ଜାତୀୟ

କଂଗ୍ରେସକୁ ଯିବା ବଦଳରେ କୂଅକୁ ଡେଇଁବା ଭଲ, ବନ୍ଧୁଙ୍କ ପରାମର୍ଶରେ ଗଡ଼କରୀଙ୍କ ଉତ୍ତର…

ନାଗପୁର, ୨୯।୮ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ତାଙ୍କୁ ଜଣେ ବନ୍ଧୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ…

୨୦୨୧ରେ ସର୍ବାଧିକ ଆତ୍ମହତ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ…

ନୂଆଦିଲ୍ଲୀ, ୨୯।୮ : ଦେଶରେ ୨୦୨୧ରେ ଘଟିଥିବା ଆତ୍ମହତ୍ୟା ନେଇ ପରିସଂଖ୍ୟାନ ପ୍ରକାଶିତ ହୋଇଛି। ଏନସିଆରବିର ନୂତନ ରେକର୍ଡ ଅନୁଯାୟୀ, ୨୦୨୧ ମସିହାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ…

୮୫ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮୫ ହଜାର…

ପିନାକର କ୍ଷମତା ବଢୁଛି, ଚାଇନା-ପାକିସ୍ତାନ ଚିନ୍ତାରେ…

ନୂଆଦିଲ୍ଲୀ,୨୯।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପିନାକ ରକେଟର କ୍ଷମତା କ୍ରମାଗତ ଭାବରେ ବୃଦ୍ଧି କରାଯାଉଛି। ଓଡ଼ିଶାର ବାଲେଶ୍ୱର ଏବଂ ରାଜସ୍ଥାନର ପୋଖରାନରେ ପିନାକର ବର୍ଦ୍ଧିତ କ୍ଷମତା ପରୀକ୍ଷା କରାଯାଇଥିଲା।…

ଆକ୍ସନରେ ମୁଖ୍ୟ ବିଚାରପତି, ପ୍ରଥମଦିନରେ ୯୦୦ ଆବେଦନକୁ କଲେ ସୂଚିବଦ୍ଧ

ନୂଆଦିଲ୍ଲୀ,୨୯ ।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର କାର୍ଯ୍ୟଭାର ଗ୍ରହଣ କରିବେ ଜଷ୍ଟିଶ ୟୁ ୟୁ ଲଳିତ । ପ୍ରଥମଦିନରେ ହିଁ ସେ ୯୦୦ରୁ ଅଧିକ ଆବେଦନକୁ ସୂଚିବଦ୍ଧ କରି ଏକ ପ୍ରଭାବଶାଳୀ ପ୍ରଦର୍ଶନ ନିର୍ଦ୍ଧାରିତ କରିଛନ୍ତି । ଏହି…

‘ଭାଜପାକୁ ହଟାଇଲେ ଗଣତନ୍ତ୍ର ତିଷ୍ଠିବ’

ଲକ୍ଷ୍ନୌ, ୨୯ା୮: କେନ୍ଦ୍ରର ଭାଜପା ସରକାର ଦେଶକୁ ବରବାଦ୍‌ କରୁଛି। ବିକାଶ ପରିବର୍ତ୍ତେ ଦେଶକୁ ପଛକୁ ଟାଣୁଛି। ଗୈରିକ ଦଳକୁ କ୍ଷମତାରୁ ହଟାଇବା ପାଇଁ ଜନସାଧାରଣ ପ୍ରସ୍ତୁତ ହେଲେଣି। ଆଉ କେତୋଟି ନିର୍ବାଚନ ପରେ ଭାଜପା କ୍ଷମତାଚ୍ୟୁତ ହେବ ବୋଲି ରବିବାର…

