ଜାତୀୟ

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍‌ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।…

ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୨୦।୧୦: ଗୁଜରାଟରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂକମ୍ପ ସ୍ଥଳ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୫ ରହିଛି। ଏହାପୂର୍ବରୁ ବୁଧବାର ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ…

ଜାତିସଂଘର ମହାସଚିବଙ୍କୁ ଭେଟିଲେ ମୋଦି

ଅହମ୍ମଦାବାଦ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଗୁଜରାଟ ଆସିଛନ୍ତି। ଗୁରୁବାର ଗୁଜରାଟର କେଭାଡିଆରେ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ମୋଦି କେଭାଡିଆର…

ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…

ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ପରିବାରଙ୍କ ନିକଟରେ…

ଥମୁଛି ସଂକ୍ରମଣ, ସବ୍‌ ଭାରିଆଣ୍ଟ ନେଇ ଆତଙ୍କ,ପୁଣି ଫେରିଲା ମାସ୍କ…

ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୬ ହଜାର ତଳେ ରହିଛି। ଗତ ୨୪…

ମୁମ୍ବାଇରେ ବୋମା ଆତଙ୍କ, ଫୋନ୍‌ରେ ଧମକ…

ମୁମ୍ବାଇ,୨୦।୧୦: ମୁମ୍ବାଇ ପୋଲିସକୁ ବୁଧବାର ଜଣେ ଅଜ୍ଞାତ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିଲେ। ସେ ପୋଲିସ ହେଲ୍ପଲାଇନ ନମ୍ବର ୧୧୨ କୁ ଫୋନ କରି କହିଥିଲେ ଯେ ମୁମ୍ବାଇ ମହାନଗରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୋମା…

‘ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର’

ନୂଆଦିଲ୍ଲୀ,୨୦।୧୦: ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଶର ବ୍ୟାଙ୍କ ସେବାକୁ ଠିକ୍‌ ଭାବେ ପହଞ୍ଚତ୍ାଇବା ସରକାର ଓ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ଦାୟିତ୍ୱ ବୋଲି କୁହାଯାଇଛି। ହେଲେ ଦୀର୍ଘ ବର୍ଷ ହେବ ଭାରତର ଶେଷ ଭାଗରେ ରହୁଥିବା ଲୋକ ନିକଟରେ…

ଖାର୍ଗେଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୦ା୧୦: କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖାର୍ଗେ ୨୦୧୯କୁ ବାଦ୍‌ ଦେଲେ କୌଣସି ନିର୍ବାଚନରେ ପରାଜିତ ହୋଇନାହାନ୍ତି। ଲଗାତର ଭାବେ ବିଜୟ ହାସଲ କରିଆସୁଥିବାରୁ କନ୍ନଡରେ ତାଙ୍କୁ ‘ସୋଲିଲ୍ଲାଦା ସରଦାର (ଅପରାଜିତ ନେତା) ଆଖ୍ୟା ଦିଆଯାଇଛି। ଖାର୍ଗେ ଅକ୍ଟୋବର ୨୬ରେ ଅଧ୍ୟକ୍ଷ…

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ ଦେଶ ଦର୍ଶାଯିବା ସହ କଶ୍ମୀରବାସୀଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ ପଚରାଯାଇଛି। କିଶନଗଞ୍ଜ…

ଗାନ୍ଧୀଙ୍କ ମାର୍ଗ ଅନୁସରଣ କରୁ ଭାରତ

ମୁମ୍ବାଇ, ୨୦ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍‌ କହିଛନ୍ତି, ମାନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ଦ୍ୱାରା…

ମହିଳାଙ୍କୁ ୨ ଦିନ ଗଣବଳାତ୍କାର

ନୂଆଦିଲ୍ଲୀ, ୨୦ା୧୦: ଦିଲ୍ଲୀର ଜଣେ ୩୮ ବର୍ଷୀୟା ମହିଳାଙ୍କୁ ୫ ଜଣ ଅପହରଣ ପରେ ଉତ୍ତରପ୍ରଦେଶର ଗାଜିଆବାଦରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ୨ ଦିନ ଧରି ମହିଳାଙ୍କୁ ବଳାତ୍କାର ସହ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ୍‌ ପୂରାଇଦେଇଥିଲେ। ଗୋଡ଼ହାତ ବନ୍ଧା…

ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୯।୧୦: ୟୁକ୍ରେନରେ ଥିବା ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ଭାରତ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସୁରକ୍ଷା ଅବସ୍ଥା ଖରାପ ହେବା ଏବଂ ୟୁକ୍ରେନରେ ସମ୍ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?