Posted inଜାତୀୟ

ରାହୁଲଙ୍କ ସହିତ ପଦଯାତ୍ରାରେ ଲାଲ ଶାଢ଼ିରେ ଏସିଆର ପ୍ରଥମ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି। କନ୍ୟାକୁମାରୀରେ ଭାରତ ଯୋଡ ଯାତ୍ରା ପାଇଁ କଂଗ୍ରେସ ନେତାମାନେ ପଦଯାତ୍ରା କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ଲାଲ ରଙ୍ଗର ଶାଢ଼ିରେ ଦେଖାଯାଇଥିବା ଜଣେ ମହିଳାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମହିଳା କେବଳ ରାହୁଲଙ୍କୁ ସମର୍ଥନ ଜଣାଇ ଭାରତ ଯୋଡ ଯାତ୍ରାରେ ପଦଯାତ୍ରା କରିଛନ୍ତି।

ଲାଲ ଶାଢ଼ିରେ ଦେଖାଯାଇଥିବା ଏହି ମହିଳାଙ୍କ ନାମ ହେଉଛି ଏମ ବସନ୍ତକୁମାରୀ। ବସନ୍ତକୁମାରୀ ୨୩ ବର୍ଷରୁ ଅଧିକ ସମୟ ଧରି ବସ ଚଳାଉଥିଲେ। ସେ ଏସିଆର ପ୍ରଥମ ମହିଳା ବସ ଡ୍ରାଇଭର। ବସନ୍ତକୁମାରୀ ଚେନ୍ନାଇର ବାସିନ୍ଦା।

ବସନ୍ତକୁମାରୀଙ୍କ ଜୀବନ କଷ୍ଟକର ଥିଲା। ପିଲାଦିନରେ ତାଙ୍କ ମା’ଙ୍କର ମୃତ୍ୟୁ ପରେ ବାପା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ୧୯ ବର୍ଷ ବୟସରେ, ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଯିଏ ପୂର୍ବରୁ ଚାରି ସନ୍ତାନର ପିତା ଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ସ୍ବାମୀଙ୍କ ବେତନ ଘର ଚଳାଇବା କଷ୍ଟକର ହୋଇପଡିଥିଲା ତେଣୁ ସେ ବସ ଚଳାଇବାକୁ ଚିନ୍ତା କରିଥିଲେ। ଗାଡି ଚଳାଇବା ପାଇଁ ତାଙ୍କର ପୂର୍ବରୁ ଆଗ୍ରହ ଥିଲା, ତେଣୁ ସେ ଏହା କରିବାକୁ ପଛଘୁଞ୍ଚା ଦେଇ ନଥିଲେ । ଏବେ ଭାରତ ଯୋଡ ଯାତ୍ରାରେ ଯୋଗଦେଇ ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ଶେଷ ରାୟ ଦେଲେ ବିଚାରପତି ସୁରେନ୍ଦ୍ର: ହୋଇ ନ ଥିଲା ଷଡ଼ଯନ୍ତ୍ର, ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର...

ଭାଜପା-ଏନଡିପିପି ନିର୍ବାଚନ ଭାଗବଣ୍ଟା, ୨୦-୪୦ ଆସନରେ ଛିଣ୍ଡିଲା ଅଙ୍କକଷା…

ନୂଆଦିଲ୍ଲୀ, ୨୬।୭ : ନାଗାଲାଣ୍ଡରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ୍‌ ପାର୍ଟି (ଏନଡିପିପି) ମିଳିତ ଭାବେ...

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ...

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ...

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ...

ନିଖୋଜ ଅଛନ୍ତି କି ଏମ୍‌ପି ଶତ୍ରୁଘ୍ନ ସିହ୍ନା: ଲାଗିଲା ପୋଷ୍ଟର

କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍‌ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି।...

ଦୁବଇରୁ ଫେରୁଥିଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ଦ୍ରୁତ...

ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲା: ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ଆସିପାରେ ରାୟ

ନୂଆଦିଲ୍ଲୀ,୭।୧୧: ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ରାୟ କେଉଁ ଦିନ ଆସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନଭେମ୍ବର ୭-୮-୧୩-୧୪-୧୫ ଅବା...

Advertisement
Archives

Model This Week