Advertisement
Posted inଜାତୀୟ

କପି ହେଲା କାଳ: ୫ମ ଶ୍ରେଣୀ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ପାଟନା,୨୦।୧୦: ବିହାର ଭୋଜପୁରର ଏକ ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ବେଳେ ଜଣେ ୧୨ ବର୍ଷୀୟ ପଞ୍ଚମ ଶ୍ରେଣୀର ଛାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଭଉଣୀଙ୍କ ପାଖକୁ ଏକ କପି ପକାଇଥିଲେ। ଉକ୍ତ କପି ଅନ୍ୟ ଜଣେ ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଉକ୍ତ ଛାତ୍ରୀ କପିକୁ ପ୍ରେମପତ୍ର ଭାବି ପରୀକ୍ଷା ପରେ ତାଙ୍କ ଭାଇମାନଙ୍କୁ କହିଦେଇଥିଲେ। ଉକ୍ତ ଛାତ୍ରୀଙ୍କ ଭାଇ ଅନ୍ୟମାନଙ୍କ ସହ ମିଶି ଛାତ୍ର ଜଣକୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ସେମାନେ ଛାତ୍ରଙ୍କ ମୁଣ୍ଡ, ଗୋଡ଼, ହାତକୁ ହାଣି ଅଲଗା କରିଦେଇଛନ୍ତି। ରେଳ ଧାରଣା ନିକଟରୁ ଛାତ୍ରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଛାତ୍ରୀଙ୍କ ଭାଇ ଓ ତାଙ୍କ ସାଙ୍ଗମାନଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍‌: ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ନିୟମ ପ୍ରଣୟନ କରାଯାଇଛି। କରୋନା ଆକ୍ରାନ୍ତ ବାସ କରୁଥିବା...

ମହିଳାଙ୍କୁ ସ୍ବାବଲମ୍ବି କରିବାକୁ ସେନା ଖୋଲିଲା ଟେଲରିଂ ୟୁନିଟ୍‌

ପୁଞ୍ଚ,୪।୮: ଜମ୍ମୁ-କଶ୍ମୀରର ସୁରାନକୋଟେ ଅଞ୍ଚଳରେ ଥିବା ଫସାଲା ବାଦ ଗାଁରେ ଭାରତୀୟ ସେନା ଦ୍ୱାରା ଏକ ଟେଲରିଂ ୟୁନିଟ୍‌ ଖୋଲିଛି। ଏଥିରେ ବହୁ ସଂଖ୍ୟାରେ ମହିଳା...

ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୯୮: ନଗର ନିଗମ ନେତାଙ୍କ ଦାବି

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀର ୩ ନଗର ନିଗମର ବୈଠକ ପରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ନଗର ନିଗମର ନେତାମାନେ ଦାବି କରିଥିଲେ କି...

ଭୂମି ପୂଜନରେ କରୋନା ନେଗେଟିଭ୍‌ ଅତିଥି ହେବେ ସାମିଲ୍‌

ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅତିଥିଙ୍କ ପାଖକୁ ନିମନ୍ତ୍ରଣ କାର୍ଡ ପଠାଯାଇଛି। ତେବେ...

ଦେଶ ପାଇଁ ଆବଶ୍ୟକ ଜଣେ ଭଲ ପ୍ରଧାନମନ୍ତ୍ରୀ; ଚୌକିଦାର ନୁହେଁ: ପ୍ରକାଶ ରାଜ୍‌

ପାଟନା,୨୮।୪: ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ; ଚୌକିଦାର ନୁହେଁ। ଚୌକିଦାର ଖୋଜିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନ ଥାଏ। ଚୌକିଦାର...

ଲଦାଖରେ ମୁତୟନ ହେବ ରାଫାଲ

ନୂଆଦିଲ୍ଲୀ,୨୦ା୭: ଚାଇନା ସହ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସ୍ଥିତି ଏବଂ ରାଫାଲ ଲଢ଼ୁଆ...

ବଜ୍ରପାତ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଜୟପୁର,୧୨।୭: ବଜ୍ରପାତ ରାଜସ୍ଥାନରେ ରବିବାର ବଜ୍ରପାତ ଯୋଗୁୂ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର...

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ...

Advertisement
Archives

Model This Week