ଜାତୀୟ

ଖବରଦାତାଙ୍କ ଦୀପାବଳି ଉପହାର ମିଠା ଡବାରେ ନଗଦ ଟଙ୍କା, ଭାଜପାକୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୨୯।୧୦ : କର୍ନାଟକରେ ଶାସକ ଭାଜପା ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ଖବରଦାତାଙ୍କୁ ମିଠା ଡବାରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଶନିବାର ଏହାକୁ…

ଗୋଟିଏ ବର୍ଷରେ ୪୭୮ ବିମାନର ଜରୁରୀ ଅବତରଣ, ଏୟାର ଇଣ୍ଡିଆ ସର୍ବାଧିକ ୧୮୪ ବିମାନରେ ତ୍ରୁଟି…

ନୂଆଦିଲ୍ଲୀ,୨୯।୧୦: ଏବେ ବିମାନ ଯାତ୍ରା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଲଗାତାର ବିମାନଗୁଡ଼ିକର ଜରୁରୀକାଳୀନ ଅବତରଣ ବିମାନ ଯାତ୍ରାର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାରେ ଲାଗିଛି। ଉଡ଼ାଣ ସମୟରେ ତ୍ରୁଟି ଏକ ଚନ୍ତାର ବିଷୟ ପାଲଟିଛି।…

‘ଦିଲ୍ଲୀର ବିଧାୟକଙ୍କୁ କିଣିବାକୁ ରହିଛି ୧୦୭୫ କୋଟି ଟଙ୍କା’… ମନିଷ ସିସୋଡିଆ

ନୂଆଦିଲ୍ଲୀ,୨୯ ।୧୦: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଖୁବ୍ କମ୍ ଦିନ ମଧ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଲଗାତାର ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ଚାଲିଛି । ଶନିବାର…

ସକ୍ରିୟ ମାମଲା ୧୯ ହଜାର ତଳେ, ଦୈନିକ ସଂକ୍ରମଣ ୧୬ ଶହରୁ କମ୍‌…

ନୂଆଦିଲ୍ଲୀ, ୨୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ ୨୪…

ନଭେମ୍ବର ୧, ୨ରେ ଘୋଷଣା ହୋଇପାରେ ଗୁଜରାଟ ନିର୍ବାଚନ ତାରିଖ

ଅହମ୍ମଦାବାଦ,୨୯।୧୦: ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବିରୋଧୀ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ହିମାଚଳ ପ୍ରଦେଶର ତାରିଖ ଘୋଷଣା ହେବା ପରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ହୋଇଆସୁଥିଲା। ଇତିମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ…

ନିର୍ବାଚନ ପୂର୍ବରୁ ଭାଜପା ଖେଳିପାରେ ୟୁନିଫର୍ମ ସିଭିଲ କୋଡ୍‌ କାର୍ଡ

ଅହମ୍ମଦାବାଦ,୨୯।୧୦: ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଭାଜପା ସରକାର ୟୁନିଫର୍ମ ସିଭିଲ କୋଡ୍‌ କାର୍ଡ ଖେଳିପାରେ। ଏଥିପାଇଁ ସରକାର ପ୍ରସ୍ତୁତି କରୁଛନ୍ତି।…

ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏଏପି

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା ହୋଇପାରେ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ। ତେବେ ଏହାପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ…

ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍‌ସିବି

ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଚାର୍ଜସିଟ ଦାଖଲ କରିଛି। ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ୨୦୨୦ ନଭେମ୍ବର ୨୧ରେ ଏନ୍‌ସିବି ଚଢାଉ କରିଥିଲା। ଏହି…

ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ: ୩୦ ମିନିଟ୍‌ ଯାଏ ଅଟକି ରହିଲା ଟ୍ରେନ୍‌

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ପୁଣି ଥରେ ସେମି ହାଇ ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ବଲସାଡର ଅତୁଲ ରେଲଓ୍ବେ ଷ୍ଟେସନ ନିକଟରେ ଏକ ଗାଇ ଟ୍ରେନ୍‌ ସମ୍ମୁଖରେ ଆସିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଇ ସହ ଧକ୍କା…

ମାନବ ଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌: ୧୪ ମହିଳା ଉଦ୍ଧାର

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍‌କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍‌ ଅହମଦ୍‌ ଭଟ୍ଟ, ଶାଗୁଫ୍‌ତା ଏବଂ ଆସମତଙ୍କୁ ଗିରଫ କରାଯାଇଥିବା ବେଳେ ୧୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଦୁଲିପୋରା ଗ୍ରାମରେ ମାନବ…

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ଗିରଫ କରିଛି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ମାମଲାରେ ରୌଫ୍‌ ୧୩ତମ ଅଭିଯୁକ୍ତ।…

ନିଆଁକୁ ଆୟତ୍ତ କରିବାକୁ ଯାଇ ପୋଡି ହୋଇଗଲେ ୭ ପୋଲିସ କର୍ମଚାରୀ

ପାଟନା,୨୯।୧୦: ବିହାରର ଔରଙ୍ଗାବାଦ୍‌ରେ ଶୁକ୍ରବାର ରାତିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୁଇ ମହଲା କୋଠାରେ ନିଆଁ ଲାଗିଯିବା ପରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାସହ ନିଆଁକୁ ଆୟତ୍ତ କରିବା ସମୟରେ ୭ ଜଣ ପୋଲିସ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?