ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢିଲା ସିଏନଜି-ପିଏନଜି ଦାମ
ନୂଆଦିଲ୍ଲୀ,୮ ।୧୦: ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ ଝଟକା ଲାଗିଛି । ଆଇଜିଏଲ ଦ୍ୱାରା ସିଏନଜିର ଦାମ କିଲୋପିଛା ୩ ଟଙ୍କା ବୃଦ୍ଧି ହୋଇଛି । ସେହିଭଳି ପିଏନଜିର ଦାମ ବି ୩ ଟଙ୍କା ବଢିଛି । ଶନିବାରଠାରୁ ଏହି ବର୍ଦ୍ଧିତ…
ଓଲା-ଉବର-ରାପିଡୋକୁ ଝଟ୍କା: ଏହି ରାଜ୍ୟରେ ଅଟୋ ସେବାକୁ ବେଆଇନ ଘୋଷଣା ସହ ୩ ଦିନରେ ବନ୍ଦ କରିବାକୁ ନିର୍ଦ୍ଦେଶ
ବେଙ୍ଗାଲୁରୁ,୭।୧୦: ଆପ୍ ଭିତ୍ତିକ କ୍ୟାବ୍ କମ୍ପାନୀ ଓଲା, ଉବର ଏବଂ ରାପିଡୋ ଲାଗିଛି ବଡ ଝଟ୍କା। ଏହି କମ୍ପାନୀଗୁଡ଼ିକୁ ତିନି ଦିନ ମଧ୍ୟରେ କର୍ନାଟକରେ ସେମାନଙ୍କର ଅଟୋ ସେବା ବନ୍ଦ କରିବାକୁ ହେବ। କାରଣ ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ବେଆଇନ ଘୋଷଣା…
ପ୍ରଶ୍ନ କରି ଟାର୍ଗେଟ କଲେ ଓଓ୍ବାଇସି: କ’ଣ ଜିନପିଙ୍ଗଙ୍କୁ ମୋଦି ଡରୁଛନ୍ତି…
ନୂଆଦିଲ୍ଲୀ,୭।୧୦: ଜିନ୍ଜିଆଙ୍ଗରେ ଚାଇନା ସରକାରଙ୍କ ମାନବାଧିକାର ଉଲ୍ଲଂଘନ ମାମଲାରେ ୟୁଏନ୍ଏଚ୍ଆର୍ସିରେ ମତଦାନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। କଂଗ୍ରେସ…
ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଘୁଞ୍ଚିଲା, ୧୧ ଅକ୍ଟୋବରରେ ପରବର୍ତ୍ତି ଶୁଣାଣି
ନୂଆଦିଲ୍ଲୀ,୭ ।୧୦: କୋର୍ଟରେ ଶୁକ୍ରବାର ହେବାକୁ ଥିବା ଜ୍ଞାନବ୍ୟାପୀ ମାମଲାର ଶୁଣାଣିକୁ ୧୧ ଅକ୍ଟୋବରକୁ ଘୁଞ୍ଚାଇ ଦିଆଯାଇଛି । ଶିବଲିଙ୍ଗର କାର୍ବନ ଡେଟିଂଗର ଦାବିକୁ ନେଇ ଶୁକ୍ରବାର ଶୁଣାଣି ହେବାର ଥିଲା । ହେଲେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇଛନ୍ତି ।…
ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ
ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ ଅପେକ୍ଷା ଆଉ ଟିକେ ଆକ୍ଟିଭ ହୋଇଯାଇଛନ୍ତି । ଏହାସହ ସେ ବିଭିନ୍ନ ପ୍ରସଙ୍ଗକୁ ବି…
ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା
ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ମଦ୍ରାସାରେ ଉତ୍ତ୍ୟକ୍ତ ଲୋକେ ପ୍ରବେଶ କରି ପୂଜା କରିବା ସହ ସ୍ଲୋଗାନ ଦେଉଥିବା ସୋସିଆଲ…
ଜଣେ ବ୍ୟକ୍ତି ଗୋଟିଏ ସିଟ୍ରୁ ହିଁ ଲଢ଼ିପାରିବେ ନିର୍ବାଚନ
ନୂଆଦିଲ୍ଲୀ,୭ା୧୦: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ନିର୍ବାଚନ…
ସିଟ୍କୁ ନେଇ କେଶ ଧରାଧରି ହେଲେ ଦୁଇ ମହିଳା
ମୁମ୍ବାଇ,୭ା୧୦: ମୁମ୍ବାଇର ଲୋକାଲ ଟ୍ରେନର ମହିଳା ବିଭାଗରେ ସହ-ଯାତ୍ରୀଙ୍କ ମଧ୍ୟରେ ଗୁରୁବାର ପ୍ରବଳ ଝଗଡ଼ା ଦେଖିବାକୁ ମିଳିଥିଲା। ଯେଉଁଥିରେ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଥାନେ-ପାନଭେଲ ସ୍ଥାନୀୟ ଟ୍ରେନର…
ଦେଶରେ ୨ ହଜାର ତଳେ କରୋନା ସଂକ୍ରମଣ
ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୯୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…
ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ଗୁରୁଗ୍ରାମ,୭।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଳାୟମଙ୍କର କିଡନୀ ସଂକ୍ରମଣର ସମସ୍ୟା ଆହୁରି ବଢିଯାଇଛି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଶୁକ୍ରବାର ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ଡାକ୍ତରଖାନାରେ…
ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର
ନୂଆଦିଲ୍ଲୀ,୭।୧୦: ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି। ଜଷ୍ଟିସ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ନୂତନ ସିଜେଆଇର…
ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା
ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ କହିଛି ଭାରତରେ ପ୍ରସ୍ତୁତ କରାଯାଇଥିବା ୪ କୋଲ୍ଡ ଓ କଫ୍…
Archives