ସଖୀକଣ୍ଢେଇ ଅଧ୍ୟକ୍ଷ ହେଲେ କଂଗ୍ରେସ ତିଷ୍ଠିବ ନାହିଁ: ଚଭନ

ନୂଆଦିଲ୍ଲୀ,୨୯।୮ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହୋଇଥିବାବେଳେ ଯଦି ଜଣେ ସଖୀକଣ୍ଢେଇକୁ ଅଧ୍ୟକ୍ଷ ପଦରେ ବସାଇ ଦିଆଯାଏ, ତେବେ ଦଳ ତିଷ୍ଠିବ ନାହିଁ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ ରବିବାର ସତର୍କ କରାଇ…

ହେମନ୍ତଙ୍କ ବୋଟ୍‌ ପିକ୍‌ନିକ୍‌କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ,୨୯।୮ : ଖଣି ଲିଜ୍‌ ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ସୁପାରିସ କରିଥିବାବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ରାଜ୍ୟ ରାଜନୀତିରେ ସଙ୍କଟ ଦେଖାଦେଇଥିବାବେଳେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ…

କୃଷକ ଆନ୍ଦୋଳନର ନେତୃତ୍ୱ ନେବେ କେସିଆର୍‌

ହାଇଦ୍ରାବାଦ, ୨୯ା୮: କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବିରୋଧରେ ପୁଣି ଏକ ଜାତୀୟ ଆନ୍ଦୋଳନ ମୁଣ୍ଡ ଟେକୁଛି। କୃଷି କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ଗ୍ରାମରୁ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ…

କୁପୋଷଣ, ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୯।୮(ପି.ଟି.): ଦେଶରୁ କୁପୋଷଣ ଦୂର କରିବା ଏବଂ ଜଳ ସଂରକ୍ଷଣ ବଢ଼ାଇବା ଉପରେ ସାମାଜିକ ସଚେତନତାର ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜୋର୍‌ ଦେଇଛନ୍ତି। ଏଥିସହିତ ଇଣ୍ଟରନେଟ ସଂଯୋଗର ପ୍ରସାରଣ ଦୁର୍ଗମ ଅଞ୍ଚଳ ବିଶେଷ କରି ଉତ୍ତରପୂର୍ବାଞ୍ଚଳରେ ନୂଆ…

ହାଇଦ୍ରାବାଦ ଆର୍କବିଶପ ହେଲେ ଭାଟିକାନ କାର୍ଡିନାଲ

ହାଇଦ୍ରାବାଦ,୨୯।୮: ହାଇଦ୍ରାବାଦର ଆର୍କବିଶପ ପୁଲା ଆନ୍ଥୋନୀ ଭାଟିକାନର କାର୍ଡିନାଲ ଭାବେ ଅବସ୍ଥାପିତ ହୋଇଛନ୍ତି। ଏଭଳି ପଦବୀ ପାଇବାରେ ଆନ୍ଥୋନୀ ପ୍ରଥମ ତେଲୁଗୁ ଏବଂ ପ୍ରଥମ ଦଳିତ ବ୍ୟକ୍ତି। ଏଥିପାଇଁ ଭାଟିକାନ ସିଟିରେ ଥିବା ସେଣ୍ଟ ପିଟର୍ସ ବାସିଲିକାରେ ଶନିବାର ଅନୁଷ୍ଠିତ ଉତ୍ସବରେ…

‘ବିସ୍ଫୋରଣ ବଟନ୍‌ ଦବାଇବା ପରେ କାନ୍ଦିଥିଲି’

ନୋଏଡା, ୨୯ା୮: ଉତ୍ତରପ୍ରଦେଶର ନୋଏଡାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ବିସ୍ଫୋରଣ ଦାୟିତ୍ୱ ନେଇଥିବା ଏଡିଫିସ୍‌ ଇଞ୍ଜିନିୟରିଂ କମ୍ପାନୀର ଜଣେ ଅଧିକାରୀ ଚେତନ ଦତ୍ତ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ପ୍ରାୟ ୧୦୦ ମିଟର ଉଚ୍ଚ ଅଟ୍ଟାଳିକାରେ ବିସ୍ଫୋରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri