୩୦ ବର୍ଷ ମଧ୍ୟରେ ୪୭ କୋଟି କମି ଯିବ ଭାରତର ଜନସଂଖ୍ୟା, ୨୦୫୦ ବେଳକୁ ଦେଶରେ ବୟସ୍କଙ୍କ ସଂଖ୍ୟାରେ ହେବ ବୃଦ୍ଧି…
ନୂଆଦିଲ୍ଲୀ, ୬।୬ : ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ସର୍ବାଧିକ ଜନସଂଖ୍ୟା ବାସ କରନ୍ତି । ଭାରତରେ ବିଶ୍ୱର ମାତ୍ର ୨.୩୦ ପ୍ରତିଶତ ଜମି ଅଛି। କିନ୍ତୁ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି…
ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ପାଇଛି ବୃଦ୍ଧି: ସଦ୍ଗୁରୁ
ନୂଆଦିଲ୍ଲୀ,୬।୬: ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶର କୌଣସି ସ୍ଥାନରେ ବଡ଼ ଧରଣର ଦଙ୍ଗା ହୋଇନାହିଁ ବୋଲି ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍ଗୁରୁ ଜାଗି ଭାସୁଦେବ କହିଛନ୍ତି। ଏକ ଆଲୋଚନାରେ ଆଧ୍ୟାତ୍ମିକ…
ସ୍ତ୍ରୀଙ୍କୁ ଗୁଳି ମାରିଲେ କଂଗ୍ରେସ ନେତା
ଗ୍ବାଲିୟର, ୬।୬: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୨.୩୦ ସମୟରେ ସ୍ତ୍ରୀଙ୍କୁ ହତ୍ୟାକରି ସେ ଘଟଣାସ୍ଥଳରୁ ଫେରାର ଅଛନ୍ତି। କଂଗ୍ରେସ ନେତା ରିଷଭ ଭଦୌରିୟା ତାଙ୍କ ସ୍ତ୍ରୀ ଭାବନା ଏବଂ…
ଭାଜପା ସରକାରଙ୍କୁ ଘେରିଲେ ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ, ୬।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଭାଜପାରୁ ନିଲମ୍ବନ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦୈନିକ ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା କମୁଛି…
ନୂଆଦିଲ୍ଲୀ, ୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ଇଡିର ଚଢାଉ
ନୂଆଦିଲ୍ଲୀ,୬ ।୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ସୋମବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି । ହୱାଲା କନେକସନକୁ ନେଇ ଜୈନଙ୍କୁ ଗିରଫ କରାଯାଇଥିବା ବେଳେ ଏବେ କୋଲକାତାର ଏକ କମ୍ପାନୀ ସହ ହୱାଲା ସଂଯୋଗ କାରବାର…
ବିପର୍ଯ୍ୟୟ ବର୍ଷକରେ ନେଇଛି ୧୭,୦୦ ଲୋକଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ, ଓଡ଼ିଶା ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ, ୬।୬ : ଦେଶରେ ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୭,୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୩୫୦ ଜଣ ମହାରାଷ୍ଟ୍ରର, ୨୨୩ ଜଣ ଓଡିଶାରେ ଏବଂ ୧୯୧ ଜଣ ମଧ୍ୟପ୍ରଦେଶର ରହିଛନ୍ତି। ଅଧିକାଂଶ ମୃତ୍ୟୁ ବଜ୍ରପାତ, ଘୂର୍ଣ୍ଣିବଳୟ,…
ବିଗୁଡୁଥିବା ପାଣିପାଗ ଯୋଗୁ ଗଲାଣି ୧୭୦୦ ଜୀବନ, ବଜ୍ରପାତ, ଘୂର୍ଣ୍ଣିଝଡ଼, ଭୂସ୍ଖଳନ, ବନ୍ୟା ମୁଖ୍ୟ କାରଣ
ନୂଆଦିଲ୍ଲୀ,୬ ।୬: ବିଗୁଡୁଥିବା ପାଣିପାଗ ଯୋଗୁ ୨୦୨୧ରେ ୧୭,୦୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିମଧ୍ୟରୁ ସବୁଠରୁ ଅଧିକ ମହାରାଷ୍ଟ୍ରର ୩୫୦ ଜଣ ଥିବା ବେଳେ ଏହା ପଛକୁ ରହିଛି ଓଡ଼ିଶା । ଓଡ଼ିଶାରେ ୨୨୩ ଓ ମଧ୍ୟପ୍ରଦେଶରେ ୧୯୧…
ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅପପ୍ରଚାର କରୁଛି ପାକିସ୍ତାନ
ଚଣ୍ଡିଗଡ଼,୬ ।୬: ପାକିସ୍ତାନ ତା’ର ଭାରତ ବିରୋଧି ଅପପ୍ରଚାରକୁ ଏବେବି ଜାରି ରଖିଛି । ଏବେ ପାକିସ୍ତାନ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ଅପପ୍ରଚାର ଆରମ୍ଭ କରିବା ସହ ଭାରତର ଛବି ଖରାପ କରିବାକୁ ଲାଗି ପଡିଛି…
ଦୁର୍ନୀତି ଅଭିଯୋଗରେ ‘ଲେଡି ସିଙ୍ଘମ୍’ ଗିରଫ
ଗୁଆହାଟୀ,୬।୬: ଦୁର୍ନୀତି ଅଭିଯୋଗରେ ଆସାମ ପୋଲିସ ଅଫିସର ଜୁନମୋନି ରାଭାଙ୍କୁ ଗିରଫ କରାଯାଇଛି। ଗତ ମାସରେ ଜୁନମୋନି ତାଙ୍କ ଭାବିସ୍ବାମୀଙ୍କୁ ଗିରଫ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ତାଙ୍କୁ ‘ଲେଡି ସଙ୍ଘମ’ ଆଖ୍ୟା ଦିଆଯାଇଥିଲା। ଭାବିସ୍ବାମୀଙ୍କ ସହ ଠକେଇ କାରବାରରେ ମହିଳା…
ପୀଡ଼ିତାଙ୍କ ପରିଚୟ ପ୍ରଘଟ କଲେ ଭାଜପା ବିଧାୟକ
ହାଇଦ୍ରାବାଦ,୬।୬ : ହାଇଦ୍ରାବାଦର ଜୁବିଲି ହିଲ୍ସ ଅଞ୍ଚଳରେ ଘଟିଥିବା ନାବାଳିକା ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ ତଥା ଆଇନଜୀବୀ ରଘୁନନ୍ଦନ ରାଓ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ଫଟୋ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି। ବିଧାୟକ ଭିଡିଓ…
ଉତ୍ତରାଖଣ୍ଡ ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ନୂଆଦିଲ୍ଲୀ,୬ ।୬: ଉତ୍ତରାଖଣ୍ଡର ଉତ୍ତର କାଶୀରେ ରବିବାର ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତଦେହ ଉଦ୍ଧର କରାଯାଇଥିବା ସୂଚନା ମିଳିଛି । ଅନ୍ୟ ୩-୪ ଜଣ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରଯାଇଛି ।…
Archives


