ଦୁର୍ଘଟଣାରେ ଚାଲିଗଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସ୍ଡିଙ୍କ ଜୀବନ
ନୂଆଦିଲ୍ଲୀ,୨୬।୮: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଡ୍ୟୁଟି ଅଫିସର(ଓଏସଡି) ମୋତିଲାଲ ସିଂଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବସ୍ତି ଜିଲା ଖଝୌଲାରେ ଏକ ପଶୁକୁ ବଞ୍ଚାଇବାବେଳେ ମୋତିଲାଲଙ୍କ ସହ ଏହି ଦୁର୍ଘଟଣା ଘଟିଛି। ଏହି ସଡକ ଦୁର୍ଘଟଣାରେ ଓଏସଡିଙ୍କ…
କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୨୬।୮: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି। ଆଜାଦ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ଦଳର ସମସ୍ତ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଇସ୍ତଫା ପତ୍ରରେ…
ସୁପ୍ରିମକୋର୍ଟରୁ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୨୬।୮: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଉତ୍ତେଜନାମୂଳକ ଭାଷଣ ମାମଲାରେ ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ଆବେଦନକୁ ଖାରଜ କରିଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ୨୦୦୭ରେ ଯୋଗୀଙ୍କ…
ପରିବାରର ୫ ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ କଲେ ଯୁବକ
ଅମ୍ବାଲା,୨୬।୮: ହରିୟାଣାର ଅମ୍ବାଲା ସହରରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ପ୍ରଥମେ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଖାଦ୍ୟରେ…
‘ଅପରେଶନ ଲୋଟସ’କୁ ଅଲକାଏଦା ସହ ତୁଳନା କଲା ଶିବସେନା
ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା କରିଛି। ଉଦ୍ଧବ ଠାକରେଙ୍କ ଦଳ ଶିବସେନା ‘ଅପରେଶନ ଲୋଟସ’କୁ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ…
ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ମୁରାଦାବାଦ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୩ ଶିଶୁ ସମେତ ୫ ମୃତ
ମୁରାଦାବାଦ,୨୬ ।୮: ଉତ୍ତର ପ୍ରଦେଶର ମୁରାଦାବାଦରେ ଗୁରୁବାର ଲାଗିଥିବା ନିଆଁରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତିନି ମହଲା କୋଠାରେ ହଠାତ୍ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।…
ହିସାର ପହଞ୍ଚିଲା ସୋନାଲିଙ୍କ ପାର୍ଥିବ ଶରୀର, ଋଷି ନଗରରେ ହେବ ଅନ୍ତିମ ସଂସ୍କାର
ହିସାର,୨୬ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟାରେ ଋଷି ନଗରରେ କରାଯିବ । ପାର୍ଥିବ ଶରୀରକୁ ଢଂଢୁର ସ୍ଥିତ ଫାର୍ମ ହାଉସରେ ଶେଷ ଦର୍ଶନ ପାଇଁ…
ମହାରାଷ୍ଟ୍ରରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ଝଟ୍କା
ନୂଆଦିଲ୍ଲୀ,୨୬ ।୮: ଦେଶରେ ମହାରାଷ୍ଟ୍ରରୁ ନେଇ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ଅନ୍ୟପଟେ ଆଫଗାନିସ୍ତାନର କାବୁଲରେ ବି ଭୂକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ହୋଇଥିବା ଭୂକମ୍ପ…
ଆଜି ଅବସର ନେବେ ସିଜେଆଇ
ନୂଆଦିଲ୍ଲୀ,୨୬।୮:ଭାରତର ୪୮ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଏନ୍.ଭି. ରମନା ୨୦୨୧ ଏପ୍ରିଲରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୬ ମାସର କାର୍ଯ୍ୟକାଳ ପରେ ଶୁକ୍ରବାର ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ…
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଜାଲ୍ ଟୁଇଟର ଆକାଉଣ୍ଟ ଖୋଲି ଇଞ୍ଜିନିୟର ଗିରଫ
ନୂଆଦିଲ୍ଲୀ,୨୬।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀଙ୍କ ନାମରେ ଫେକ୍ ଟୁଇଟର ଆକାଉଣ୍ଟ ଖୋଲିଥିବା ଗ୍ରେଟର ନୋଏଡ଼ାର ଜଣେ ୪୨ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଭିଯୁକ୍ତ ଶୈଳେନ୍ଦ୍ର ଶୁକ୍ଳା ଏକ ନାମକରା ବହୁଦେଶୀୟ କମ୍ପାନୀରେ କାମ କରନ୍ତି।…
ପେଗାସସ୍ ତଦନ୍ତରେ ସହଯୋଗ କରୁନି କେନ୍ଦ୍ର
ନୂଆଦିଲ୍ଲୀ,୨୬ା୮:ଇସ୍ରାଏଲ୍ର ଏନ୍ଏସ୍ଓ ଗ୍ରୁପ୍ ପକ୍ଷରୁ ବିକଶିତ ପେଗାସସ୍ ସ୍ପାଏଓ୍ବେର ଜରିଆରେ ଗୁପ୍ତଚରଗିରି କରାଯାଇଥିବା ନେଇ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି ବୈଷୟିକ ତଥା ଅନୁଧ୍ୟାନକାରୀ କମିଟିକୁ ତଦନ୍ତରେ କେନ୍ଦ୍ର ସରକାର ସହଯୋଗ କରୁ ନ…
Archives


