ଜାତୀୟ

ପୂର୍ବରୁ ଥିଲା ଆତଙ୍କବାଦ କେନ୍ଦ୍ର, ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ…

ଶ୍ରୀନଗର,୫।୧୦ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦୀର୍ଘବର୍ଷ ଧରି ଜମ୍ମୁ-କଶ୍ମୀରର ଅନେକ ସହର ଆତଙ୍କବାଦର କେନ୍ଦ୍ର ପାଲଟିଥିଲା।, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ସେସବୁ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଶାହା କହିଛନ୍ତି ଯେ ଆତଙ୍କବାଦ ବିରୋଧରେ କେନ୍ଦ୍ରର ଭାଜପା…

ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜିନ୍‌ର…

ଦଶହରାରେ ନୂତନ ଦଳ ଘୋଷଣା କଲେ କେସିଆର

ହାଇଦ୍ରାବାଦ,୫।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ବିଜୟାଦଶମୀ ଅବସରରେ ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି। ଯାହାର ନାମ ଭାରତ ରାଷ୍ଟ୍ର ସମିତି ରଖାଯାଇଛି। ଦୀର୍ଘ ଦିନ ଧରି କେନ୍ଦ୍ରରେ ଭାଜପା ସମ୍ମୁଖରେ ଏକ…

ତମାଖୁ ଉପରେ ଲାଗିପାରେ ଜିଏସଟି-ଉତ୍ପାଦ ଶୁଳ୍କ, ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଉଥିବା ପିଟିଶନ ଖାରଜ…

ନୂଆଦିଲ୍ଲୀ,୫।୧୦ : କର୍ନାଟକ ହାଇକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ତମାଖୁ ଏବଂ ତମାଖୁ ଦ୍ରବ୍ୟ ଉପରେ କେନ୍ଦ୍ରୀୟ ଜିଏସଟି ସହିତ ଉତ୍ପାଦ ଶୁଳ୍କ ଲାଗୁ ହେବାର ଆବଶ୍ୟକତା ରହିଛି। ତମାଖୁ ଉତ୍ପାଦନକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚ୍ୟାଲେଞ୍ଜ ଆବେଦନକୁ କୋର୍ଟ…

ଦିଲ୍ଲୀରେ ଡ୍ରାଏ ଡେ ସଂଖ୍ୟା ୨୧କୁ ବୃଦ୍ଧି, ଦଶହରା-ଦୀପାବଳି-ଇଦ୍‌ରେ ବନ୍ଦ ରହିବ ମଦ ଦୋକାନ…

ନୂଆଦିଲ୍ଲୀ,୫।୧୦ : ଦଶହରା, ଦୀପାବଳି, ଇଦ, ମିଲାଦ-ଉନ-ନବି ଏବଂ ବାଲ୍ମିକୀ ଜୟନ୍ତୀ ଭଳି ପର୍ବରେ ମଦ ଦୋକାନ ବନ୍ଦ ହେବା ସହିତ ଦିଲ୍ଲୀ ସରକାର ପୁଣି ଡ୍ରାଏ ଡେ କୁ ୨୧ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ ଏହି…

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି।…

ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ମେହବୁବା…

ଶ୍ରୀନଗର,୫।୧୦ : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…

ସଂସଦୀୟ କମିଟିରେ ପରିବର୍ତ୍ତନ, କଂଗ୍ରେସ ହାତରୁ ଆଇଟି-ସ୍ବରାଷ୍ଟ୍ର ମାମଲା ଅଧ୍ୟକ୍ଷତା ଛଡ଼ାଇ ନେଲା ଶାସକ ଭାଜପା…

ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସରକାର ସ୍ବରାଷ୍ଟ୍ର ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷତା କଂଗ୍ରେସ ହାତରୁ ଛଡ଼ାଇ ନେଇଛି। ଏହା ସହିତ ବହିର୍ବ୍ୟାପାର ବିଭାଗ, ପ୍ରତିରକ୍ଷା ବିଭାଗ, ଅର୍ଥ ବିଭାଗ ଆଦି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧ୍ୟକ୍ଷ ପଦବୀ ଶାସକ ଭାଜପା…

ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କ…

‘ଅପରେଶନ ଚକ୍ର’: ୧.୫ କୋଟି ଟଙ୍କା, ୧.୫ କେଜି ସୁନା ଜବତ

ନୂଆଦିଲ୍ଲୀ,୫।୧୦: ସିବିଆଇ ପକ୍ଷରୁ ‘ଅପରେଶନ ଚକ୍ର’ ମାଧ୍ୟମରେ ଦେଶରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ଦେଶର ୧୦୫ଟି ସ୍ଥାନରେ ଚଢାଉ କରି ଇଣ୍ଟରନେଟ୍‌ ଆର୍ଥିକ ଠକେଇ ମାମଲାରେ ଜଡିତ ଥିବା ସାଇବର୍‌ ଅପରାଧୀଙ୍କ ନାମରେ ୧୧ଟି…

ଗୋଟିଏ ହେଉ ସଭିଙ୍କ ମନ୍ଦିର, ପାଣି-ଶ୍ମଶାନ-ଘୋଡ଼ୀ ଚଢ଼ିବା ନେଇ ବିବାଦ ଠିକ୍‌ ନୁହେଁ: ଭାଗଓ୍ବତ…

ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ତାଙ୍କ ଦଶହରା ଅଭିଭାଷଣରେ ସମାଜରେ ଏକତା ପାଇଁ ନିବେଦନ କରିଛନ୍ତି। ବିଶେଷକରି ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ମୋହନ ଭାଗବତ କହିଛନ୍ତି ଯେ କିଏ ଘୋଡୀ ଚଢ଼ିପାରିବ ଏବଂ କିଏ ପାରିବ…

ଏଲ୍‌ଇଡି ଟିଭି ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲ୍‌ଇଡି ଟିଭି ଫାଟି ୧୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଯୁବକଙ୍କ ମା’ ଏବଂ ତାଙ୍କର ଜଣେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡିନାହିଁ। ତେବେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri