ଜାତୀୟ

ଗୁଗଲ ଉପରେ ୧,୩୩୭.୭୬ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୧ ।୧୦: ବିଶ୍ୱର ସବୁଠାରୁ ବଡ ଇଣ୍ଟରନେଟ ସର୍ଚ୍ଚ ସେବା ଦେଉଥିବା ଆମେରିକା କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ବା କମ୍ପିଟିଶନ କମିଶନ ଅଫ୍ ଇଣ୍ଡିଆ-ସିସିଆଇ ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲଗାଇଛି । ମିଳିଥିବା ସୂଚନା ଅନୁଯାୟୀ,…

ତାପମାତ୍ରା ବୃଦ୍ଧି: ଭାରତର କ୍ଷତି ୧୫୯ ବିଲିୟନ ଡଲାର

ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ ଉତ୍ତାପର ପ୍ରଭାବ ମୁଖ୍ୟତଃ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ ସେକ୍ଟରରେ ପଡ଼ିଥିଲା। ଏହା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶିବରାଜ ପାଟିଲ ଗୀତାକୁ ନେଇ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଶିବରାଜ ପାଟିଲ ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୦ରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ…

ଅକ୍ଟୋବର ୨୬ରେ ଅଧ୍ୟକ୍ଷ ପଦ ସମ୍ଭାଳିବେ ଖର୍ଗେ

ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ସବୁଠାରୁ ପୁରୁଣା ଦଳକୁ ମଜଭୁତ କରିବାକୁ ପଡିବ । ଏଥିପାଇଁ ଖର୍ଗେଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ । ଦୀର୍ଘ ୨୪…

ର଼୍ୟାନ୍‌ ସ୍କୁଲ୍‌ ଛାତ୍ର ହତ୍ୟା ମାମଲା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ,୨୦।୧୦: ଗୁରୁଗ୍ରାମର ର଼୍ୟାନ୍‌ ଇଣ୍ଟରନ୍ୟାଶନାଲସ୍କୁଲ୍‌ର ଜଣେ ୭ ବର୍ଷର ଛାତ୍ରଙ୍କୁ ୨୦୧୭ରେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ସେତିକିବେଳେ ୧୬ ବର୍ଷ ହୋଇଥିଲା। ଜଣେ ସାବାଳକ ଅଭିଯୁକ୍ତ ଭାବେ ତାଙ୍କ ନାମରେ ମାମଲା ଚାଲିବ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସେହି…

ଉତ୍ତରପ୍ରଦେଶରେ ପୁଣି ଲଜ୍ଜା

ସୁଲତାନପୁର,୨୦।୧୦: ଉତ୍ତରପ୍ରଦେଶର ସୁଲତାନପୁରରେ ଜଣେ ୧୬ ବର୍ଷୀୟାଙ୍କୁ ତାଙ୍କ ଗ୍ରାମର ୨ ଜଣ ଯୁବକ ଗଣବଳାତ୍କାର କରିଥିବା ପୋଲିସ କହିଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଦାଏର ଏତଲା ଅନୁଯାୟୀ ଗତ ୧୭ ତାରିଖରେ ଧମାଉର ଥାନା ଅଞ୍ଚଳରେ ଏହି ଆପରାଧିକ…

କପି ହେଲା କାଳ: ୫ମ ଶ୍ରେଣୀ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ପାଟନା,୨୦।୧୦: ବିହାର ଭୋଜପୁରର ଏକ ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ବେଳେ ଜଣେ ୧୨ ବର୍ଷୀୟ ପଞ୍ଚମ ଶ୍ରେଣୀର ଛାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଭଉଣୀଙ୍କ ପାଖକୁ ଏକ କପି ପକାଇଥିଲେ। ଉକ୍ତ କପି ଅନ୍ୟ ଜଣେ ଛାତ୍ରୀଙ୍କ ଉପରେ ପଡ଼ିଥିଲା।…

ବାଣ ବିସ୍ଫୋରଣରେ ଭୁଶୁଡ଼ିଲା ଦୁଇ ମହଲା କୋଠା: ଚାଲିଗଲା ୪ ଜୀବନ

ମୋରେନା,୨୦।୧୦: ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶ ମୋରେନା ଜିଲା ଅଧୀନ ବାନ୍‌ମୋର ସହରରେ ଗୁରୁବାର ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ଏକ ୨ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଘରେ ଥିବା ପରିବାରର ୩ ସଦସ୍ୟଙ୍କ ସମେତ ୪…

ଉଦ୍ଧବ ଗୋଷ୍ଠୀକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ମୁମ୍ବାଇ,୨୦।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦେଶମୁଖ ଠାଣେର ଅନ୍ୟତମ ନେତା ସଞ୍ଜୟ ଘାଦିଗୋଙ୍କର ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ)କୁ ଫେରିଛନ୍ତି। ବିଦର୍ଭ ଅଞ୍ଚଳରେ ଉଦ୍ଧବ ଗୋଷ୍ଠୀର ଶକ୍ତି ବୃଦ୍ଧିରେ ଏହା ସହାୟକ ହେବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା ଗୁରୁବାର…

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଟିମ୍‌ ଦଳର ନିର୍ବାଚନ…

ହିମାଚଳ ପ୍ରଦେଶ ନିର୍ବାଚନ: ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ଜାରି କଲା ଏଏପି

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ଆଉ ୧୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାକୁ ମିଶାଇ ଏଏପି ସମସ୍ତ ୬୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଳମ୍ବିତ…

ଆରଏସ୍‌ଏସ୍‌ ମୁଖ୍ୟଙ୍କୁ ଭେଟିଲେ ଯୋଗୀ ଆଦିିତ୍ୟନାଥ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜର ଗୌହନିଆରେ ଅବସ୍ଥିତ ଜୟପୁରିଆ ସ୍କୁଲର ବତ୍ସଲ୍ୟ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା। ଏହି ସମୟରେ ଯୋଗୀ ଆଦିତ୍ୟନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?