ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ
ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ…
ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ, ତିନି ଜିଲାରେ ୪ ଜଣଙ୍କ ରିପୋର୍ଟ ପଜିଟିଭ
ରାଞ୍ଚି,୨୮ ।୮: ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ ଏଣ୍ଟ୍ରି କରିଛି । କୁହାଯାଉଛି କି ରାଜ୍ୟରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବୋକାରୋ, ରାଞ୍ଚି ଓ ଗିରିହିଡ ଜିଲାରେ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ହାଇ ଆଲର୍ଟରେ…
‘ଆମ ସରକାର ଭାଙ୍ଗି ଦିଅ, କେନ୍ଦ୍ର ସରକାର ତୁମ ଉପରେ ଖୁସି ହେବେ’
ପାଟନା,୨୮।୮: ବିହାରରେ ଜେଡିୟୁ ଭାଜପା ସହ ସମ୍ପର୍କ ଭାଙ୍ଗିବା ପରେ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ନୀତୀଶ କୁମାର ସରକାରଙ୍କ ପତନ ହେବାର ଭବିଷ୍ୟବାଣୀ ସେ କରିଥିବା ନିକଟରେ ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି କହିଥିଲେ। ଏହାର…
ସୋନାଲି ଫୋଗଟ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଡିଲର ଗିରଫ, ସଂଖ୍ୟା ୫କୁ ବୃଦ୍ଧି
ପଣଜୀ,୨୮ା୮: ଭାଜପା ନେତ୍ରୀ ସୋନାଲି ଫୋଗଟ୍ ହତ୍ୟା ମାମଲାରେ ଗୋଆ ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଡ୍ରଗ୍ସ ଡିଲର ବୋଲି ଜଣାପଡିଛି। ପୋଲିସ ଶନିବାର ରାତିରେ ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ଡିଲରଙ୍କୁ ମିଶାଇ…
ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ
ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୭ ଅକ୍ଟୋବରରେ ଭୋଟ ଗ୍ରହଣ…
ଦେଶବାସୀଙ୍କୁ ଏହି ଧାରାବାହିକ ଦେଖିବାକୁ ଅନୁରୋଧ କଲେ ମୋଦି
ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦୂରଦର୍ଶନରେ ‘ସ୍ବରାଜ-ଭାରତ କେ ସ୍ବତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକ ଦେଖିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…
‘ତେଜସ୍ବୀ ହାଫ୍ପ୍ୟାଣ୍ଟ୍ ପିନ୍ଧି ନ ଥିବାବେଳେ, ଲାଲୁଙ୍କ ରାଜ୍ୟରେ ହେଉଛି ରେଡ୍’
ପାଟନା,୨୮।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଦଳର ଅନେକ ନେତାଙ୍କ ଘରେ ସିବିଆଇ ଏବଂ ଇଡି ଦ୍ୱାରା ଚଢାଉ କରାଯାଇଛି। ଏହି ଚଢାଉ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ତଥା ଅନୁସନ୍ଧାନକାରୀ ସଂସ୍ଥା ଉପରେ…
ଗୁଜରାଟ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଆରମ୍ଭ ହୋଇଗଲା ଷଡଯନ୍ତ୍ର: ମୋଦି
କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍ଘାଟନ କରିଛନ୍ତି । ୨୦୦୧ରେ ଭୁଜରେ ହାଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହାରାଇଥିବା ୧୩ ହଜାର ଲୋକଙ୍କ ସ୍ମୃତିରେ ଏହି…
ଭକ୍ତଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିଲା: ୮ ମୃତ, ୩୭ ଆହତ
ଡେରାଡୁନ,୨୮।୮:ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। କିଚ୍ଛା ନିକଟରେ ଭକ୍ତଙ୍କ ନେଇଯାଉଥିବା ଏକ ଗାଡି ଓଲଟି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଉଦହମ ସିଂ ନଗର ଜିଲା ନିକଟରେ ଏହି…
ଅନୁମାନଠାରୁ ଅଧିକ ଅଞ୍ଚଳକୁ ବ୍ୟାପିଗଲା ଧୂଳି ଧୂଆଁ
ନୋଏଡା,୨୮ ।୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ଥିବା ଏମରାଲ୍ଡ କୋର୍ଟର ଟ୍ୱିନ ଟାୱାରକୁ ରବିବାର ଦିନ ପ୍ରାୟ ୨ଟା ୩୦ରେ ମାଟିରେ ମିଶାଇ ଦିଆଯାଇଛି । ଏଥିପାଇଁ ବନ୍ଦ ଥିବା ନୋଏଡା-ଗ୍ରେଟର ନୋଏଡା ହାଇୱେକୁ ସାଧାରଣ…
ଅପେକ୍ଷାର ହେଲା ଅନ୍ତ, ଶେଷରେ ମାଟିରେ ମିଶିଲା ଟ୍ୱିନ ଟାୱାର
ନୋଏଡା,୨୮ ।୮: ସମସ୍ତ ପ୍ରସ୍ତୁତି ପରେ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ଉତ୍ତର ପ୍ରଦେଶରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର । ଆଖି ପୁଛୁଳାକେ ମାତ୍ର ୮ ସେକେଣ୍ଡରେ ମାଟିରେ ମିଶିଗଲା ଏହି ଉଚ୍ଚ ଅଟ୍ଟାଳିକା…
ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକା ହାତାହାତି
ମୁମ୍ବାଇ,୨୮ା୮: ଜଣେ ପ୍ରେମିକଙ୍କୁ ନେଇ ଦୁଇ ପ୍ରେମିକାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ତାହା ପୁଣି ଜନଗହଳି ପୂର୍ଣ୍ଣ ସ୍ଥାନରେ। ଏହା ପରେ ପ୍ରେମିକ ଜଣକ ଚତୁରତାର କାମ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହାରାଷ୍ଟ୍ରର ପୈଠାନ ଜିଲାରେ ଜଣେ…
Archives


