ଜାତୀୟ

ମୃତ୍ୟୁଦଣ୍ଡ ପାଇଁ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର କରିବେ ୫ ଜଣିଆ ସାମ୍ବିଧାନିକ ପୀଠ…

ନୂଆଦିଲ୍ଲୀ, ୧୯।୯ : ଦେଶର ନିମ୍ନ ଅଦାଲତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଉପରେ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନିକ ପୀଠରେ ଶୁଣାଣି ହେବ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ…

ଧାରଣାରେ ବସିଲେ ଅଖିଳେଶ…

ଲକ୍ଷ୍ନୌ, ୧୯।୯ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ପାର୍ଟି ବିଧାୟକ ଏବଂ କର୍ମକର୍ତ୍ତାଙ୍କ ସହ ଦଳୀୟ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା ସମୟରେ ରୁଟ ପରିବର୍ତ୍ତନକୁ ନେଇ ଦଳୀୟକର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ…

ଥରିଲା କାର୍ଗିଲରୁ ଲଦାଖ…

ନୂଆଦିଲ୍ଲୀ, ୧୯।୯ : ସୋମବାର ପୂର୍ବାହ୍ନ ୯ ଟା ୩୦ରେ କାର୍ଗିଲରୁ ଲଦାଖ ପର୍ଯ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…

ଦଶହରା ରାଲି: ଉଦ୍ଧବଙ୍କୁ ଶିବାଜୀ ପାର୍କ-ଶିନ୍ଦେଙ୍କୁ ମିଳିପାରେ ବିକେସି ପଡ଼ିଆ…

ମୁମ୍ବାଇ, ୧୯।୯ : ମୁମ୍ବାଇରେ ଶିବସେନାମର ଦଶହରା ରାଲି ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ ଦଳର ମୁଖ୍ୟ ଉଦ୍ଧବ ଠାକରେ ପୁଣି ଥରେ ଶିବାଜୀ ପାର୍କରେ ଶିବସୈନିକମାନଙ୍କୁ ସମ୍ବୋଧିତ କରିପାରିବେ। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

କେନ୍ଦ୍ରରେ ଉତ୍ତରପ୍ରଦେଶ ଅଧିକାରୀଙ୍କ ସଂଖ୍ୟା କମୁଛି, ୟୁପିଏ ସରକାରଙ୍କ ସମୟରେ ଥିଲେ ୭୬, ଏବେ ୩୬…

ନୂଆଦିଲ୍ଲୀ,୧୯।୯ : ଏକ ସମୟ ଥିଲା ଯେତେବେଳେ ଉତ୍ତରପ୍ରଦେଶର ଅଧିକାରୀମାନେ କେନ୍ଦ୍ରରେ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୟୁପି ଅଧିକାରୀମାନଙ୍କ ହାତରେ ଏକ ଡଜନରୁ ଅଧିକ ମନ୍ତ୍ରଣାଳୟ ସମ୍ଭାଳୁଥିଲେ। କ୍ୟାବିନେଟ ସଚିବ, ଅମଲାତନ୍ତ୍ରର ସର୍ବୋଚ୍ଚ ପଦବୀରେ ୟୁପିର ଅଧିକାରୀ ରହୁଥିଲେ। ୟୁପି…

ମୋହାଲି ଏମଏମଏସ ମାମଲା: ଛାତ୍ରଙ୍କ ଧାରଣା ପ୍ରଦର୍ଶନ ଶେଷ, ହଟିଲେ ୱାର୍ଡନ, ୬ ଦିନ ପାଇଁ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ

ମୋହାଲି,୧୯ ।୯: ଚଣ୍ଡିଗଡ଼ର ଏକ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ବିରୋଧ ପ୍ରଦର୍ଶନ ରବିବାର ବିଳମ୍ବିତ ରାତିରେ ଶେଷ ହୋଇଛି । ଛାତ୍ରଙ୍କ ଦାବି ପୂରଣ ହେବାରୁ ବିରୋଧ ପ୍ରଦର୍ଶନ ଶେଷ ହୋଇଛି । ଡିସି ଓ ଆଇଜିଙ୍କ ଉପସ୍ଥିତିରେ ସମସ୍ତ ଦାବିକୁ ମାନି…

୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୮ ହଜାର ଉପରେ ରହିଛି। ଗତ…

ମୋଦି ଗୋଟିଏ ଚିତାର ନାମ ରଖିଲେ ଆଶା, ଅନ୍ୟମାନଙ୍କର ବି ହେଲା ନାମକରଣ

ନୂଆଦିଲ୍ଲୀ,୧୯ ।୯: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ୮ ଚିତାଙ୍କୁ ସ୍ୱାଗତ କରାଯାଇ ସାରିଛି । ୭୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ ପ୍ରୟାସ କରାଯାଇ ସମସ୍ତ ଚିତାଙ୍କୁ ନାମିବିୟାରୁ ଭାରତ ଅଣାଯାଇଛି । ଶନିବାର…

କଂଗ୍ରେସ ଛାଡି ଭାଜପାରେ ସାମିଲ ହେଲେ ୮ ବିଧାୟକ, ଆଜି ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ

ପଣଜୀ,୧୯ ।୯: ଗତ ସପ୍ତାହ ଆରମ୍ଭରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା ଗୋଆର ୮ ଜଣ ବିଧାୟକ ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଭାଜପାର ଜଣେ ବରିଷ୍ଠ ନେତାଙ୍କ ସୂଚନା…

ଧର୍ମାନ୍ତରୀକରଣ ନିରୋଧୀ ଆଇନରେ ୫ ବର୍ଷ ଜେଲ

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ, ୨୦୨୧ରେ ପ୍ରଥମ ଥର ଲାଗି ଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହାର ଏକ ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ…

ଇଣ୍ଟରପୋଲ୍‌ ସାଧାରଣ ସଭାର ଲୋଗୋ କୋଣାର୍କ ଚକ

ନୂଆଦିଲ୍ଲୀ,୧୯।୯(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭାରେ କୋଣାର୍କ ସୂର୍ଯ୍ୟମନ୍ଦିରର ରଥ ଚକ ପ୍ରେରଣାଦାୟୀ ଲୋଗୋ ହେବାକୁ ଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ୩ ଦିନିଆ ଜେନେରାଲ ଆସେମ୍ବ୍ଲିରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଯୋଗଦେବେ। ଏହାର…

ପିଏଫ୍‌ଆଇ ମାମଲା: ୪୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୯।୯ : ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କ୍ୟାଡର ମାମଲାରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ରବିବାର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ତେଲଙ୍ଗାନାର ନିଜାମାବାଦ ଜିଲାର ୨୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?