ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…
ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୩ ହଜାର ତଳେ ରହିଛି। ଗତ ୨୪…
ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ…
ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ
ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍ଆଇ ଉପରେ ଏନ୍ଆଇଏର ଏହା ଦ୍ୱିତୀୟ…
ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ
ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ…
ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ଲ୍ୟୁଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିରୋଧରେ ଥିବା ସମସ୍ତ ବିବାଦୀୟ ସୋସିଆଲ ମିଡିଆରୁ ପୋଷ୍ଟ ହଟାଇବାକୁ ହାଇକୋର୍ଟ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲଜି ଦାଖଲ କରିଥିବା ମାନହାନି…
ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ୍ ଭାଟ୍ଟି ଗିରଫ
ମୁମ୍ବାଇ,୨୭।୯: ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏଇସି (ଆଣ୍ଟି ଏକ୍ସଟୋରସନ ସେଲ) ଅଣ୍ଡରୱାଲର୍ଡ ଡନ୍ ଦାଉଦ ଇବ୍ରାହିମ ସହଯୋଗୀ ତଥା ଗ୍ୟାଙ୍ଗର ସଦସ୍ୟ ରିୟାଜ ଭାଟ୍ଟିଙ୍କୁ ଗିରଫ କରିଛି। ରିୟାଜ ଭାଟ୍ଟି ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ ଫ୍ରୁଟ ଅନ୍ଧେରୀର ଜଣେ…
ଭୂସ୍ଖଳନରେ ଚାଲିଗଲା ୭ ଜୀବନ
ଶିମଲା,୨୭।୯: ପ୍ରବଳ ବର୍ଷା ଯୋଗୁ ହିମାଚଳପ୍ରଦେଶର ସିର୍ମାଉର ଜିଲାରେ ସୋମବାର ଭୂସ୍ଖଳନ ହୋଇଛି। ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୩ରୁ ୪ ଦିନ ହେବ ସିର୍ମାଉର ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ଲାଗିଛି। ଜିଲାରେ ଲଗାତାର ବର୍ଷା ଯୋଗୁ…
ଦେଶରେ ୩,୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
୮ ରାଜ୍ୟର ୨୫ ପିଏଫଆଇ କାର୍ଯ୍ୟାଳୟ ଉପରେ ଚଢାଉ କରିବ ଏନଆଇଏ
ନୂଆଦିଲ୍ଲୀ,୨୭ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସମେତ ଅନ୍ୟ ଏଜେନ୍ସି ଦ୍ୱିତୀୟ ଥର ଲାଗି ପିଏଫଆଇର କାର୍ଯ୍ୟାଳୟ ଉପରେ ଚଢାଉ କରିବ । ଏହି ଚଢାଉ ଦ୍ୱିତୀୟ ରାଉଣ୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ କେରଳର ପିଏଫଆଇ ମେମ୍ବର ଶଫିକ…
ଶିକ୍ଷକଙ୍କ ମାଡ଼ରେ ଆହତ ଦଳିତ ଛାତ୍ରଙ୍କ ମୃତ୍ୟୁ
ଲକ୍ଷ୍ନୌ,୨୭।୯ : ଉତ୍ତରପ୍ରଦେଶର ଔରାୟା ଜିଲାରେ ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଦଶମ ଶ୍ରେଣୀର ଜଣେ ଦଳିତ ଛାତ୍ର ୧୯ ଦିନ ପରେ ଆଖି ବୁଜିଛନ୍ତି। ଗତ ୭ ତାରିଖରେ ସ୍କୁଲରେ ଚାଲିଥିବା ସାମାଜିକ ବିଜ୍ଞାନ ପରୀକ୍ଷାରେ ନିଖିତ ଡୋହରେ…
କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୭।୯ : ନିଜ ଅଞ୍ଚଳ ବାହାରେ ରାଜ୍ୟ ସରକାରମାନେ ପ୍ରକାଶ କରୁଥିବା ବିଜ୍ଞାପନ ବନ୍ଦ ରଖିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା…
ମର୍ସିଡିଜରେ ଧକ୍କା ହେବା ପରେ ଦୁଇଖଣ୍ଡ ହୋଇଗଲା ଟ୍ରାକ୍ଟର
ତିରୁପତି,୨୭ ।୯: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ମର୍ସିଡିଜ କାର ଏକ ଟ୍ରାକ୍ଟର ସହ ଧକ୍କା ହେବା ପରେ ଟ୍ରାକ୍ଟରଟି ଦୁଇ ଖଣ୍ଡ ହୋଇଯାଇଛି । ତେବେ ମର୍ସିଡିଜରେ ଥିବା ସମସ୍ତ…
Archives


