ଜାତୀୟ

ହିଜାବ, ମସ୍‌ଜିଦ ବିବାଦରୁ କର୍ନାଟକରେ ସାମ୍ପ୍ରଦାୟିକ ଉତ୍ତେଜନା

ବେଙ୍ଗାଲୁରୁ,୨୯।୫ (ଆଇଏଏନ୍‌ଏସ୍‌): ହିଜାବ ବିବାଦ ପୁଣିଥରେ ଉପକୂଳ କର୍ନାଟକରେ ମୁଣ୍ଡ ଟେକିଛି। ଏଥିସହିତ ମଲାଲି ମନ୍ଦିର-ମସ୍‌ଜିଦ ବିବାଦକୁ ନେଇ ଉତ୍ତର କନ୍ନଡ, ଦକ୍ଷିଣ କନ୍ନଡ ଏବଂ ଉଡୁପିରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଭାଜପାର ଗଡ଼ କୁହାଯାଉଥିବା କର୍ନାଟକର ଉପକୂଳ ଅଞ୍ଚଳ ସାମ୍ପ୍ରଦାୟିକତା…

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା କଲୁ ଦେବୀ (୨୭), ମମତା (୨୩)…

୩୭ ହଜାର ଫୁଟ ଉଚ୍ଚରେ ଫାଟିଲା ସ୍ପାଇସ ଜେଟ ବିମାନର ୱିଣ୍ଡସିଲ

ମୁମ୍ବାଇ,୨୯ ।୫: ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ବିମାନ ଝରକାର କାଚ ଫାଟିବା ଘଟଣା ଶୁଣିବା ପରେ ଯେ କୌଣସି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ । ଏମିତି ଏକ ଘଟଣା ଘଟିଛି ମୁମ୍ବାଇରୁ ଗୋରଖପୁର ଯାଉଥିବା…

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର କରାଯାଉଥିବା…

ଝାଡ଼ଖଣ୍ଡରେ କଂଗ୍ରେସକୁ ମିଳିବ ଗୋଟିଏ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ ରାଜନୌତିକ ଦଳ ନିଜ ଭିତରେ କଥାବାର୍ତ୍ତା ଜାରି ରଖିଛନ୍ତି । ଏହାରି ଭିତରେ ସୂଚନା…

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ । କାଳିଦାସ ଏକାଡେମୀର ସ୍କୁଲରେ ଆୟୋଜିତ ଆୟୁର୍ବେଦର ମହାଅଧିବେଶନରେ ସାମିଲ ହେବେ । ତାଙ୍କ ଅଗାମନକୁ…

ପୋଲିସ ଷ୍ଟେଶନ ସିସିଟିଭିରେ ଭିଡ଼ିଓ-ଅଡ଼ିଓ ଫୁଟେଜ ରହିବା ଜରୁରୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୮।୫ : ପୋଲିସ ଷ୍ଟେଶନରେ ଥିବା ସିସିଟିଭି କ୍ୟାମେରାରେ ଉଭୟ ଅଡିଓ ଏବଂ ଭିଡିଓ ଫୁଟେଜ ରହିବା ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ଅଡିଓ ସିଷ୍ଟମ କାହିଁକି ସ୍ଥାପନ କରାଯାଇ ନାହିଁ ତାହାର…

ଅଫିସରେ ସକାଳ ୬ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ମହିଳା କର୍ମଚାରୀ କରିପାରିବେ କାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୨୮।୫ : ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି ମହିଳାଙ୍କ ସହମତି ବିନା ତାଙ୍କୁ ସକାର ୬ ପୂର୍ବରୁ କିମ୍ବା ସନ୍ଧ୍ୟା ପରେ କାମ…

୨୦ ହଜାରରୁ ଅଧିକ ଭିଆଇପିଙ୍କ ସୁରକ୍ଷାରେ ୧୨ ହଜାର କୋଟି ଖର୍ଚ୍ଚ, ୬୦ ହଜାର ଯବାନ-୩୦ ହଜାର ଗାଡ଼ି ମୁତୟନ…

ନୂଆଦିଲ୍ଲୀ, ୨୮।୫ : ଦେଶରେ ଭିଆଇପି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ମହଙ୍ଗା ପଡିଛି। କୋଡିଏ ହଜାରରୁ ଅଧିକ ବିଶେଷ ଏବଂ ଅତି ବିଶେଷ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା କଭର ଠାରୁ…

ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୮।୫ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦ ବିରୋଧି ଅଭିଯାନ ଅପରେଶନ୍‌ ଅଲ୍‌ ଆଉଟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ…

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା…

ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥଳୀ ନେଇ ବିବାଦ, କିଷ୍କିନ୍ଧ୍ୟାରେ ହୋଇଥିଲା ଜନ୍ମ…

ନୂଆଦିଲ୍ଲୀ, ୨୮।୫ : ବାରାଣସୀରେ ଜ୍ଞାନବାପି ମସଜିଦକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଏକ ନୂଆ ବିବାଦ ଉପୁଜିଛି। କର୍ନାଟକର କିଷ୍କିନ୍ଧ୍ୟା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ମହନ୍ତ ଗୋବିନ୍ଦ ଦାସ ଦାବି କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri