ପାଇଲଟଙ୍କ କ୍ରାସ୍ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…
ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ ଶିବିରର ବିଧାୟକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଛନ୍ତି। କିନ୍ତୁ ଗେହଲୋଟଙ୍କ ସମର୍ଥକ ବିଧାୟକମାନେ…
କଂଗ୍ରେସରେ ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, ତିନି ବର୍ଷ ପୂର୍ବରୁ ସ୍ପଷ୍ଟ କରିଥିଲେ ରାହୁଲ
ନୂଆଦିଲ୍ଲୀ,୨୪ ।୯: କଂଗ୍ରେସକୁ ଆଉ ଅଳ୍ପଦିନ ମଧ୍ୟରେ ନୂଆ ଅଧ୍ୟକ୍ଷ ମିଳିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାରରୁ ନୁହେଁ ବରଂ ବାହାରର କେହି ଜଣେ ନେତା କଂଗ୍ରେସର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ।…
୪୫ ହଜାର ତଳେ ସକ୍ରିୟ ମାମଲାରେ, ଦୈନିକ ସଂକ୍ରମଣ ୫ ହଜାରରୁ କମ…
ନୂଆଦିଲ୍ଲୀ, ୨୪ ।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୫ ହଜାର ତଳେ ରହିଛି।…
ଅଙ୍କିତା ହତ୍ୟା ମାମଲା: ଅଭିଯୁକ୍ତଙ୍କ ବାପା-ଭାଇଙ୍କୁ ଦଳରୁ ବହିଷ୍କୃତ କଲା ଭାଜପା
ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ଭାଜପା ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ଭାଜପା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ଯ୍ୟ…
ପିଏଫ୍ଆଇ ଟାର୍ଗେଟରେ ଥିଲା ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: ସାମ୍ନାକୁ ଆସିଲା ଏନ୍ଆଇଏର ଚାଞ୍ଚଲ୍ୟକର ତଥ୍ୟ
ନୂଆଦିଲ୍ଲୀ,୨୪।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) ପପୁଲାର୍ ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫ୍ଆଇ) ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। ଅଧିକାରୀମାନେ ଦାବି କରିଛନ୍ତି ଯେ, ଚଳିତ ବର୍ଷ ଜୁଲାଇରେ ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିବା ପାଇଁ…
ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ,୨୪।୯: ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ମାମଲାରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ସିବିଆଇର ଏହି କାର୍ଯ୍ୟକୁ ‘ଅପରେସନ ମେଘଦୂତ’ ବୋଲି କୁହାଯାଉଛି। ସିବିଆଇ…
ଅଙ୍କିତା ହତ୍ୟା ମାମଲାର ଯାଞ୍ଚ କରିବ ଏସ୍ଆଇଟି: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ…
ଶୌଚାଳୟ ସଫା କଲେ ଭାଜପା ଏମ୍ପି, ଭାଇରାଲ ହେଉଛି ଭିଡିଓ
ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍ପି ନିଜେ ଏକ ଭିଡିଓ ଟୁଇଟ୍ରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି, ଯୁବ ମୋର୍ଚ୍ଚାର ସେବା…
ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଧର୍ମ ଜାଣିଲେ ସ୍ବାମୀ
ଲକ୍ଷ୍ନୌ, ୨୩।୯: ଉତ୍ତର ପ୍ରଦେଶ ଅଯୋଧ୍ୟା ଶହନଓ୍ବାଜପୁର ଜଗବୀର କୋରି ସ୍ତ୍ରୀ ପୂଜା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବାହାଘରର ୧୨ ବର୍ଷ ପରେ ଜାଣିବାକୁ ପାଇଛନ୍ତି। ସ୍ତ୍ରୀଙ୍କ ପ୍ରକୃତ ନାମ ହସିନା ବନୋ। ସ୍ତ୍ରୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଧର୍ମ…
ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ
ନୂଆଦିଲ୍ଲୀ,୨୪।୯: ଦୁର୍ନୀତି ମାମଲାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍. ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୟେଦୁରପ୍ପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଡି.ଓ୍ବାଇ.…
ଆଣ୍ଡାମାନରେ ଭୂକମ୍ପ
ପୋର୍ଟବ୍ଲେୟାର,୨୪।୯: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ରାତି ୨ଟା ୩୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍ର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଅଯାଇଛି। ଏହି ଭୂକମ୍ପ…
ହ୍ୱାଟସଆପ କଲ କଲେ ଦେବାକୁ ପଡିବ ଅର୍ଥ
ନୂଆଦିଲ୍ଲୀ,୨୪ ।୯: ଯେଉଁମାନେ ଅଧିକ ହ୍ୱାଟସଆପ କଲ କରୁଛନ୍ତି ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏବେ ସେମାନଙ୍କୁ ଏହି କଲ ପାଇଁ ପଇସା ପଇଠ କରିବାକୁ ପଡିବ । ଖୁବଶୀଘ୍ର ଦେଶରେ ଏହି ସିଷ୍ଟମ ଲାଗୁ ହେବାକୁ ଯାଉଛି…
Archives


