ଜାତୀୟ

ଅନ୍ୟଙ୍କୁ ନେତା ସ୍ବୀକାର କରିବା ପରିବର୍ତ୍ତେ ବିଧାୟକମାନେ ବିଦ୍ରୋହ କରିବାକୁ ଉଚିତ ମଣିଲେ: ଗେହଲୋଟ…

ଜୟପୁର,୨।୧୦ : ରାଜସ୍ଥାନରେ ରାଜନୈତିକ ସ୍ଥିତି ନେଇ ଚର୍ଚ୍ଚା ଜାରି ରହିଛି। କୁହାଯାଉଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସମ୍ବନ୍ଧୀୟ ନିଷ୍ପତ୍ତି ଖୁବ ଶୀଘ୍ର ଆସିବ। ଏଭଳି ପରିସ୍ଥିତିରେ ଅଶୋକ ଗେହଲୋଟ ତାଙ୍କ ଚେୟାରକୁ ବଞ୍ଚାଇବାରେ ସଫଳ ହେଉଛନ୍ତି ନା ସଚିନ ପାଇଲଟ…

ପାଇଲଟଙ୍କୁ ଟାର୍ଗେଟ କଲେ ଗେହଲୋଟ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ରହିଛି । କୁହାଯାଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଭିଡାର ସମାଧାନ ଖୁବଶୀଘ୍ର ହେବ । ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଉପରେ । ଗେହଲୋଟ ତାଙ୍କ ଆସନ…

ଭାରତ ନିଜ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି, ମାତ୍ର ପାକିସ୍ତାନ କଶ୍ମୀରକୁ ଆତଙ୍କବାଦୀ ପଠାଇବା କାର୍ଯ୍ୟ କରୁଛି…

ଥିରୁଭାନନ୍ତପୁରମ୍‌,୨।୧୦ :କେରଳର ରାଜ୍ୟପାଳ ମହମ୍ମଦ ଆରିଫ ଖାନ କହିଛନ୍ତି ଯେ ଆମର ଶକ୍ତି ବୃଦ୍ଧି କରିବାକୁ ହେବ ଯାହା ଦ୍ୱାରା ଆମେ ଆତଙ୍କବାଦ ଭଳି ରୋଗ ସହ ମୁକାବିଲା କରିପାରିବା। ତଥାପି, ଆମକୁ ଯତ୍ନବାନ ହେବାକୁ ପଡିବ ଯେ ଏଥିରେ କାହାର…

ତୁଳସୀ ତନ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧୦: ଭାରତର ‘ୱିଣ୍ଡ ମ୍ୟାନ’ ଭାବେ ପରିଚିତ ସୁଜଲନ ଏନର୍ଜିର ସଂସ୍ଥାପକ ତୁଳସୀ ତନ୍ତିଙ୍କର ଶନିବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି…

ମଞ୍ଚ ଉପରେ ଚାନ୍ଦା ମାଗିଲେ ଓମପ୍ରକାଶ ରାଜଭର, ଦାତାଙ୍କର ଲାଗିଲା ଭିଡ

ସନ୍ଥକବିରନଗର,୨ ।୧୦: ଉତ୍ତର ପ୍ରଦେଶରେ ସୁହେଲଦେବ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏଥର ସେ ଖୋଲା ମଞ୍ଚରେ ଗାମୁଛା ପତାଇ ଚାନ୍ଦା ମାଗିଛନ୍ତି । ରାଜଭର ଶନିବାର ସନ୍ଧ୍ୟାରେ ସନ୍ଥକବିରନଗର ଜିଲାରେ ସାବଧାନ…

ଜମ୍ମୁ-କଶ୍ମୀରରେ ଆଫଗାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ଆଇଏସଆଇ…

ଶ୍ରୀନଗର,୨।୧୦ : ଆଫଗାନ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇବା ଉଦ୍ୟମ ହେଉଛି। ଏଭଳି ଷଡ଼ଯନ୍ତ୍ର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ରଚିଛି। ସୁରକ୍ଷା ବାହିନୀର ଆଭ୍ୟନ୍ତରୀଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆଇଏସଆଇ କ୍ରମାଗତ ଭାବରେ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ…

ଜନ ସୁରାଜ ପଦଯାତ୍ରା ଆରମ୍ଭ କଲେ ପିକେ…

ପାଟନା,୨।୧୦ : ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋର(ପିକେ) ରବିବାରଠାରୁ ତାଙ୍କର ୩୫୦୦ କିଲୋମିଟର ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଭିତିହାୱାସ୍ଥିତ ଗାନ୍ଧୀ ଆଶ୍ରମରୁ ଠାରୁ ପଦଯାତ୍ରା…

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୮ ହଜାର ତଳେ ରହିଛି। ଗତ ୨୪…

ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନୂଆଦିଲ୍ଲୀ, ୨ା୧୦: ଇରାନରୁ ପେଟ୍ରୋକେମିକାଲ ଏବଂ ପ୍ରେଟ୍ରୋଲିୟମ ଉତ୍ପାଦ କିଣୁଥିବା ଭାରତର ଏକ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଇରାନୀୟ ଉତ୍ପାଦ କିଣି ତାହାକୁ ଦକ୍ଷିଣ ଓ ପୂର୍ବ ଏସିଆ ପଠାଉଥିବା ୮ କମ୍ପାନୀର ଅନ୍ତର୍ଜାତୀୟ ନେଟଓ୍ବର୍କ ଉପରେ ଆମେରିକାର…

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି-ସୋନିଆ ଗାନ୍ଧୀଙ୍କ ସମେତ ବହୁ ନେତା ରାଜଘାଟରେ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨ ।୧୦: ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତି ରବିବାର ପାଳନ କରାଯାଉଛି । ସାରା ଦେଶରେ ବାପୁଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ…

ମହାରାଷ୍ଟ୍ରରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୨ ।୧୦: ମହାରାଷ୍ଟ୍ର ନାଭି ମୁମ୍ବାଇରେ ଥିବା କୋପର ଖୈରାନେ ଅଞ୍ଚଳର ବୋଙ୍କୋଡେ ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଏକ ୪ ମହଲା କୋଠା ଭୁଷୁଡି ପଡିଛି । ଏହି କୋଠାରେ ପ୍ରାୟ ୩୨ ଜଣ ଲୋକ ରହୁଥିବା…

କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ୪ ମୃତ

କାନପୁର,୨ ।୧୦: ଉତ୍ତର ପ୍ରଦେଶର କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ ଦୁର୍ଘଟଣା ହୋଇଛି । ଶନିବାର ରାତିରେ ଅହିରୱା ଫ୍ଲାଇ ଓଭରରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଲୋଡର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri