Posted inଜାତୀୟ

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର ସମେତ ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ନିର୍ବାଚନରେ ବାହାର ରାଜ୍ୟବାସୀଙ୍କୁ ଭୋଟ ଦେବାର ଅଧିକାର ନଦେବା ଉପରେ ଆଲୋଚନା କରାଯାଇଥିଲା।

ଜମ୍ମୁ-କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ଭୋଟର ରୂପେ ପରିଣତ କରିବା ଉପରେ ସମସ୍ତ ଦଳ ପ୍ରଶ୍ନ ଉଠାଇଥିଲେ। ପିଡିପି, ଆୱାମୀ ନ୍ୟଶନାଲ କନଫରେନ୍ସ, ସିପିଆଇ ଗୁପକର ମିଳିତ ମଞ୍ଚର ସଦସ୍ୟ ଏନେଇ ନିଜନିଜ ମତ ଉପସ୍ଥାପନ କରିଥିଲେ।

ବୈଠକ ପରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ମତଦାନ ଅଧିକାର ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇଛନ୍ତି। ଏଥିପାଇଁ ଏକ କମିଟି ଗଠନ ହେବ ଯାହା ଆଇନଗତ ଭାବରେ ସାହାଯ୍ୟ କରିବ। ଏହି ପ୍ରସଙ୍ଗ ସମସ୍ତ ପକ୍ଷଙ୍କ ଠାରୁ ମଧ୍ୟ ମତାମତ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ଲାଲ କିଲ୍ଲା ଉପରେ ଡ୍ରୋନ୍‌

ନୂଆଦିଲ୍ଲୀ,୪।୮: ଦେଶର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରେ ବୁଧବାର ଏକ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ପୋଲିସ ଚିନ୍ତିତ ହୋଇଯାଇଥିଲା। ଏହାପରେ ଦିଲ୍ଲୀ...

ଜାତି ଜନଗଣନା ଉପରେ ହାଇକୋର୍ଟଙ୍କ ରୋକ

ପାଟନା, ୫ା୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରଙ୍କୁ...

ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ

ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ।...

କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ...

ବାହାରେ ଗୋରୁ ବୁଲିଲେ ମାଲିକଙ୍କୁ ମିଳିବ ଏଭଳି ଦଣ୍ଡ, ଚପଲ ମାଡ଼ ସାଙ୍ଗକୁ ଗଣିବେ ତଣ୍ଡ

ଭୋପାଳ:ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ସରପଞ୍ଚଙ୍କ କାର୍ଯ୍ୟ। ମାତ୍ର ମଧ୍ୟପ୍ରଦେଶ ନାଗ୍‌ନାଡୁଇ ଗାଁ ସରପଞ୍ଚ ସେଠାରେ...

ପାଗକୁ ଦେଖି ଯାତ୍ରା କର, ଚାରିଧାମ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ଧାମି କଲେ ଅପିଲ

ଡେରାଡୁନ,୧୧।୭: ଉତ୍ତରାଖଣ୍ଡରେ ପ୍ରବଳ ମୌସୁମୀ ବର୍ଷା ହେତୁ ବନ୍ୟା ଆଶଙ୍କା କରାଯାଉଛି। ନଦୀରେ ଜଳ ନିଷ୍କାସନ ଚାଲିଛି, ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ...

କେରଳ କ୍ୱାରାଣ୍ଟାଇନ୍‌ରୁ ଫେରାର ଆଇଏଏସ୍‌ ଅଧିକାରୀ ଉତ୍ତରପ୍ରଦେଶରୁ ଠାବ

ତିରୁଭାନନ୍ତମପୁରମ,୨୭।୩: କରୋନା ଭାଇରସ୍‌ ବ୍ୟାପିବାକୁ ଥିବା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ଜାରି କରିଛନ୍ତି। କିନ୍ତୁ ଏହାରି ଭିତରେ...

Advertisement
Archives

Model This Week