Advertisement
Posted inଜାତୀୟ

ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମଦାବାଦ, ୧ା୧୧: ମୋରବି ସହର ସ୍ଥିତ ମାଛୁ ନଦୀରେ ଥିବା ଝୁଲାପୋଲ ଭାଙ୍ଗିବା ଯୋଗୁ ରାଜକୋଟର ଭାଜପା ଏମ୍‌ପି ମୋହନ କୁନ୍ଦରିଆଙ୍କ ପରିବାରର ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଶିଶୁ, ୪ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ରବିବାର ତାଙ୍କ ବଡ଼ଭାଇଙ୍କ ସମ୍ପର୍କୀୟମାନେ ଏହି ପର୍ଯ୍ୟଟନସ୍ଥଳୀକୁ ଯାଇଥିଲେ। ବଡ଼ ଭାଇଙ୍କ ଶଳାଙ୍କ ୪ ଝିଅଙ୍କ ସହ ୩ ଜଣଙ୍କ ସ୍ବାମୀ ରହିଥିଲେ। ସେମାନେ ନିଜ ୫ ପିଲାଙ୍କୁ ସେଠାକୁ ବୁଲାଇବାକୁ ନେଇଥିଲେ। ଏଥିପାଇଁ ଯିଏ ବି ଦାୟୀ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ବଦଳିଲା ରାଜନୈତିକ ସମିକରଣ: ଭାଜପା ହୋଇପାରେ ଗେମ ଚେଞ୍ଜର, ୭୭ ଆସନରେ ପଡିପାରେ ପ୍ରଭାବ

ଚଣ୍ଡିଗଡ,୨୦ ।୧୧: ଗୁରୁପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ପଞ୍ଜାବ ରାଜନୀତିର ସମିକରଣ...

ଏକ ଭାଷା-ଏକ ସଂସ୍କୃତି-ଏକ ଧର୍ମ ଲାଗୁ କରିବାକୁ ଚାହୁଁଥିବା ଲୋକେ ଦେଶର ପ୍ରକୃତ ଶତ୍ରୁ, କହିଲେ ଷ୍ଟାଲିନ୍‌…

ଚେନ୍ନାଇ, ୩୧।୭ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଭାରତ ଉପରେ ଗୋଟିଏ ଭାଷା, ଗୋଟିଏ ଧର୍ମ ଏବଂ ଗୋଟିଏ ସଂସ୍କୃତି ଲାଗୁ...

ବ୍ରାହ୍ମଣ ଭୋଟ୍‌କୁ ମାୟାବତୀଙ୍କ ଲୋଭ

ଲକ୍ଷ୍ନୌ,୧୯ା୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରାହ୍ମଣଙ୍କ ଭୋଟକୁ ଲୋଭ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଗଣମାଧ୍ୟମକୁ ସୂଚନା...

କେଦାରନାଥରେ ପ୍ରଥମ ତୁଷାରପାତ

ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ...

ଶାହା-ମମତା ବାକ୍‌ଯୁଦ୍ଧ

କୋଲକାତା, ୧୦ା୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାହା...

୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର,୯।୩: ଆସନ୍ତା ୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଖେଳ ମହାକୁମ୍ଭ- ୨୦୨୨କୁ ପ୍ରଧାନମନ୍ତ୍ରୀ...

୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ

ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪...

ତାମିଲନାଡୁ ଅକ୍ସିଜେନ ଉତ୍ପାଦନ କଲେ ଆପତ୍ତି ନାହିଁ

ନୂଆଦିଲ୍ଲୀ,୨୪ା୪: ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ତାମିଲନାଡୁ ସରକାର ଅକ୍ସିଜେନ ଉତ୍ପାଦନ ପାଇଁ ବେଦାନ୍ତର ଟୁଟିକୋରିନ ପ୍ଲାଣ୍ଟକୁ କାହିଁକି ହାତକୁ ନେଇପାରିବେ ନାହିଁ ବୋଲି ଶୁକ୍ରବାର...

Advertisement
Archives

Model This Week