୍ରାର୍ଥୀଙ୍କ ନାଁ ଚୟନ ତାଲିକାକୁ ଯାଇଥିଲେ ମଧ୍ୟ ତାଙ୍କର ଏଭଳି ଅଧିକାର ନ ଥିବା ଜଷ୍ଟିସ କେ.ଏମ୍.…
ମହରୌଲିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ, ଜଣେ ନିହତ
ନୂଆଦିଲ୍ଲୀ,୨୭ ।୫: ମହରୌଲିର ଛତରପୁର ସ୍ଥିତ ରାଜପୁର ଖୁର୍ଦ ଫେଜ-ୱାନରେ ଗୁରୁବାର ରାତିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ପରେ ସେଠାରେ ଥିବା କୋଠାରେ ନିଆଁ ଲାଗିଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ…
ମହଙ୍ଗା ମାଡ଼: ଲୋକେ ଅତିଷ୍ଠ, ଲାଭରେ କମ୍ପାନୀ
ଭୋପାଳ, ୨୭ା୫:ମୁଦ୍ରାସ୍ଫୀତିକୁ ହ୍ରାସ କରିବାର ପ୍ରଚାର କରି ଶାସନ କ୍ଷମତାକୁ ଆସିଥିବା ସରକାର ଏବେ ଦରଦାମ୍ ବୃଦ୍ଧିଜନିତ ସମସ୍ୟାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଗତ ୫ବର୍ଷ ମଧ୍ୟରେ ସବୁ ଜିନିଷର ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଛି। କ୍ଷୀରଠାରୁ ଅରମ୍ଭ କରି…
ବାବୁଙ୍କ କୁକୁର ପାଇଁ ଖେଳାଳିଙ୍କୁ ଷ୍ଟାଡିୟମ ମନା
ନୂଆଦିଲ୍ଲୀ, ୨୭ା୫:ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ଜଣେ ଆଇଏଏସ୍ ଅଧିକାରୀଙ୍କ କୁକୁର ଚାଲିବା ପାଇଁ କିଛି ମାସ ହେଲା ଖେଳାଳି ଓ କୋଚମାନଙ୍କୁ ସନ୍ଧ୍ୟାରେ ବାହାରିଯିବାକୁ ବାଧ୍ୟ କରାଯାଉଥିବା ଖବର ଚର୍ଚ୍ଚାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…
Archives


