ଶହୀଦ୍ ବିକାଶ କୁମାର-କୁଳଦୀପ୍ କୁମାରଙ୍କୁ ଶୌର୍ଯ୍ୟ ଚକ୍ର…
ନୂଆଦିଲ୍ଲୀ, ୩୧।୫ : ସିଆରପିଏଫ୍ ୨୦୪ କୋବ୍ରା ବାଟାଲିୟନ କନଷ୍ଟେବଳ ଶହୀଦ୍ ବିକାଶ କୁମାରଙ୍କୁ ଅତୁଳନୀୟ ବୀରତା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରିଛନ୍ତି। ରାଷ୍ଟ୍ରପତିି ଭବନରେ ଆୟୋଜିତ ଏକ ଉତ୍ସବରେ ଏହି ବୀରତା ସମ୍ମାନ…
ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ-ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର…
ନୂଆଦିଲ୍ଲୀ, ୩୧।୫ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ଓଡ଼ିଶା ପୋଲିସ କମାଣ୍ଡୋ ଦେବଶିଷ ସେଠୀ ଏବଂ…
ଭାଜପାକୁ ମିଳିଛି କଂଗ୍ରେସ ଠାରୁ ୬ ଗୁଣା ଅଧିକ ଚାନ୍ଦା…
ନୂଆଦିଲ୍ଲୀ, ୩୧।୫ : ଶାସକ ଦଳ ଭାଜପା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଦଳ। ୨୦୧୯-୨୦ ଏଡିଆର୍ ରିପୋର୍ଟ ଅନୁଯାୟୀ, ମୋଟ ସମ୍ପତ୍ତି ପରିମାଣରେ ଭାଜପା ଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ନମ୍ବର ସ୍ଥାନରେ ଥିବାବେଳେ ଦେଶର ସର୍ବ ପୁରାତନ…
ଶ୍ରୀଲଙ୍କାକୁ ୧୫ ହଜାର ଲିଟର କିରୋସିନ ପଠାଇଲା ଭାରତ, ୭ ଶହ ଧୀବରଙ୍କୁ ମିଳିବ ସହାୟତା…
ନୂଆଦିଲ୍ଲୀ/କଲମ୍ବୋ, ୩୧।୫ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଯାଇଛି। ଫଳରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଜିନିଷ ଆମଦାନୀରେ…
ରାଜ ଠାକରେ ଅସୁସ୍ଥ
ମୁମ୍ବାଇ,୩୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ମଙ୍ଗଳବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ତାଙ୍କର ସର୍ଜରୀ ହେବ ବୋଲି ଜଣାପଡିଛି । ଏମଏନଏସର ଜଣେ…
୧୦ କୋଟି ହିତାଧିକାରୀଙ୍କ ସଞ୍ଚୟ ଖାତାକୁ ୨୧ ହଜାର କୋଟି ଗଲା…
ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ସଞ୍ଚୟ ଖାତାକ ୨୧ ହଜାର କୋଟି ଟଙ୍କା ପଠାଇଛନ୍ତି। କରିଛନ୍ତି। ପିଏମ-କିଷାନ ଯୋଜନା ଏକାଦଶ କିସ୍ତି…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…
ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
୨୦୧୮ ପରେ ସବୁଠୁ ବଡ଼ ଝଡ଼: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୋମବାର ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମଙ୍ଗଳବାର ଆଉଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କିଛି…
‘ଭୋଟ ବ୍ୟାଙ୍କ୍ ନୁହେଁ, ଆମେ ନୂଆ ଭାରତ ଗଢିବାକୁ ଆସିଛୁ’
ଶିମ୍ଲା,୩୧।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିମଲାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୧ଟାରେ ଶିମଲାରେ ପହଞ୍ଚି ରୋଡ ଶୋ’ କରି ରିଜ୍ରେ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
କରୋନାରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ନିକଟକୁ ଭାବୁକ ପତ୍ର ଲେଖିଲେ ମୋଦି
ନୂଆଦିଲ୍ଲୀ,୩୧ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ନିଜ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଖକୁ ଭାବୁକ ପତ୍ର ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଜଣେ ବାଳିକାଙ୍କୁ ଏମିତି ଏକ ପତ୍ର ମିଳିଛି । ଏଥିରେ ମୋଦି ଲେଖିଛନ୍ତି, ମୁଁ ଜଣେ…
ନେପାଳ ବିମାନ ଦୁର୍ଘଟଣାର ମିଳିଲା ବ୍ଲାକବକ୍ସ, ୨୨ ମୃତଦେହ ଉଦ୍ଧାର
କାଠମାଣ୍ଡୁ, ୩୧ା୫: ନେପାଳରେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ବିମାନ ତାରା ଏୟାର ଲାଇନ୍ସର ଟ୍ବିନ୍ ଅଟ୍ଟର ୯ ଏନ୍ଏଇଟିର ମଙ୍ଗଳବାର ବ୍ଲାକବକ୍ସ ମିଳିଛି। ଏପରି କି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ଜଣଙ୍କ ମୃତଦେହ ଉଦ୍ଧାର…
ବଢିଲା ମିକା ସିଂଙ୍କ ସୁରକ୍ଷା
ମୁମ୍ବାଇ,୩୧ ।୫: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ତେବେ ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବନ୍ଧୁ ତଥା ବଲିଉଡ ସିଙ୍ଗର ମିକା ସିଂଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା…
Archives


