ଜାତୀୟ

ବଡ ଧରଣର ବସ୍‌ ଦୁର୍ଘଟଣା: ୧୫ ମୃତ, ୪୦ ଗୁରୁତର

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଟ୍ରକ୍‌ ସହ ଧକ୍କା ହୋଇଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ…

୪ ବର୍ଷୀୟାଙ୍କୁ ବଳାତ୍କାର: ସ୍କୁଲରେ ତାଲା

ହାଇଦ୍ରାବାଦ,୨୨ା୧୦: ହାଇଦ୍ରାବାଦସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୪ ବର୍ଷୀୟା ଛାତ୍ରୀ ୨ ମାସ ଧରି ବଳାତ୍କାରର ଶିକାର ହୋଇଥିଲେ। ଉକ୍ତ ବିଦ୍ୟାଳୟକୁ ଦିଆଯାଇଥିବା ସରକାରୀ ସ୍ବୀକୃତିକୁ ତୁରନ୍ତ ରଦ୍ଦ କରି ସେଠାରେ ତାଲା ଝୁଲାଇବାକୁ ତେଲଙ୍ଗାନା ଶିକ୍ଷାମନ୍ତ୍ରୀ ସବିତା…

ରାଷ୍ଟ୍ରପତି ହେବା ଲାଗି ଆବେଦନ

ନୂଆଦିଲ୍ଲୀ,୨୨ା୧୦: ଭାରତର ରାଷ୍ଟ୍ରପତି ନିଯୁକ୍ତ ହେବା ଲାଗି କିଶୋର ଜଗନ୍ନାଥ ସାଓ୍ବନ୍ତ ନାମକ ବ୍ୟକ୍ତିଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ପିଟିଶନକୁ ଶୁଣାଣି ପାଇଁ ଗ୍ରହଣ ନ କରିବାକୁ ଅଦାଲତ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ସାଓ୍ବନ୍ତଙ୍କ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ,୨୨ା୧୦: ଅରୁଣାଚଳପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ନିର୍ମିତ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଶୁକ୍ରବାର ସକାଳେ…

ରୋଗୀଙ୍କୁ ପ୍ଲାଟେଲେଟ୍‌ ବଦଳରେ ଦେଇଥିଲେ ପ୍ଲାଜ୍‌ମା: ୧୦ ଗିରଫ

ଲକ୍ଷ୍ନୌ,୨୨ା୧୦: ବ୍ଲଡ୍‌ ପ୍ଲାଜ୍‌ମା (ରକ୍ତ କଣିକାରେ ଥିବା ରଙ୍ଗହୀନ ଅଂଶ)କୁ ପ୍ଲାଟେଲେଟ୍‌ (ରକ୍ତାଣୁଚକ୍ରିକା) କହି ବିକ୍ରି କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୋଲିସ ଶୁକ୍ରବାର ୧୦ ଜଣଙ୍କୁ ଗିରଫ କରିଛି। ବ୍ଲଡ୍‌ରେ ଥିବା ପ୍ଲାଜ୍‌ମା ଓ ପ୍ଳେଟ୍‌ଲେଟ ଉଭୟ ମଣିଷ…

ପୁରୁଣା ପେନ୍‌ସନ ଯୋଜନା ଲାଗୁକଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୨ା୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ପଞ୍ଜାବର ସରକାରୀ କର୍ମଚାରୀମାନଙ୍କ ଲାଗି ଦିଓ୍ବାଲି ଭେଟି ସ୍ବରୂପ ପୁରୁଣା ପେନ୍‌ସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ କ୍ୟାବିନେଟରେ ନୀତିଗତ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ…

ଇସ୍ରୋର ‘ବାହୁବଳୀ’ ରକେଟ ଏଲଭିଏମ୩ ପ୍ରସ୍ତୁତ, ଲଞ୍ଚ କରିବ ୩୬ ସାଟେଲାଇଟ, ୧୨ଟାରେ ଆରମ୍ଭ ହେବ କାଉଣ୍ଟ ଡାଉନ

ନୂଆଦିଲ୍ଲୀ,୨୨ ।୧୦: ଇଣ୍ଡିଆ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ) ଏହାର ପରବର୍ତ୍ତି ମହତ୍ୱପୂର୍ଣ୍ଣ ଲଞ୍ଚ ପାଇଁ ପ୍ରସ୍ତତ ହୋଇଯାଇଛି । ଏହି ମିଶନ ହେଉଛି ଏଲଭିଏମ୩ ଏମ୨/ୱାନ ୱେବ ଇଣ୍ଡିଆ ୧ । ଏହି ମିଶନ ଇସ୍ରୋ ତା’ର ସବୁଠାରୁ ଭାରି ରକେଟ…

ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତା’ର ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆମେ ଏଫଏଟିଏଫ ବୈଠକରେ ପାକିସ୍ତାନ ସନ୍ଦର୍ଭରେ ନିଆଯାଇଥିବା…

ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର

ଇଟାନଗର,୨୧।୧୦: ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଏକ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଲିକାବାଲି ସହରରୁ ବାହାରିଥିବା ଏହି ହେଲିକପ୍ଟରଟି…

ଜେଲରେ ଅନୀଲଙ୍କ ବିତିବ ଦୀପାବଳି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ମିଳିଲାନି ଆଶ୍ୱସ୍ତି। ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି। ଫଳରେ ଅନୀଲ ଦୀପାବଳି ଜେଲରେ ବିତାଇବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…

ଦେଶର ଶେଷ ଗାଁରେ ମୋଦିଙ୍କ ହୁଙ୍କାର, ବିରୋଧିଙ୍କୁ କଲେ ଟାର୍ଗେଟ

ଚମୋଲି,୨୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ କେଦାରନାଥରେ ପହଞ୍ଚିବା ପରେ ସେଠାରୁ ବଦ୍ରିନାଥ ଗସ୍ତ କରିଥିଲେ । ସୀମାନ୍ତ ଗାଁ ମାଣାରେ ମୋଦି କନେକ୍ଟିଭିଟି ପରିଯୋଜନାର ଶିଳାନ୍ୟାସ କରିବା ପରେ…

ଘର ଖାଲି କରିବାକୁ ମେହେବୁବାଙ୍କୁ ନୋଟିସ

ଶ୍ରୀନଗର,୨୧ ।୧୦: ପିପୁ୍‌ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତିଙ୍କୁ ତାଙ୍କ ଶ୍ରୀନଗର ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ନିଜେ ମେହେବୁବା ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି । ମେହେବୁବା କହିଛନ୍ତି ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?