ଲୋକ ସଭାରେ ଆଣ୍ଟାର୍କଟିକ୍ ବିଲ୍ ଗୃହୀତ
ନୂଆଦିଲ୍ଲୀ,୨୩ା୭: ନିକଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରିଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଏବଂ ଦରବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ଏହି ଦୁଇ ପ୍ରସଙ୍ଗରେ ଉଭୟ ଲୋକ ସଭା ଓ…
ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ
ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ ନାମାଙ୍କନ…
କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଥିରୁଭାନ୍ତପୁରମ,୨୨।୭: କରୋନା ପରେ ଏବେ ଦେଶରେ ମଙ୍କିପକ୍ସ ଚିନ୍ତା ବଢ଼ାଇବାରେ ଲାଗିଛି। ଶୁକ୍ରବାର କେରଳରୁ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, କେରଳର ମଲ୍ଲପୁରମରେ ରହୁଥିବା ଜଣେ ୩୫ବର୍ଷୀୟ ବ୍ୟକ୍ତି ଚଳିତ ମାସ ଆରମ୍ଭ ଅର୍ଥାତ୍ ଜୁଲଇ ୬ରେ…
ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା ଫଳ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୭(ବ୍ୟୁରୋ): ସିବିଏସ୍ଇ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.cbse.nic.in ଓ୍ବେବ୍ସାଇଟ୍ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍ ହାର ରହିଛି। ୨୧,୦୯,୨୦୮ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨୦,୯୩,୯୭୮…
କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଶୁଳ୍କରୁ ୬ ବର୍ଷରେ ଆୟ କରିଛନ୍ତି ୧୬ ଲକ୍ଷ କୋଟି…
ନୂଆଦିଲ୍ଲୀ,୨୨।୭ : ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟ ସଭା ଏମ୍ପି ରାଘବ ଚଢ଼ା କହିଛନ୍ତି ଯେ ମୁଁ ପ୍ରଶ୍ନ ପଚାରିଥିଲି ଯେ ୬ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଅବକାରୀ ଶୁଳ୍କର ସରକାର କେତେ ରୋଜଗାର କରିଛନ୍ତି? ଏହାର ଉତ୍ତରରେ…
ପବିତ୍ର କାଲି ବେନ୍ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ
ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ସେ ଡାକ୍ତରଖାନାରୁ ଡିସ୍ଚାର୍ଜ…
କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ ହଜ୍ ହାଉସ୍ ରଖିଲେ ବଜରଙ୍ଗ ଦଳ…
ଅହମଦାବାଦ,୨୨।୭ : କିଛି ବଜରଙ୍ଗ ଦଳର କର୍ମକର୍ତ୍ତା ଶୁକ୍ରବାର ଗୁଜୁରାଟ କଂଗ୍ରେସ ରାଜ୍ୟ ମୁଖ୍ୟାଳୟ ଭବନରେ ପୋଷ୍ଟର ଲଗାଇଛନ୍ତି। ସେଥିରେ ପାର୍ଟି କାର୍ଯ୍ୟାଳୟର ନାମ ହଜ ହାଉସରେ ପରିବର୍ତ୍ତନ କରାଯାଇଛି। ବଜରଙ୍ଗ ଦଳର ସହଯୋଗୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କହିଛି…
ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡକୁ କମାଇ ହେବ କି? ସୁପ୍ରିମ୍କୋର୍ଟ ନୋଟିସ ଜାରି କଲେ…
ନୂଆଦିଲ୍ଲୀ,୨୨।୭ : ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ କ୍ଷେତ୍ରରେ ବ୍ୟକ୍ତିଗତ ସୁରକ୍ଷା ଅଧିକାର ଅଧାରରେ ଏହାର ସମୟ ସୀମାକୁ କମ୍ କରାଯାଇ ପାରିବ କି ବୋଲି ଦର୍ଶାଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏକ ନୋଟିସ ଜାରି ହୋଇଛି। ମଧ୍ୟପ୍ରଦେଶ…
ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି-ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ଏସ୍ସି…
ନୂଆଦିଲ୍ଲୀ,୨୨।୭ : ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି ଏବଂ ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ(ଏସ୍ସି) ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯଦି ପବ୍ଲିସିଟି ଚାହୁଁଛନ୍ତି ତେବେ…
ଓମ୍ ପ୍ରକାଶଙ୍କୁ ମିଳିଲା ଓ୍ବାଇ ସୁରକ୍ଷା
ଲକ୍ଷ୍ନୌ,୨୨।୭: ଉତ୍ତରପ୍ରଦେଶର ଜହୁରାବାଦର ବିଧାୟକ ତଥା ଏସ୍ବିଏସ୍ପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ୍ ପ୍ରକାଶ ରାଜଭରଙ୍କୁ ‘ଓ୍ବାଇ’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୟୁପି ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସୁରକ୍ଷା ତାଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ତଥା ରାଷ୍ଟ୍ରପତି ଫଳାଫଳ ଦିନ ହିଁ…
ମକା ଦାମ୍ ଶୁଣି ମନ୍ତ୍ରୀ ଆଶ୍ଚର୍ଯ୍ୟ
ଭୋପାଳ,୨୨।୭: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ମାଣ୍ଡଲାର ଏମ୍ପି ଫଗାନ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଗୋଟିଏ ମକାର ମୂଲ୍ୟ ୧୫ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତେ…
ପୁଣି ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ, ଅବକାରୀ ନୀତିର ହେବ ସିବିଆଇ ଯାଞ୍ଚ୍…
ନୂଆଦିଲ୍ଲୀ,୨୨।୭ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳବିନୟ କୁମାର ସାକ୍ସେନାଙ୍କ ମଧ୍ୟରେ ବିବାଦର ଥମିବାର ନା ଧରୁନି। ପୁଣି ଥରେ ଏହି ଦୁଇଜଣ ମୁହାଁମୁହିଁ ଠିଆ ହୋଇଛନ୍ତି। ଶୁକ୍ରବାର ଉପରାଜ୍ୟପାଳ କେଜ୍ରିୱାଲ ସରକାରଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି।…
Archives


