Advertisement
Posted inଜାତୀୟ

ହିମାଚଳ ପ୍ରଦେଶ ନିର୍ବାଚନ: ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ଜାରି କଲା ଏଏପି

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ଆଉ ୧୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାକୁ ମିଶାଇ ଏଏପି ସମସ୍ତ ୬୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଳମ୍ବିତ ରାତିରେ ଏଏପି ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଗୁରୁବାର ଏଏପିର ପ୍ରଦେଶ ଅଧ୍ୟକ୍ଷ ସୁରଜିତ ସିଂ ଠାକୁର ଏବଂ ଦଳର ପ୍ରଭାରୀ ହରଜତ ସିଂ ବେନ୍ସ ଏହି ତାଲିକା ପ୍ରକାଶ କରିଛନ୍ତି। ଦଳ ୪ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଏତଦ୍‌ ବ୍ୟତୀତ ସାଧାରଣ ଲୋକଙ୍କୁ ମଧ୍ୟ ଏଏପି ଟିକେଟ ଦେଇଥିବା ଜଣାପଡ଼ିଛି। କିଏ ଦୋକାନ ଦେଇଛି ତ କିଏ ଛୋଟ ବ୍ୟବସାୟ କରିଛି। ପୂର୍ବରୁ ପ୍ରକାଶିତ ହୋଇଥିବା ପ୍ରଥମ ତାଲିକାରେ ଦଳ ରାଜନୀତିରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ପ୍ରାର୍ଥୀ କରିଥିଲା। ଭାଜପା ସରକାରରେ ମନ୍ତ୍ରୀ ତଥା ଏମ୍‌ପି ଥିବା ଡକ୍ଟର ରାଜନ ସୁଶାନ୍ତ ଚଳିତ ଥର ଫତେହପୁରରୁ ଏଏପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଡକ୍ଟର ସୁଶାନ୍ତ ଭାଜପାରୁ ୪ଥର ବିଧାୟକ ରହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡରେ ଭାଜପା ଆଗୁଆ..

ଲକ୍ଷ୍ନୌ/ଡେରାଡୁନ୍‌,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହିଛି।...

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କୁ ଗିରଫ କଲା ଇଡି

ରାୟପୁର,୨।୧୨: ମନି ଲଣ୍ଡରିଂ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କ ଉପ ସଚିବ ସୋମ୍ୟା ଚୌରାସିଆଙ୍କୁ ଶୁକ୍ରବାର ରାୟପୁରରୁ ଗିରଫ କରିଛି। ବର୍ତ୍ତମାନ...

ସବୁ ଅଣଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଅଣଗେଜେଟେଡ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ବ୍ୟବସ୍ଥା...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ପୋଲିସ ନ ଶୁଣିବାରୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୀଡ଼ିତା

ଲକ୍ଷ୍ନୌ,୨୪।୧୦: ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁମତି...

ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ...

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର...

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା...

Advertisement
Archives

Model This Week