ଅପେକ୍ଷାର ହେଲା ଅନ୍ତ, ଶେଷରେ ମାଟିରେ ମିଶିଲା ଟ୍ୱିନ ଟାୱାର
ନୋଏଡା,୨୮ ।୮: ସମସ୍ତ ପ୍ରସ୍ତୁତି ପରେ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ଉତ୍ତର ପ୍ରଦେଶରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର । ଆଖି ପୁଛୁଳାକେ ମାତ୍ର ୮ ସେକେଣ୍ଡରେ ମାଟିରେ ମିଶିଗଲା ଏହି ଉଚ୍ଚ ଅଟ୍ଟାଳିକା…
ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକା ହାତାହାତି
ମୁମ୍ବାଇ,୨୮ା୮: ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ତାହା ପୁଣି ଜନଗହଳି ପୂର୍ଣ୍ଣ ସ୍ଥାନରେ। ଏହା ପରେ ପ୍ରେମିକ ଜଣକ ଚତୁରତାର କାମ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହାରାଷ୍ଟ୍ରର ପୈଠାନ ଜିଲାରେ ଜଣେ…
ଗୁଲାମ ନବିଙ୍କ ଇସ୍ତଫା ପରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ପାର୍ଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ରବିବାର ବସିବ । ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମକୁ ମଞ୍ଜୁରି ମିଳିବ । ଏହାସହ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ କି ନାହିଁ ସେ ନେଇ…
ଦେଶରେ ପ୍ରଥମଥର ଭଙ୍ଗାଯିବ ଏତେ ବଡ ବିଲଡିଂ, ସୁରକ୍ଷାର ସମସ୍ତ ବ୍ୟବସ୍ଥା, ଏନଜିଓ ଦ୍ୱାରା ଉଦ୍ଧାର ହେଲେଣି ୩୦-୩୫ କୁକୁର
ନୋଏଡା,୨୮ ।୮: ସେକ୍ଟର-୯୩ଏ ସୁପରଟେକ ଏମରଲାଣ୍ଡ କୋର୍ଟ ଟ୍ୱିନ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ସିୟାନର ଉଚ୍ଚତା ୯୭ ମିଟର । ଦେଶରେ ପ୍ରଥମଥର ପାଇଁ ଏତେବଡ ବିଲଡିଂ ଧ୍ୱଂସ ହେବାକୁ ଯାଉଛି । ମାତ୍ର ୧୨ ସେକେଣ୍ଡରେ…
ଐତିହାସିକ ହେବ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’, ୨୯ ଅଗଷ୍ଟରେ ଦଳ ଡକାଇଛି ଏଆଇସିସି ବୈଠକ
ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପ୍ରସ୍ତୁତି ଉପରେ ଚର୍ଚ୍ଚା କରିବାକୁ ଏଆଇସିସି ମୁଖ୍ୟାଳୟରେ ୨୯ ଅଗଷ୍ଟକୁ ଏଆଇସିସି ମହାସଚିବ, ପିସିସି ଅଧ୍ୟକ୍ଷ ଓ ଭାରତ ଯୋଡୋ ଯାତ୍ରାର ରାଜ୍ୟ ସମନ୍ୱୟକଙ୍କର ଏକ ବୈଠକ ଡାକିଛି ଦଳ । କଂଗ୍ରେସର…
ରବିବାର ଅପରାହ୍ନ ୨ଟା ୩୦ରେ ଭଙ୍ଗାଯିବ ଟୁଇନ ଟାଓ୍ବାର, ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ…
ନୋଏଡା, ୨୭।୮ : ରବିବାର ଅପରାହ୍ନ ୨ଟା ୩୦ରେ ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦…
୧୦୫ରେ ଶ୍ରୀଲଙ୍କା ଅଲ୍ଆଉଟ…
ଦୁବାଇ, ୨୭।୮ : ଏସିଆ କପ୍ ଟି-୨୦ ଟୁର୍ନ।ମେଣ୍ଟର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ଦଳ ଟିମ୍ ଶ୍ରୀଲଙ୍କାକୁ ୧୦୫ରେ ଅଲ୍ ଆଉଟ୍ କରିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୬ ରହିଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳା ଯାଉଥିବା…
ଭାଜପା ଅପାଠୁଆଙ୍କ ଦଳ, ସିସୋଡିଆଙ୍କ ସମାଲୋଚନା…
ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅପାଠୁଆଙ୍କ ଦଳ ଏବଂ ସେମାନେ ଦେଶକୁ ଅପାଠୁଆ ରଖିବାକୁ ଚାହୁଁଛନ୍ତି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ…
ସହପାଠୀଙ୍କ ପାଦତଳେ ପଡ଼ି ଭୋଟ ଭିକ୍ଷା କଲେ ଛାତ୍ରନେତା
ଜୟପୁର,୨୭ା୮: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଛାତ୍ର ସଂଗଠନର ନେତାମାନେ ସହପାଠୀଙ୍କ ପାଦତଳେ ପଡ଼ି ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଯାହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି…
କନଷ୍ଟେବଳରୁ ସିଧା ଡିଏସ୍ପି ହେଲେ ମହିଳା…
ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର ପିଉଥିବା…
ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…
ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଭୟାବହ…
ଖଦୀ ଉତ୍ସବ, ମୋଦି ଚଳାଇଲେ ଚରଖା…
ଅହମଦାବାଦ, ୨୭।୮ : ଗୁଜରାଟର ରାଜଧାନୀ ଅହମଦାବାଦରେ ଚାଲିଥିବା ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାବରମତିର ଏହି କୂଳ ଆଜି ଧନ୍ୟ ହୋଇଛି। ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣ କରିବା…
Archives


