ଜାତୀୟ

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି। ଭେନେରା ୮ ମିଶନ ଅନ୍ତର୍ଗତ ମହାକାଶ ଯାନ କସ୍‌ମସ-୪୮୨ ଲଞ୍ଚ ହେବା ପରେ…

୩୫ ଟଙ୍କା ଫେରସ୍ତ ପାଇଁ ୫ ବର୍ଷ ଲଢ଼ିଲେ

ନୂଆଦିଲ୍ଲୀ, ୩୧ା୫: ରାଜସ୍ଥାନର କୋଟା ସହର ବାସିନ୍ଦା ତଥା ଇଞ୍ଜିନିୟର ସୁଜିତ ସ୍ବାମୀ ରେଳ ଟିକେଟ କ୍ୟାନ୍‌ସେଲ ବାବଦ ସର୍ଭିସ ଟ୍ୟାକ୍ସ ୩୫ ଟଙ୍କା ପାଇବା ପାଇଁ ୫ ବର୍ଷ ଧରି ଜାରି ରଖିଥିବା ଲଢ଼େଇରେ ଜିତିଛନ୍ତି। ଏଥିସହ ତାଙ୍କ ଭଳି…

ପଞ୍ଜାବରେ ଗ୍ୟାଙ୍ଗ୍‌ଓ୍ବାର ଆଶଙ୍କା

ଚଣ୍ଡିଗଡ଼,୩୧।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟା ଘଟଣା ପରେ ପଞ୍ଜାବରେ ଗ୍ୟାଙ୍ଗଓ୍ବାର ହୋଇପାରେ ବୋଲି ପୋଲିସ ଆଶଙ୍କା ବ୍ୟକ୍ତ କରିଛି। ଅନ୍ୟ ଜଣେ ଲୋକପ୍ରିୟ ଗାୟକଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ପୋଲିସ କହିଛି। ସୁରକ୍ଷା କାରଣରୁ ତାଙ୍କ…

ମୂସଓ୍ବୋଲା ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବ

ଚଣ୍ଡିଗଡ଼,୩୧।୫: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ କମିଶନ ଲୋକପ୍ରିୟ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟା ଘଟଣାର ତଦନ୍ତ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସୋମବାର ଏହା ଘୋଷଣା କରିଛନ୍ତି। ଏଥିପାଇଁ ପଞ୍ଜାବ…

ସମିର ୱାନଖେଡେଙ୍କର ବଦଳି, ଆର୍ଯ୍ୟନ ଖାଁ ମାମଲାର କରି ସାରିଛନ୍ତି ଯାଞ୍ଚ

ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି ହୋଇଛି । ସେ ଏନସିବି ମୁମ୍ବାଇର ପୂର୍ବତନ କ୍ଷେତ୍ରିୟ ନିର୍ଦ୍ଦେଶକ ଥିଲେ । ଏବେ…

କଂଗ୍ରେସ ଘୋଷଣା କଲା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ରାଜ୍ୟ ସଭା ନିର୍ବାଚନ ଜୁନ୍‌ ୧୦ରେ ହେବାକୁ ଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ୧୦ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପି. ଚିଦାମ୍ବରମ୍‌, ଜୟରାମ ରମେଶ, ଅଜୟ ମାକେନ ଏବଂ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲାଙ୍କୁ ଟିକେଟ ମିଳିଛି।…

ଜୁନ ୧ରେ ଯୋଗୀ କରିବେ ରାମ ମନ୍ଦିର ଗର୍ଭ ଗୃହର ଶିଳାପୂଜା

ଲକ୍ଷ୍ନୌ,୩୦।୫: ଜାନୁଆରୀ ୨୦୨୪ରେ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିର ପ୍ରସ୍ତୁତ ହେବ। ଏଥିପାଇଁ ଜୋରସୋରରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାପୂର୍ବରୁ ରାମଲାଲାଙ୍କ ମନ୍ଦିରର ନିର୍ମିତ ଗର୍ଭ ଗୃହର ଶିଳାପୂଜା ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୩୦।୫: ବେଆଇନ୍‌ ଅର୍ଥ କାରବାରରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର ଜୈନ ସୋମବାର ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି…

ଲାଲୁଙ୍କ ଶଳାଙ୍କୁ ୩ବର୍ଷ ଜେଲ୍‌

ପାଟନା,୩୦।୫: ସରକାରୀ କାର୍ଯ୍ୟାଳୟରେ ପଶିି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସ୍ଥାନୀୟ ଏମ୍‌ପିଏମ୍‌ଏଲ୍‌ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୋମବାର କୋଟର୍ର୍ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ଶଳା ତଥା ପୂର୍ବତନ ବିଧାୟକ ସାଧୁ ଯାଦବଙ୍କୁ ୩ ବର୍ଷ…

ଜୁଲାଇ ୪ରେ ଜ୍ଞାନବାପି ମାମଲାର ପରବର୍ତ୍ତୀ ଶୁଣାଣି

ବାରାଣସୀ,୩୦।୫: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ ବିବାଦ ସମ୍ପର୍କରେ ସୋମବାର ବାରାଣସୀ ଜିଲା ଏବଂ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ଆରମ୍ଭ ହେବା ମାତ୍ରେ ଅଞ୍ଜୁମାନ ଇନାଜାନିଆ ମସ୍‌ଜିଦ କମିଟି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ମୁସ୍‌ଲିମ ପକ୍ଷ ଏହାର…

ମହାମାରୀ ପରେ ମୋଦିଙ୍କ ଉପରେ ବଢ଼ିଛି ବିଶ୍ୱାସ: ସର୍ଭେ

ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ସୋମବାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କରୋନା ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ ତାଙ୍କର ଅନୁମୋଦନ ମୂଲ୍ୟାୟନ ମଧ୍ୟ…

ଝାଡ଼ଖଣ୍ଡରେ କଂଗ୍ରେସକୁ ଝଟ୍‌କା: ମହୁଆ ମାଜିଙ୍କୁ ପ୍ରାର୍ଥୀ କଲା ଜେଏମ୍‌ଏମ୍‌

ରାଞ୍ଚି,୩୦।୫: ଝାଡ଼ଖଣ୍ଡ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ମହୁଆ ମାଜିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ସୋମବାର ମନୋନୀତ କରିଛନ୍ତି। ଗୁରୁ ଶିବୁ ସୋରେନଙ୍କ ସହମତିରେ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri