ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…
ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିଲା। ଶନିବାର ଏହି…
କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିଲେ ମୋଦିଙ୍କ ମା’
ଅହମ୍ମଦାବାଦ,୧୩ା୮: ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍। ଶନିବାର ଗୁଜରାଟର ଅହମ୍ମଦାବାଦର ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନ ନିକଟରେ କିଛି ସ୍କୁଲ ପିଲାଙ୍କୁ ଜାତୀୟ ପତାକା ବାଣ୍ଟିଛନ୍ତି। ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ…
ଆଶାରାମଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ, ୧୩।୮ : ଆଶାରାମ ବାପୁଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଆଶାରାମଙ୍କ ପକ୍ଷରୁ ତାଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ତାଙ୍କ ସ୍ବସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି ବୋଲି ଦର୍ଶାଇ ଆଶାରାମ ଜାମିନ…
୭ ହଜାର ଛାତ୍ରୀଛାତ୍ର କଲେ ମାନବ ତ୍ରିରଙ୍ଗା…
ଚଣ୍ଡିଗଡ଼, ୧୩।୮ : ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏନେଇ ଚଣ୍ଡିଗଡ଼ରେ ୭ ହଜାର ଛାତ୍ରୀଛାତ୍ର ଏବ ବିଶାଳ ମାନବ ତ୍ରିରଙ୍ଗା କରି ବିଶ୍ୱ ରେକର୍ଡ କରିଛନ୍ତି। ଏହା ସହିତ ସ୍ଥାନୀୟ କ୍ରିକେଟ ଷ୍ଟାଡ଼ିୟମରେ ମାନବ ଶୃଙ୍ଖଳ ସହିତ…
ମହାସଚିବ-ରାଜ୍ୟ ପ୍ରମୁଖଙ୍କ ବୈଠକ ଡାକିଲା କଂଗ୍ରେସ, ଦରଦାମ୍ ବୃଦ୍ଧି-ବେରୋଜଗାରି ବିରୋଧରେ ନୂଆ ରଣନୀତି ହେବ ପ୍ରସ୍ତୁତି…
ନୂଆଦିଲ୍ଲୀ, ୧୩।୮ : ଦେଶରେ ଦରଦାମ୍ ବୃଦ୍ଧି-ବେରାଜଗାରି ବିରୋଧରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ବଡ଼ ଧରଣର ରାଲି କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଦେଶବ୍ୟାପି ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ଗ୍ରହଣ କରିଛି।…
ଅମିତ ଶାହା ସ୍ତ୍ରୀଙ୍କ ସହ ଉତ୍ତୋଳନ କଲେ ତ୍ରିରଙ୍ଗା…
ନୂଆଦିଲ୍ଲୀ, ୧୩।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅନ୍ତର୍ଗତ ଦେଶବ୍ୟାପୀ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ତ୍ରୀ ସୋନାଲ ଶାହାଙ୍କ ସହ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ତ୍ରିରଙ୍ଗା…
ଭାରତ-ପାକିସ୍ତାନ କରିବେ ମିଳିତ ସମରାଭ୍ୟାସ…
ନୂଆଦିଲ୍ଲୀ, ୧୩।୮ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ ମନ୍ତ୍ରଣାଳୟର ଖବର ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପାକିସ୍ତାନର ଏକ ଅଗ୍ରଣୀ…
ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ ଇନପୁଟ୍ ଆଧାରରେ ରାଜଧାନୀରେ ହାଇ ଆଲର୍ଟ…
ନୂଆଦିଲ୍ଲୀ, ୧୩।୮ : ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ତେବେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ଲାଗି ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଗୁପ୍ତଚର ବିଭାଗ ପକ୍ଷରୁ ଇନପୁଟ ମିଳିଛି। ଅଗଷ୍ଟ…
୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀ ଆକ୍ରମଣ, ସିଆର୍ପିଏଫ ଦଳ ଉପରେ ଗୁଳିମାଡ଼…
ଶ୍ରୀନଗର, ୧୩।୮ : ଜମ୍ମୁ-କଶ୍ମୀରରେ ଗତ ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ଘଟିଛି। ଉତ୍ତର କଶ୍ମୀରର ବନ୍ଦିପୋରା ଜିଲାରେ ଆତଙ୍କବାଦୀଙ୍କ ଦ୍ୱାରା ବାହାର ରାଜ୍ୟର ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପୁଣି ଥରେ ପୋଲିସ ଉପରକୁ…
ଦୋସା ନା ବିରିୟାନି କିଏ ଅଧିକ ଲୋକପ୍ରିୟ, ଉତ୍ତର ଦେଲେ ଭାରତୀୟ-ପାକିସ୍ତାନୀ ଛାତ୍ରୀଛାତ୍ର…
ନୂଆଦିଲ୍ଲୀ, ୧୩।୮ : ଉଭୟ ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଉଭୟ ଦେଶ ସେମାନଙ୍କର ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ଭାରତରେ ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି…
ବିପକ୍ଷଙ୍କ ମୋଦି ଫୋବିୟା, ପିଏମ୍ ପଦ ପାଇଁ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ, ନକଭିଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୩।୮ : ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବା ସହିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ବୋଲି କହୁଥିବା ବେଳେ କେହି କେହି ବିହାରର ମୁଖ୍ୟମନ୍ତ୍ରୀ…
ପୁଣି ସଙ୍କଟ ଘନେଇଲା…
ନୂଆଦିଲ୍ଲୀ, ୧୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
Archives


