Advertisement
Posted inଜାତୀୟ

ନୀତୀଶଙ୍କ ଦଳରେ ଫାଟ, ଭାଜପା ଯୋଗାଯୋଗରେ ଜେଡ଼ିୟୁର ବହୁ ବିଧାୟକ: ସୁଶୀଲ ମୋଦି…

ଗୋପାଳଗଞ୍ଜ,୧।୧୧: ଗୋପାଳଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିଲା। ଗ୍ରାଣ୍ଡ ଆଲାଇନ୍ସ ଏବଂ ଏନଡିଏର ବହୁ ବଡ ନେତା ଏକ ରାଲି କରି ଭୋଟ ପାଇଁ ଅନୁରୋଧ କରିଥିଲେ। ଗୋପାଳଗଞ୍ଜରୁ ଭାଜପା ପ୍ରାର୍ଥୀ କୁସୁମ ଦେବୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ପହଞ୍ଚିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ ନୀତୀଶ କୁମାର ଭୟ କରୁଛନ୍ତି ଯେ ଯଦି ସେ ତାଙ୍କ ପାର୍ଟିକୁ ଆରଜେଡି ସହିତ ମିଶ୍ରଣ ନକରନ୍ତି ତେବେ ତାଙ୍କ ଦଳ ଭାଙ୍ଗିଯିବ।
ସୁଶୀଲ ମୋଦୀ କହିଛନ୍ତି ଯେ ଯଦି ଜେଡ଼ିୟୁର ବିଧାୟକମାନେ ଭାଜପାରେ ଯୋଗଦେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସ୍ବାଗତ କରାଯିବ। କାରଣ ଏପରି ଅନେକ ଜେଡିୟୁ ନେତା ଅଛନ୍ତି ଯେଉଁମାନେ ଭଲ କାମ କରିଛନ୍ତି । ସୁଶୀଲ ଏହା ମଧ୍ୟ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଜେଡିୟୁ ନେତା ଓ ବିଧାୟକ ଅଛନ୍ତି ଯେଉଁମାନେ ଭଜପା ସହିତ ଯୋଗଯୋଗରେ ଅଛନ୍ତି। ଏବେ ଜେଡ଼ିୟୁରେ ଫାଟ ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର ଜେଡ଼ିୟୁ ନେତା ଓ ବିଧାୟକମାନେ ଭାଜପାରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଚିହ୍ନଟ: ବିଶେଷଜ୍ଞ ଦେଲେ ଚେତାବନୀ

ନୂଆଦିଲ୍ଲୀ,୧୭।୧୦: ଦେଶରେ କୋଭିଡ୍‌ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଭାରତରେ ଓମିକ୍ରନ୍‌ର ଆଉ ଏକ...

ପ୍ରଧାନମନ୍ତ୍ରୀ ପଞ୍ଜାବର ଅପମାନ କରିଛନ୍ତି: ସିଦ୍ଧୁ

ଚଣ୍ଡିଗଡ଼,୭ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଲଗାତାର ଭାବେ ରାଜନୈତିକ ସରଗରମ ଲାଗି ରହିଛି । ଇତିମଧ୍ୟରେ ଶୁକ୍ରବାର ପଞ୍ଜାବ ପ୍ରଦେଶ...

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ...

ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ...

ବିବାହ କରିବାକୁ ମନା କରିଦେବାରୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୧୧।୬: ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍‌ ମାଡ଼ କରିଥିବା ଜଣାପଡିଛି। ମହିଳା ଜଣକ ଗୁରୁତର...

ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ରାଜଧାନୀରେ ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ୍‌: ୨ ଘଣ୍ଟାରେ ପହଞ୍ଚିବ ଘରେ …

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ...

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌...

Advertisement
Archives

Model This Week