ଜାତୀୟ

ନୂପୁର-ମହୁଆ ବିବାଦରେ ତସଲିମାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ, ୭।୭ : ବାଂଲାଦେଶୀ ଲେଖିକା ତସଲିମା ନାସରିନ ଏବେ କାଳୀ ବିବାଦ ଏବଂ ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ଏଣ୍ଟ୍ରି କରିଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ସ୍ବାଧୀନତା ଉପରେ ବିଶ୍ୱାସ କରନ୍ତି, ତେବେ ସେ ନୁପୁର ଶର୍ମା…

ଭାରତରେ ଓମିକ୍ରନ୍‌ର ନୂଆ ସବ୍‌-ଭାରିଆଣ୍ଟ୍‌ ବିଏ.୨.୭୫ ଚିହ୍ନଟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା…

ନୂଆଦିଲ୍ଲୀ/ଜେନେଭା, ୭।୭ : ଭାରତରେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ୍‌-ଭାରିଆଣ୍ଟ ବିଏ.୨.୭୫ ଚିହ୍ନଟ ହୋଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ତଦାରଖ କରାଯାଉଛି। ଏ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ୍‌…

ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…

ନୂଆଦିଲ୍ଲୀ, ୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

କାଳୀ ପୋଷ୍ଟର ବିବାଦ ପରେ ଲୀନାଙ୍କ ନୂଆ ଟୁଇଟ, ଶିବ-ପାର୍ବତୀ ଟାଣୁଛନ୍ତି ସିଗାରେଟ

କୋଲକାତା,୭ ।୭: କାଳୀ ଫିଲ୍ମର ପୋଷ୍ଟରକୁ ନେଇ ବିବାଦ ଉଠିବା ପରେ ଏବେ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ଆଉ ଏକ ଟୁଇଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହାକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକି…

ଲାଲୁ ଯାଦବ ଗୁରୁତର, ପ୍ରାର୍ଥନା ପାଇଁ ଅନୁରୋଧ କଲେ ରାବ୍ରି…

ପାଟନା, ୭।୭ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର ଏମ୍ସ୍‌ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ଏହାପୂର୍ବରୁ…

ମେଡିକାଲ ଛାତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚଣ୍ଡିଗଡ଼,୭ ।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ସମସ୍ତଙ୍କ ମନରେ ବଡ ଉତ୍ସାହ ଜାଣିବା ପାଇଁ ଯେ ମାନଙ୍କ ଦ୍ୱିତୀୟ ପତ୍ନୀ କିଏ, କ’ଣ କରନ୍ତି, କେଉଁଠି ରୁହନ୍ତି ଇତ୍ୟାଦି ।…

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତର ପ୍ରସ୍ତୁତି, ଲଦାଖରେ ହୋଇପାରେ ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ, ୭।୭ : ଆସନ୍ତା ବର୍ଷ ଲଦାଖରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜି -୨୦ ର ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। କେନ୍ଦ୍ର ସରକାର ମଧ୍ୟ ଏହାକୁ ଲଦାଖରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଭାରତ ଚାଇନାକୁ…

କାଳୀ ବିବାଦ: ଅଡୁଆରେ ମହୁଆ

କୋଲକାତା, ୭ା୭: ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ କାନାଡାରେ ପ୍ରଦର୍ଶିତ କରିଥିବା ଏକ ଫିଚର ମୁଭି ‘କାଳୀ’ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ହିନ୍ଦୁ ଦେବୀ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ତୃଣମୂଳ କଂଗ୍ରେସ ଏମ୍‌ପି…

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶିନ୍ଦେ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲ ଏହି ଦାବି…

କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର,୬।୭: ଉଦୟପୁରର ଦରଜି କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ। କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଘୋଷଣା କରିଛନ୍ତି। କ୍ୟାବିନେଟରେ ଆସିଥିବା ଏହି ପ୍ରସ୍ତାବରେ ସମସ୍ତ ମନ୍ତ୍ରୀ ମଧ୍ୟ ସହମତ ହୋଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କହ୍ନେୟାଲାଲଙ୍କ…

ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ,୬।୭: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ…

ସମ୍ବିଧାନ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା: ଇସ୍ତଫା ଦେଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ,୬।୭: ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ନେତା ତଥା କେରଳର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସାଜି ଚେରିୟନ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚେରିୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri