Advertisement
Posted inଜାତୀୟ

ଦେଶରେ ବଢୁଛି ଟିବି ରୋଗୀଙ୍କ ସଂଖ୍ୟା, ୨୦୨୦ ତୁଳନାରେ ୧୮ ପ୍ରତିଶତ ଅଧିକ

ନୂଆଦିଲ୍ଲୀ/ଜେନେଭା,୨୯ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁବାର ଅର୍ଥାତ୍ ୨୭ ଅକ୍ଟୋବରରେ ଗ୍ଲୋବାଲ ଟିବି ରିପୋର୍ଟ ୨୦୨୨ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୧ରେ ମୋଟ ୨୧.୪ ଲକ୍ଷ ଟିବି ରୋଗୀ ନୋଟିଫାଏ କରାଯାଇଛି ଯାହା ୨୦୨୦ ତୁଳାରେ ୧୮ ପ୍ରତିଶତ ଅଧିକ । ଏହି ସମୟରେ ୨୨ କୋଟିରୁ ଅଧିକ ଲୋକ ଟିବି ଟେଷ୍ଟ କରିଛନ୍ତି ରିପୋର୍ଟରେ ସାରା ବିଶ୍ୱରେ ଟିବିର ଡାଇଗନୋସିସ, ଟ୍ରିଟମେଣ୍ଟ ଓ ରୋଗର ବୋଝ ଉପରେ କରୋନା ମହାମାରୀର ପ୍ରଭାବ ବି ନୋଟ କରାଯାଇଛି । ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡବ୍ଲୁଏଚଓ ଗ୍ଲୋବାଲ ଟିବି ରିପୋର୍ଟ ୨୦୨୨ ଉପରେ ଧ୍ୟାନ ଦେଇଛି ଓ ସ୍ପଷ୍ଟ କରିଛି କି ଭାରତରେ ବାସ୍ତବ ସମୟ ସହ ଅନ୍ୟ ଦେଶ ତୁଳନାରେ ପ୍ରମୁଖ ମ୍ୟାଟ୍ରିକ୍ସ ଉପରେ ଭଲ ପ୍ରଦର୍ଶନ କରିଛି ।
ସୂଚନାଯୋଗ୍ୟ, ୨୦୨୧ରେ ଭାରତରେ ଟିବି ମାମଲାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୨୧୦ ଜଣ ଥିଲେ । ୨୦୧୫ରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୨୫୬ ଥିବା ବେଳେ ଏଥିରେ ୧୮ ପ୍ରତିଶତ କମ ଆସିଥିଲା ଯାହା ବିଶ୍ୱ ସ୍ତରରେ ୧୧-୭ ପ୍ରତିଶତ ଅଙ୍କ ଭଲ ।

 


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟଙ୍କୁ ଜାମିନ…

ମୁମ୍ବାଇ,୯।୧୧ : ଶିବସେନା ନେତା ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ତାଙ୍କ ଜାମିନ ଆବେଦନ ଶୁଣାଣି...

ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।...

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ...

ବିଦେଶରୁ ଫେରି ନିଜକୁ କ୍ୱାରାଣ୍ଟାଇନ୍‌ କଲେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୧୮।୩: ଭାଜପା ଏମ୍‌ପି ସୁରେଶ ପ୍ରଭୁ ବିଦେଶରୁ ସ୍ବଦେଶ ଫେରିବା ପରେ ନିଜକୁ ସରକାରଙ୍କ କରୋନା ସୁରକ୍ଷା ମାର୍ଗଦର୍ଶିକା ଅର୍ନ୍ତଗତ  କ୍ୱାରାଣ୍ଟାଇନ କରିଛନ୍ତି। ସେ ସୌଦି...

ବିପଦ ଆଶଙ୍କା କମାଅ

ନୂଆଦିଲ୍ଲୀ,୨୨ା୬: ବିମାନବନ୍ଦର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳରେ ପଶୁପକ୍ଷୀଙ୍କ ଉପସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇଦିନ...

କଂଗ୍ରେସର ଆଉ ୨ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁର,୧୦।୭: କର୍ନାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ବୁଧବାର କଂଗ୍ରେସର ଆଉ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି।...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ...

Advertisement
Archives

Model This Week