ଜାତୀୟ

ହିଜାବ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ମୁଣ୍ଡ ଘୋଡ଼ାଇଲେ ସାମାଜିକ ବ୍ୟବସ୍ଥାର ଉଲ୍ଳଂଘନ ହେବ କି…

ନୂଆଦିଲ୍ଲୀ, ୨୧।୯ : ହିଜାବ ମାମଲାର ଶୁଣାଣି ବୁଧବାର ମଧ୍ୟ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସଙ୍ଗରେ କର୍ନାଟକ ଏଜି ପି.କେ ନାଭାଡଗି କହିଛନ୍ତି ଯେ ହିଜାବ ପିନ୍ଧିବା ଏକ ଧାର୍ମିକ ପ୍ରଥା। ଏହା କୁରାନରେ କୁହାଯାଇଛି ଯେ ଧର୍ମ ସହିତ…

କ୍ୟୁଆର୍‌ କୋଡରେ ମୁଖ୍ୟମନ୍ତ୍ରୀଙ୍କ ମୁହଁ, ଭାଜପା ବିରୋଧରେ କଂଗ୍ରେସର ପେସିଏମ୍‌ ଅଭିଯାନ…

ବେଙ୍ଗାଲୁରୁ, ୨୧।୯ : କର୍ନାଟକରେ ଭାଜପା ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପେସିଏମ ଅଭିଯାନ ଆରମ୍ଭ କରାଯାଇଛି। ପେମେଣ୍ଟ ଆପ ପେଟିଏମ ପରି ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସଭରାଜ ବେମ୍ମୋଇଙ୍କ ମୁହଁର କୋଡ ରଖାଯାଇଛି। ଏଭଳି ପୋଷ୍ଟର କର୍ନାଟକର…

ଗୁଜରାଟ କଂଗ୍ରେସକୁ ଝଟ୍‌କା, ୩୦୦ ମୁସଲମାନ ନେତା ଭାଜପାରେ ସାମିଲ…

ଅହମଦାବାଦ, ୨୧।୯ : ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଝଟ୍‌କା ଲାଗିଛି। ବୁଧବାର ଭାରୁଚ ଅଞ୍ଚଳ ବିଭିନ୍ନ ଗାଁର କଂଗ୍ରେସ କର୍ମୀଙ୍କ ସମେତ ୩୦୦ରୁ ଅଧିକ ମୁସଲମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭାଜପା ବିଧାୟକ ଅରୁଣ ସିଂ…

ନିରା ରାଡିଆଙ୍କୁ ସିବିଆଇର କ୍ଲିନ୍‌ ଚିଟ୍‌, ସୁପ୍ରିମ୍‌କୋର୍ଟଙ୍କୁ କଲେ ସୂଚିତ…

ନୂଆଦିଲ୍ଲୀ, ୨୧।୯ : ଟ୍ୟାପିଂ ମାମଲାରେ ସିବିଆଇ କର୍ପୋରେଟ ନିରା ରାଡିଆଙ୍କୁ କ୍ଲିନ ଚିଟ ଦେଇଛି। ପୂର୍ବତନ କର୍ପୋରେଟ ନିରାଙ୍କ ବିରୋଧରେ ରାଜନେତା, ଆଇନଜୀବୀ, ସାମ୍ବାଦିକ ଏବଂ ଶିଳ୍ପପତିଙ୍କ ମଧ୍ୟରେ ବାର୍ତ୍ତାଳାପର ଟେପ୍‌ର ବିଷୟବସ୍ତୁ ଯାଞ୍ଚ କରିବାରେ କୌଣସି ଆପତ୍ତିଜନକ ପ୍ରମାଣ…

ସେନାରେ ଶେଷ ହେବ ପରାଧୀନତାର ଚିହ୍ନ, ବଦଳିବ ପୋଷାକ…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡ କ୍ରସ ହଟାଯାଇଛି। ବର୍ତ୍ତମାନ ଆଲୋଚନା ହେଉଛି ଯେ ସେନାରେ ଥିବା ସେହି ସମସ୍ତ ଚିହ୍ନକୁ ଶେଷ କରିବାକୁ…

