ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍
ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ ଏଆଇଏମ୍ଆଇଏମ୍ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ରବିବାର ପୋର୍ବନ୍ଦରରେ…
କୃଷକ ନେତା ରାକେଶ ଟିକାଏତଙ୍କ ଉପରକୁ କାଳିମାଡ
ବେଙ୍ଗାଲୁରୁ,୩୦ ।୫: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତଙ୍କ ଉପରକୁ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ କାଳିମାଡ ହୋଇଛି । ସୋମବାର ରାକେଶ ଟିକାଏତ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ପ୍ରେସ କନଫରେନ୍ସ କରିବାର ଥିଲା । ଯେତେବେଳେ ସେ ପ୍ରେସ…
ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ, ଶ୍ରୁତି ଶର୍ମା ଟପ୍ପର…
ନୂଆଦିଲ୍ଲୀ, ୩୦।୫ : ୟୁପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଶ୍ରୁତିଙ୍କ ରୋଲ ନମ୍ବର ୦୮୦୩୨୩୭ ୟୁପିଏସ୍ସି ଓ୍ବେବସାଇଟ୍ରେ ପରୀକ୍ଷା ତାଲିକାରେ ଏକ ନମ୍ବରରେ ରହିଛି। ଚଳିତ ବର୍ଷ ର଼୍ୟାଙ୍କ…
ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୩୦।୫: ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ ଏବଂ ଅଜୟ ମାକେନ ତଥା ଦଳର ମୁଖପାତ୍ର…
ପଞ୍ଜାବୀ ସିଙ୍ଗର ହତ୍ୟା ଘଟଣାକୁ ନେଇ ଆସୁଛି ନୂଆ ତଥ୍ୟ, ପ୍ରଥମେ ଗ୍ୟାଙ୍କଷ୍ଟର ଶାହାରୁଖଙ୍କୁ ଦିଆଯାଇଥିଲା ସୁପାରି
ନୂଆଦିଲ୍ଲୀ,୩୦ ।୫: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ କିଛିଦିନ ତଳେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ଅପରାଧୀ ଶାହାରୁଖଙ୍କୁ ଗିରଫ କରିଥିଲା ।…
ଭାଇଙ୍କ ଘରୁ ମିଳିଲା ମହିଳା ବିଚାରପତିଙ୍କ ଝୁଲନ୍ତା ମୃତଦେହ
ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ସାକେତ୍ କୋର୍ଟର ୪୨ ବର୍ଷୀୟା ମହିଳା ବିଚାରପତିଙ୍କ ମୃତଦେହ ଦକ୍ଷିଣ ଦିଲ୍ଲୀ ରାଜପୁର ଅଞ୍ଚଳରେ ଥିବା ତାଙ୍କ ଭାଇଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମହିଳା ବିଚାରପତି ତାଙ୍କ ସ୍ବାମୀ ଅଶୋକ ବେନିଓ୍ବାଲଙ୍କ ସହ ସାକେତ୍ କୋର୍ଟ ରେସିଡେନ୍ସିଆଲ…
ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ବେସାହାରା ପିଲାଙ୍କୁ ମାସକୁ ମିଳିବ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍
ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍’ ଯୋଜନା ଆରମ୍ଭ କରିଛନ୍ତି। ଏହି…
ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…
ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅପରପକ୍ଷରେ ଏହାର ମିଶନ ବିସ୍ତାରରେ ମଧ୍ୟ ବ୍ୟସ୍ତ ରହିଛି। ରାଜନୈତିକ…
ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୩୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ପୁଲଓ୍ବାମାରେ ଏନ୍କାଉଣ୍ଟର, ୨ ଆତଙ୍କବାଦୀ ମୃତ…
ଶ୍ରୀନଗର, ୩୦।୫ : ଜମ୍ମୁ-କଶ୍ମୀରରେ ଅପରେଶନ୍ ଅଲ୍ ଆଉଟ୍ ଅଭିଯାନରେ ମିଳିତସୁରକ୍ଷାର୍କମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ପୁଲଓ୍ବାମାର ଗୁନ୍ଦିପୋରାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୨ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା…
ମୁସେ ୱାଲା ହତ୍ୟା ମାମଲା: ଏସଆଇଟି କରିବ ଯାଞ୍ଚ, ଏବେ ପର୍ଯ୍ୟନ୍ତ ୨ ଗିରଫ, ହତ୍ୟା ପାଇଁ ନିଜକୁ ଦାୟି କଲେ କାନାଡାରେ ଥିବା ଗୋଲଡି ବରାର
ଚଣ୍ଡିଗଡ଼,୩୦ ।୫: ପଞ୍ଜାବି ସିଙ୍ଗର ତଥା କଂଗ୍ରେସ ନେତା ମୁସେ ୱାଲା ହତ୍ୟାକାଣ୍ଡର ଯାଞ୍ଚ କରିବାକୁ ଏସ୍ଆଇଟି ଗଠନ କରାଯାଇଛି । ମୁସେ ୱାଲା କିଏ? ହତ୍ୟାର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ପଞ୍ଜାବ ପୋଲିସର ୩ ସଦସ୍ୟ…
୫-ଜି ସ୍ପେକ୍ଟ୍ରମ୍ ନିଲାମ ନେଇ କାର୍ଯ୍ୟ ଆରମ୍ଭ, ଚଳିତ ବର୍ଷ ମିଳିପାରେ ସେବା…
ନୂଆଦିଲ୍ଲୀ, ୩୦।୫ : ଦେଶରେ ୫-ଜି ସ୍ପେକ୍ଟ୍ରମର ନିଲାମ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ସେବା ଚଳିତ ବର୍ଷ ଆରମ୍ଭ ହୋଇପାରିବାର ଆଶା ରହିଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ମାଧ୍ୟମରେ…
Archives


