ଜାତୀୟ

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିବା ଜଣାପଡିଛି। ଏପରି କି ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ…

ଦୀପାବଳି ପରେ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୪।୧୦: ଦୀପାବଳି ଅର୍ଥାତ୍‌ ଆସନ୍ତା ୨୪ ତାରିଖ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ। ଶୁକ୍ରବାର ଗୁଜୁରାଟ, ହିମାଚଳ ପ୍ରଦେଶର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ନିର୍ବାଚନ କମିଶନ କେବଳ ହିମାଚଳ…

ନିର୍ବାଚନ ତାରିଖ ଘୋଷଣା କଲେ ଇସି: ୧୨ରେ ମତଦାନ ୮ରେ ଫଳାଫଳ

ନୂଆଦିଲ୍ଲୀ,୧୪।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ମତଦାନ…

ଏକୁଟିଆ ଯାଇପାରିବେ ମହିଳା ହଜ୍‌ ଯାତ୍ରୀ, ଯୋଗାଇ ଦିଆଯିବ ସମ୍ପୂର୍ଣ୍ଣ ସୁରକ୍ଷା

ମକ୍କା,୧୪।୧୦: ହଜ୍‌ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି ବିନା ପୁରୁଷ ଅଭିଭାବକରେ ହଜ୍‌ ଯାତ୍ରା କରିପାରିବେ ବୋଲି ହଜ୍‌ ମନ୍ତ୍ରୀ ତାଓ୍ବଫିକ୍‌ ବିନ୍‌…

ଦେଶରେ ୨,୬୭୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୭୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍‌-ପ୍ଲସ୍‌ ସୁରକ୍ଷା

ଗୁଆହାଟୀ,୧୪।୧୦: କେନ୍ଦ୍ର ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ଶୁକ୍ରବାର ତାଙ୍କୁ ଜେଡ୍‌-ପ୍ଲସ୍‌ ସୁରକ୍ଷା ଦିଆଯାଇଛି। ପୂର୍ବରୁ ତାଙ୍କ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସରମାଙ୍କ…

୨ ସ୍ତ୍ରୀଙ୍କ ସହ କରଓ୍ବାଚୌଥ ପାଳନ କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୪।୧୦: ସମଗ୍ର ଦେଶରେ ଗୁରୁବାର କରଓ୍ବାଚୌଥ ପର୍ବ ଧୂମଧାମରେ ପାଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ କରଓ୍ବାଚୌଥ ପାଳନ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଏହି କ୍ରମରେ ରାଜସ୍ଥାନର…

୪୦ଦିନ ପାରୋଲରେ ଯିବେ ରାମ ରହିମ: ଜେଲରୁ କରାଯିବ ଏୟାରଲିଫ୍ଟ

ଚଣ୍ଡିଗଡ଼,୧୪।୧୦: ହରିଆଣା ରୋହତକର ସୁନାରିଆ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚାସୌଦାର ଗୁରୁ ଗୁରମୀତ ରାମ ରହିମଙ୍କୁ ପୁଣି ଥରେ ପାରୋଲ ପାଇଁ ଅନୁମତି ମିଳିଛି। ତେବେ ପାରୋଲ ଅବଧି କେଉଁଠାରେ ବିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯେକୌଣସି ସମୟରେ…

କେଜ୍‌ରିଓ୍ବାଲଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୪।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଗୁଜରାଟର ‘ଏଏପି’ ଅଧ୍ୟକ୍ଷ ଗୋପାଳ ଇଟାଲୀୟା ଫସିଯାଇଛନ୍ତି। ଏହା ବିରୋଧରେ ଭାଜପା ଏକ ମୋର୍ଚ୍ଚା ଖୋଲିଛି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଅରବିନ୍ଦ କେଜ୍‌ରିିୱାଲ…

ଆଜି ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବାଜିପାରେ ବିଗୁଲ

ନୂଆଦିଲ୍ଲୀ,୧୪।୧୦: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିପାରେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଛି। ଏଥିରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି।…

ଭାରତ ପଶିଆସିଥିବା ପାକିସ୍ତାନ ଡ୍ରୋନ୍‌ ଖସାଇଲେ ବିଏସଏଫ ଯବାନ

ଅମୃତସର,୧୪।୧୦: ପଞ୍ଜାବର ଅମୃତସର ନିକଟ ଅଜନାଲା ଠାରେ ବିଏସଏଫ ଯବାନମାନେ ପାକିସ୍ତାନୀ ଡ୍ରୋନ ଧରିଛନ୍ତି। ଭାରତ-ପାକିସ୍ତାନ ସୀମା ଅଜନାଲାରେ ଅବସ୍ଥିତ। ମିଳିଥିବା ସୂଚନା ଅନୁଯାୟୀ, ବିଏସଏଫ ଯବାନମାନେ ରାମଦାସର ବିଓପି ଶାହାପୁରରେ ବିଳମ୍ବିତ ରାତିରେ ଭାରତରେ ପ୍ରବେଶ କରୁଥିବା ଡ୍ରୋନର ଶବ୍ଦ…

ବନ୍ୟା ପୀଡ଼ିତଙ୍କୁ ଆଇଏଏସଙ୍କ ଉତ୍ତର, ‘ଜମାଟୋ ସର୍ଭିସ ଚଲାଉ ନାହାନ୍ତି ସରକାର…’

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଘାଘରା ନଦୀର ଜଳସ୍ତର ବଢି ଯାଇଥିବାରୁ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିପତ୍ତି ମଧ୍ୟରେ ଜିଲାପାଳ ସାମୁଏଲ ପଲ ଏନଙ୍କର ଏକ ଭିଡିଓ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?