ଗୋଟିଏ ମଞ୍ଚରେ ସିଜେଆଇ ଲଳିତ-ଶିନ୍ଦେ, ବିରୋଧୀ ଦଳଙ୍କ ଅଭିଯୋଗ ଗଣତନ୍ତ୍ର ସଙ୍କଟରେ…
ମୁମ୍ବାଇ, ୧୧।୯ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(ସିଜେଆଇ) ୟୁୟୁ ଲଲିତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକାଠି ଗୋଟିଏ ମଞ୍ଚରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିରୋଧୀ ଦଳଙ୍କ ପକ୍ଷରୁ ନିନ୍ଦା କରାଯାଇଛି। ଏହାକୁ ନେଇ ମହା ବିକାଶ ଆଘାଡିଙ୍କ ସହଯୋଗୀମାନେ…
ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ଧୋନୀଙ୍କ ଫଟୋ, ତଦନ୍ତ ନିର୍ଦ୍ଦେଶ…
ପାଟନା, ୧୧।୯ : ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କ ଫଟୋ ଦେଖିବାକୁ ମିଳିଛି। ଏହି ପ୍ରାର୍ଥୀମାନେ ମଧୁବାନୀ,…
ଦିଲ୍ଲୀ ସମ୍ମୁଖରେ ମୁଣ୍ଡ ନୁଆଁଇବୁନି, ପାଓ୍ବାରଙ୍କ ଆହ୍ବାନ…
ନୂଆଦିଲ୍ଲୀ, ୧୧।୯ : ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଲୋକଙ୍କୁ କେନ୍ଦ୍ର ସରକାର ବିରୋଧରେ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି। ତାଙ୍କ ଦଳର ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ…
ଭାରତ-ଚାଇନା ସମ୍ପର୍କରେ ଆସିବ ସୁଧାର, ମୋଦି ସେପ୍ଟେମ୍ବର ୧୪ରେ ଯିବେ ସମରକନ୍ଦ…
ନୂଆଦିଲ୍ଲୀ, ୧୧।୯ : ସେପ୍ଟେମ୍ବର ୧୫-୧୬ ରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ। ଏହା ଦ୍ୱାରା ଭାରତ-ଚାଇନା ସମ୍ପର୍କରେ ସୁଧାର ଆସିବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।…
କେଜରିଓ୍ବାଲଙ୍କୁ ପୁଣି ଝଟ୍କା, ବସ କିଣାର ସିବିଆଇ ତଦନ୍ତ ଲାଗି ଉପରାଜ୍ୟପାଳଙ୍କ ଅନୁମତି…
ନୂଆଦିଲ୍ଲୀ, ୧୧।୯ : ଦିଲ୍ଲୀ ପରିବହନ ନିଗମ ଦ୍ୱାରା ୧୦୦୦ ଲୋ-ଫ୍ଲୋର ବସ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଅନୁମୋଦନ କରିଛନ୍ତି। ଏକ ସରକାରୀ…
ସ୍ବାସ୍ଥ୍ୟ ମନ୍ତ୍ରଣାଳୟଠାରୁ ଶିକ୍ଷାଲାଭ କରନ୍ତୁ ଅନ୍ୟ ମନ୍ତ୍ରଣାଳୟ, ଆପଣାନ୍ତୁ ରିୟଲ ଟାଇମ୍ ମନିଟରିଂ ଡ୍ୟାଶବୋର୍ଡ: ସ୍ବାସ୍ଥ୍ୟମନ୍ତ୍ରୀ…
ନୂଆଦିଲ୍ଲୀ, ୧୧।୯ : ସରକାରୀ ଯୋଜନା ଏବଂ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ବର୍ତ୍ତମାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଲାଇନରେ ଡ୍ୟାଶବୋର୍ଡ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। ଏହି ରିୟଲ ଟାଇମ ମନିଟରିଂ ଡ୍ୟାଶବୋର୍ଡ ପ୍ରଥମେ ସ୍ବାସ୍ଥ୍ୟ…
୫ରୁ ୧୮ ବୟସ୍କ ପିଲାଙ୍କ ପାଇଁ ଶୀଘ୍ର ଆସିବ ନାଜାଲ ଭାକ୍ସିନ, ଭାରତ ବାୟୋଟେକ ଲୋଡିଲା ଅନୁମତି…
ନୂଆଦିଲ୍ଲୀ, ୧୧।୯ : ପାଞ୍ଚରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାଜାଲ କରୋନା ଭାକ୍ସିନ ମଧ୍ୟ ଉପଲବ୍ଧ ହେବ। ଏନେଇ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭାରତ ବାୟୋଟେକ ଭାରତୀୟ ଡ୍ରଗ ନିୟନ୍ତ୍ରକଙ୍କଠାରୁ ଅନୁମତି ଲୋଡିଛି। ଉଲ୍ଲେଖନୀୟ କଥା ହେଉଛି,…
ବନ୍ୟା ଯୋଗୁ ବଢ଼ିଲା ରାଜନୈତିକ ଦଳର ଚିନ୍ତା, ନିର୍ବାଚନ ପାଇଁ ଅସୁବିଧା…
ବେଙ୍ଗାଲୁରୁ, ୧୧।୯ : ଲଗାତାର ବର୍ଷା ଯୋଗୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସଙ୍କଟ ସୃଷ୍ଟି ହୋଇଛି। ବନ୍ୟାକୁ ନେଇ ଲୋକେ ହନ୍ତସ୍ତ ହେଉଥିବାବେଳେ ରାଜନୈତିକ ଦଳମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରାୟ ସାତ ମାସ ବାକି ଅଛି…
ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ, ଶିଶିର-ତନିଷ୍କା ଟପ୍ପର…
ନୂଆଦିଲ୍ଲୀ, ୧୧।୯ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବମ୍ବେ ପକ୍ଷରୁ ଜେଇଇ ଆଡଭାନ୍ସ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଆଇଆଇଟି ଜେଇଇ ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ତାଲିକାରେ ଶୀର୍ଷରେ…
ରାହୁଲ ଗୌତମ ବୁଦ୍ଧ ନା ଅଙ୍ଗୁରିମାଳ, ଭାଜପାର ପ୍ରଶ୍ନ…
ନୂଆଦିଲ୍ଲୀ, ୧୧।୯ : ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଏକ ଭିଡିଓ ଆସିବା ପରେ ଭାଜପା କଂଗ୍ରେସକୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ନେତା ପୱନ ଖେରାଙ୍କ ବିବୃତ୍ତି ଉପରେ ଏକ…
ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…
ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦିଲ୍ଲୀ ଗସ୍ତନେଇ ପ୍ରଶାନ୍ତ କିଶୋର ପ୍ରଶ୍ନ ଉଠାଇ…
କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…
ଥିରୁଭାନନ୍ତପୁରମ୍, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା ସହିତ ଯାତ୍ରାର ୧୯ ଦିନିଆ କେରଳ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏହି…
Archives


