ଉତ୍ତରାଖଣ୍ଡ ବସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦେବେ ୫ ଲକ୍ଷ ଲେଖାଏଁ ସହାୟତା
ଡେରାଡୁନ,୬ ।୬: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଯମୁନେତ୍ରୀ ଜାତୀୟ ରାଜପଥରେ ରିଖାଉ ଖଡ୍ଡେ ନିକଟରେ ହୋଇଥିବା ବସ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଏକ ଯାତ୍ରୀବାହୀ ବସ ଖାଲ ମଧ୍ୟକୁ ଖସିପଡିବା ଫଳରେ ଏହି…
ଚେତାବନୀ ପରେ ରିସର୍ଟକୁ ଫେରିଲେ ୬ ବିଧାୟକ
ଜୟପୁର,୫।୬: ରାଜ୍ୟ ସଭା ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ ରଖିଛି। ଗତ ଗୁରୁବାର ସେମାନେ ଏକ ବସ୍ରେ ଉଦୟପୁର ଯାଇଥିଲେ। ତେବେ ରିସର୍ଟ ଯାଇ…
ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଡେରାଡୁନ୍,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଏଥିରେ,…
ନଦୀରେ ବୁଡି ଚାଲିଗଲା ୭ ଜୀବନ
ଚେନ୍ନାଇ,୫।୬: ତାମିଲନାଡୁର କୋଡାଲୁରୁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁଡାଲୋର ଜିଲାାର ଗାଡିଲାମ ନଦୀରେ ବୁଡି ତିନି ପିଲାଙ୍କ ସମେତ ୭ ଜଣଙ୍କ ସଲିଳ ସମାଧି ଘଟିଛି। ଏହି ଘଟଣା ଜିଲ୍ଲାର ପାନରୁଟ୍ଟି ଅଞ୍ଚଳର କିଲାରଙ୍ଗୁନାମ ଗ୍ରାମରେ ଘଟିଛି। ପ୍ରଥମେ…
ପୁଣି ତେଲଙ୍ଗାନାରେ ନାବାଳିକାଙ୍କୁ ଗଣବଳାତ୍କାର
ହାଇଦ୍ରାବାଦ,୫।୬: ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାର କିଛିଦିନ ପରେ ରବିବାର ପୁଣି ରାଜ୍ୟରେ ଅନ୍ୟ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ମାମଲା ପଦାକୁ…
ଖାଲକୁ ଖସିଲା ବସ୍: ଚାଲିଗଲା ୨୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି
ଡେରାଡୁନ୍,୫।୬: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି।…
ସଲମାନ ଖାନ୍ଙ୍କୁ ହତ୍ୟା ଧମକ
ମୁମ୍ବାଇ,୫।୬:ବଲିଉଡର ସୁପରଷ୍ଟାର୍ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ରବିବାର ସକାଳେ ବୁଲିବାକୁ ଯାଇଥିଲେ। ସେ କିଛି ସମୟ ବିଶ୍ରାମ ନେବାକୁ ବେଞ୍ଚରେ ବସିଥିବାବେଳେ ତାଙ୍କୁ…
କ୍ଷମା ମାଗିଲେ ନୁପୁର
କାନପୁର,୫।୬: ଭାଜପା ନେତ୍ରୀ ନୁପୁର ଶର୍ମାଙ୍କୁ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି। ରବିବାର ଦଳର ହାଇକକାଣ୍ଡ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳୀୟ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ନୁପୁର ନିଜ ଭୁଲ ସ୍ବୀକାର କରିଛନ୍ତି।…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ବିଲ ଗେଟ୍ସ
ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଦି ଗ୍ଲୋବାଲ୍ ଇନିସିଏଟିଭ୍ ଅଫ୍ ଲାଇଫ୍ ମୁଭ୍ମେଣ୍ଟ’ର ଶୁଭାରମ୍ଭରେ ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦିଙ୍କୁ…
ଭିଏତ୍ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍ ଗାର୍ଡ ବୋଟ୍କୁ କରିବେ ହସ୍ତାନ୍ତର
ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍ନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ୍ ଭାନ୍ ଜିଆଙ୍ଗଙ୍କ ନିମନ୍ତ୍ରଣ ରକ୍ଷାକରି ରାଜନାଥ ଭିଏତନାମ ଯିବାନେଇ…
ଯୋଗୀଙ୍କ ଜନ୍ମଦିନ ପାଇଁ ପ୍ରବଳ ଉତ୍କଣ୍ଠା: କଟା ହେଲା ୫୦ କେଜିର କେକ୍
ନୂଆଦିଲ୍ଲୀ,୫।୬: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୫୦ତମ ଜନ୍ମଦିନ ହିନ୍ଦୁ ଯୁବ ବାହିନୀ ଏବଂ ବିଶ୍ୱ ହିନ୍ଦୁ ମହାସଙ୍ଗ ତରଫରୁ ଦିଲ୍ଲୀର କନ୍ଷ୍ଟିଚ୍ୟୁସନ୍ କ୍ଲବରେ ପାଳନ କରାଯାଇଛି। ଯୋଗୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ୫୦ କିଲୋର ଏକ କେକ୍ କଟାଯାଇଥିଲା। ଏହି…
ନୁପର ଶର୍ମା, ନବୀନ ଜିନ୍ଦଲ ଭାଜପାରୁ ନିଲମ୍ବିତ
ନୂଆଦିଲ୍ଲୀ,୫ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ନିକଟରେ ନୁପର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏହାକୁ…
Archives


