ପୁଣି ଅନୁପ୍ରବେଶକାରୀଙ୍କୁ ଧରିଲେ ଯବାନ
ଜମ୍ମୁ-କଶ୍ମୀର,୨୭।୮: ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଶନିବାର ଜଣେ ଅନୁପ୍ରବେଶକାରୀଙ୍କୁ ବିଏସ୍ଏଫ୍ ଯବାନ ଧରିବାରେ ସଫଳ ହୋଇଛନ୍ତି। ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଅନୁପ୍ରବେଶକାରୀ ଭାରତରେ ପଶିବାକୁ…
ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ
ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ଅନ୍ୟ ଜଣେ ସହଯୋଗୀ ସୁଖବିନ୍ଦରଙ୍କୁ ଗିରଫ କରିଛି ।…
ଭଙ୍ଗା ଗଢ଼ାର କାହାଣୀ, ୬୪ ଥର କଂଗ୍ରେସ ଛାଡି ନେତାମାନେ ଗଠନ କରିଛନ୍ତି ନୂଆ ରାଜନୈତିକ ଦଳ…
ନୂଆଦିଲ୍ଲୀ, ୨୭।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାବ ନବୀ ଆଜାଦ ଦଳ ଛାଡିଛନ୍ତି। ୨୦୧୪ ପରଠାରୁ ଦଳ ଗୋଟିଏ…
୨ଟି ବସ୍ରେ ଝାଡ଼ଖଣ୍ଡର ବିଧାୟକ ପଶ୍ଚିମବଙ୍ଗ-ଛତିଶଗଡ଼ ମୁହାଁ…
ରାଞ୍ଚି, ୨୭।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଅଯୋଗ୍ୟ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସରକାରରେ ଭଙ୍ଗ ହେବ ନେଇ ଚର୍ଚ୍ଚା ହେଊଥିବାରୁ ଶାସକ ଦଳର ବିଧାୟକମାନେ ପଶ୍ଚିମବଙ୍ଗ କିମ୍ବା ଛତିଶଗଡର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା…
କିଛି ଦିନ ପରେ କଂଗ୍ରେସରେ କେବଳ ସୋନିଆ-ରାହୁଲ-ପ୍ରିୟଙ୍କା ହିଁ ରହିବେ…
ଲକ୍ଷ୍ନୌ,୨୭।୮ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସେ ଜମ୍ମୁ-କଶ୍ମୀରରେ କଂଗ୍ରେସର ମୁଖ୍ୟ ଚେହେରା ଥିଲେ। ଶୁକ୍ରବାର କଂଗ୍ରେସର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ସେ…
ଦୈନିକ ସଂକ୍ରମଣ ୧୦ ହଜାର ତଳେ,ସକ୍ରିୟ ମାମଲା ୮୮ ହଜାରରୁ କମ୍…
ନୂଆଦିଲ୍ଲୀ, ୨୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮୮ ହଜାର…
ଧନ କୁବେର ଏକଜ୍ୟୁକିଟିଭ ଇଞ୍ଜିନିୟର: କୋଟି କୋଟି ଟଙ୍କା, ଜମି କାଗଜ ପତ୍ର, ସୁନା-ଚାନ୍ଦି ଅଳଙ୍କାର ଜବତ
ପାଟନା,୨୭ ।୮: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଶନିବାର ଭିଜିଲାନ୍ସ ଟିମ ବିହାରର ଜଣେ ସରକାରୀ ଇଞ୍ଜିନିୟରଙ୍କ ଘରେ ଚଢାଉ କରିଛନ୍ତି । ଚଢାଉ ସମୟରେ ଇଞ୍ଜିନିୟରଙ୍କ ଘରୁ ବହୁ ପରିମାଣରେ ନଗଦ ଟଙ୍କା ଜବତ କରାଯାଇଛି । କୁହାଯାଉଛି…
ଝାଡ଼ଖଣ୍ଡରେ ଘନଉଛି ରାଜନୈତିକ ସଙ୍କଟ: ଛତିଶଗଡ଼ ଯିବା ନେଇ ବିଧାୟକଙ୍କ ପ୍ରସ୍ତୁତି
ରାଞ୍ଚି,୨୭।୮: ନିର୍ବାଚନ କମିଶନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏହିଭଳି ପରିସ୍ଥିତିରେ ଶନିବାର ମୁଖ୍ୟମନ୍ତ୍ରୀ ମେଣ୍ଟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ତୃତୀୟଥର ପାଇଁ…
ବିବାହ ମଣ୍ଡପରେ ଲାଗିଲା ନିଆଁ: ୫ ମୃତ
ମୋରାଦାବାଦ,୨୭।୮: ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଗୁରୁବାର ରାତିରେ ବିବାହ ଚାଲୁଥିବା ବେଳେ ଏକ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨ ମହିଳା ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ବିଲ୍ଡିଂରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ…
କରମ ଡ୍ୟାମ୍ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର
ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭାଗୀୟ ୮ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି। ଡ୍ୟାମ୍ ଉପରେ ୧୮ ଗାଁ ଲୋକେ…
ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟବିଭାଗ ଜାରି କଲା ଆଡଭାଇଜରୀ
ଲକ୍ଷ୍ନୌ,୨୭।୮: କରୋନା, ମଙ୍କିପକ୍ସ ପରେ ବର୍ତ୍ତମାନ ଟମାଟୋ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଟମାଟୋ ଫ୍ଲୁର ଲକ୍ଷଣ ୧୦ବର୍ଷ ବୟସ ପର୍ଯ୍ୟନ୍ତ…
ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍ ସହ ମେଣ୍ଟ କଲା ଉଦ୍ଧବଙ୍କ ଶିବସେନା
ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍ ସହ ଉଦ୍ଧବ ଠାକ୍ରେଙ୍କ ଶିବସେନା ସହ ମେଣ୍ଟ ହୋଇଛି। ଏହି ଅବସରରେ ଉଦ୍ଧବ ନିର୍ବାଚନ ଲାଭକୁ ଦୃଷ୍ଟିରେ ରଖି ବ୍ରିଗେଡ ସହିତ ମେଣ୍ଟ କରାଯାଇ ନାହିଁ, ବରଂ ଆଞ୍ଚଳିକ ପରିଚୟ ରକ୍ଷା କରିବା…
Archives