ଚାଇନା ସାମଗ୍ରୀରେ ହେବନି ଯବାନଙ୍କ ବୁଲେଟ ପ୍ରୁଫ୍‌ ଜ୍ୟାକେଟ…

ନୂଆଦିଲ୍ଲୀ, ୨୧।୯ : ଦେଶର ଯବାନମାନଙ୍କୁ ଶତ୍ରୁ ଗୁଳିରୁ ରକ୍ଷା କରୁଥିବା ବୁଲେଟ ପ୍ରୁଫ ଜ୍ୟାକେଟରେ ଚାଇନାର ସାମଗ୍ରୀକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଉତ୍ପାଦକମାନଙ୍କୁ ନିଶ୍ଚିତ କରିବାକୁ…

ଭଜନ ଗାନ କଲେ ମୁଁ କ‘ଣ ହିନ୍ଦୁ ହୋଇଯିବି କି : ମେହବୁବାଙ୍କ ମନ୍ତବ୍ୟ ଉପରେ ଫାରୁକଙ୍କ ଉତ୍ତର…

ଶ୍ରୀନଗର, ୨୧।୯ : ଜାତୀୟ ତଥା ସାମ୍ପ୍ରଦାୟିକ ଏକତାର ଗୀତ କୁହାଯାଉଥିବା ରଘୁପତି ରାଘବ ରାମ ରାମ ଗୀତକୁ ନେଇ ଜମ୍ମୁ-କଶ୍ମୀର ବିଦ୍ୟାଳୟରେ ବିବାଦ ଜାରି ରହିଛି। ଏହି ଗୀତକୁ ସାମ୍ପ୍ରଦାୟିକ ବୋଲି କହି ମେହବୁବା ମୁଫତି କହିଥିଲେ ଯେ କଶ୍ମୀରରେ…

ରାଜୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମନ୍ଦିର ଉପରେ ଆକ୍ରମଣକୁ ସହ୍ୟ କରାଯିବ ନାହିଁ, କାନାଡ଼ା-ବ୍ରିଟେନ ଉଦ୍ଦେଶ୍ୟରେ କହିଲା ଭାରତ…

ନୂଆଦିଲ୍ଲୀ, ୨୧।୯ : ଶିଖ ମୌଳବାଦ ଘଟଣା ବଢ଼ିବା ସହିତ ମନ୍ଦିର ଉପରେ ଆକ୍ରମଣ ଏବଂ ବ୍ରିଟେନ ଓ କାନାଡାରେ ହିନ୍ଦୁ ପ୍ରତୀକଗୁଡ଼ିକର ଭଙ୍ଗାରୁଜା ଘଟଣାରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତୀକ୍ଷଣ ନଜର ରଖିଛନ୍ତି। ଏହି ପ୍ରସଙ୍ଗରେ ଖୁବ ଶୀଘ୍ର…

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କ…

ଚାଷୀ ଆତ୍ମହତ୍ୟାର ପର୍ଦ୍ଦାଫାଶ୍‌, ଟିଏମ୍‌ସିକୁ ଘେରିଲା ଭାଜପା…

କୋଲକାତା, ୨୧।୯ : କୃଷକଙ୍କ ଆତ୍ମହତ୍ୟାକୁ ନେଇ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଭାଜପା କହିଛି ଯେ ଏହା କେବଳ ଚୋର ସରକାର ନୁହେଁ ବରଂ ଅପରାଧୀଙ୍କ ସରକାର ମଧ୍ୟ। ସରକାରଙ୍କ କହିବାନୁସାରେ, ରାଜ୍ୟରେ କୌଣସି କୃଷକ…

ସୁପ୍ରିମ୍‌ ପଦକ୍ଷେପ: ୨୭ ସେପ୍ଟେମ୍ବରରୁ ସାମ୍ବିଧାନିକ ପୀଠ ଶୁଣାଣିର ଲାଇଭ ଷ୍ଟ୍ରିମିଂ, ୟୁଟ୍ୟୁବରେ ଟେଲିକାଷ୍ଟ…

ନୂଆଦିଲ୍ଲୀ, ୨୧।୯ : ଏକ ନୂତନ ପଦକ୍ଷେପ ଅନ୍ତର୍ଗତ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୭ ରୁ ସାମ୍ବିଧାନିକ ପୀଠ ମାମଲାର ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସାରେ ଭାରତର ପ୍ରଧାନ ବିଚାରପତି (ସିଜେଇ) ୟୁୟୁ ଲଲିତଙ୍କ ଦ୍ୱାରା ଡକାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri