ପେଗାସସ ମାମଲାରେ ହରଡ଼ଘଣାରେ କେନ୍ଦ୍ର ସରକାର, ୨୯ରୁ ୫ ଫୋନରେ ମାଲଓ୍ବେର…
ନୂଆଦିଲ୍ଲୀ, ୨୫।୮ : ବହୁ ଚର୍ଚ୍ଚିତ ପେଗାସସ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ରିପୋର୍ଟ ଉପସ୍ଥାପନ କରିଛନ୍ତି। କମିଟି ୨୯ ଟି ମୋବାଇଲ ଫୋନ ଯାଞ୍ଚ କରିଥିଲେ। ଏଥିମଧ୍ୟରୁ ପାଞ୍ଚଟିରେ ମାଲୱେର…
ଅଜନ୍ତା ଗୁମ୍ଫାର ଚିତ୍ର ସଂରକ୍ଷଣ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମାଇବା ଆବଶ୍ୟକ…
ମୁମ୍ବାଇ, ୨୫।୮ : ଭାରତର ବରିଷ୍ଠ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧିକାରୀ ଡ. ମିଲନ କୁମାର ମହାରାଷ୍ଟ୍ରର ବିଶ୍ୱ ପ୍ରସିଦ୍ଧ ଅଜନ୍ତା ଗୁମ୍ଫା ପରିଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ସୀମିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହା ଦ୍ୱାରା…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା,ସୁପ୍ରିମ୍କୋର୍ଟରେ ରିପୋର୍ଟ ଦାଖଲ କଲେ କମିଟି…
ନୂଆଦିଲ୍ଲୀ, ୨୫।୮ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳା ସମ୍ପର୍କରେ ରିପୋର୍ଟ ଗଠନ ହୋଇଥିବା କମିଟି ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି। ପୂର୍ବତନ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ କମିଟି ଏହାର ରିପୋର୍ଟରେ କହିଛି…
ପିଏମଏଲଏର ସମୀକ୍ଷା ପିଟିଶନ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୫।୮ : ମନି ଲାଣ୍ଡରିଂ ଆଇନ ପିଏମଏଲଏକୁ ସମର୍ଥନ କରୁଥିବା ନିଜର ପୂର୍ବର ରାୟ ଉପରେ କରାଯାଇଥିବା ପୁନର୍ବିଚାର ପିଟିଶନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ଏନେଇ ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ପିଏମଏଲଏର ଥିବା ଦୁଇଟି…
୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା
ନୂଆଦିଲ୍ଲୀ,୨୫।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୧୫ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କ ଚେତା ଶେଷରେ ଫେରିଛି। ଚେତନା ଫେରି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ସଚିବ ଅଜିତ ସକ୍ସେନା କହିଛନ୍ତି- ରାଜୁ…
ଚାଲାଣ କଟିବାରୁ ରାଗରେ ଥାନା ବିଦ୍ୟୁତ କାଟିଦେଲେ ଲାଇନ୍ମ୍ୟାନ୍
ଲକ୍ଷ୍ନୌ,୨୫।୮: ରାସ୍ତାରେ ଗାଡି ଚଳାଇବା ସମୟରେ କୌଣସି ନିୟମ ଭାଙ୍ଗିଲେ,ଟ୍ରାଫିକ ପୋଲିସ ଚାଲାଣ କାଟିବାକୁ ଆଦୌ ଭୁଲନ୍ତି ନାହିଁ। ତେବେ ଉତ୍ତରପ୍ରଦେଶର ଶାମଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଟ୍ରାଫିକ ପୋଲିସ କନଷ୍ଟେବଳ ଜଣେ ଲାଇନମ୍ୟାନଙ୍କ ୬…
୧୧ ଦୋଷୀଙ୍କୁ ମୁକ୍ତ ନେଇ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ଏସ୍ସି…
ନୂଆଦିଲ୍ଲୀ, ୨୫।୮ : ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ହୋଇଥିବା ଆବେଦନ ନେଇ ଗୁରୁବାର ସୁପ୍ରିମକୋର୍ଟ(ଏସ୍ସି)ରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହିତ ସମସ୍ତ…
ହେମନ୍ତଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ…
ରାଞ୍ଚି, ୨୫।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ ସୃଷ୍ଟି ହୋଇଛି। ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସମ୍ପର୍କିିତ ରାୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଲାଭ ଜନକ ପଦବୀ ଅଭିଯୋଗ ଉପରେ ନିର୍ବାଚନ…
ତଲାକ୍କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…
ଥିରୁଭାନନ୍ତପୁରମ୍, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ କରାଯାଇପାରିବ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଅନେକ ଆହତ
ବେଙ୍ଗାଲୁରୁ,୨୫।୮: ବେଙ୍ଗାଲୁରୁଠାରୁ ୭୦ କିଲୋମିଟର ଦୂରରେ ଥିବା ତୁମାକୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୈନିକ ମଜୁରୀ ଶ୍ରମିକଙ୍କୁ…
ଭାଜପା ମନ୍ତ୍ରୀଙ୍କ ଜିଭ କାଟିବାକୁ ଧମକପୂର୍ଣ୍ଣ ଚିଠି…
ବେଙ୍ଗାଲୁରୁ, ୨୫।୮ : କର୍ନାଟକର ଭାଜପା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଟିପୁ ସୁଲତାନଙ୍କୁ ମୁସଲମାନ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ସେ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚିଠିରେ ଲେଖାଯାଇଛି…
କଫିନ ପାଖରେ ହସି ହସି ପୋଜ୍ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ୍,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ…
Archives


