ଜାତୀୟ

ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ, ୨ ନଭେମ୍ବରରେ ଦେଇଥିଲେ ଶେଷ ଭୋଟ

କିନ୍ନୋର,୫ ।୧୧: ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କର ଶନିବାର ସକାଳେ ପରଲୋକ ହୋଇଛି । ହିମାଚଳ ପ୍ରଦେଶର କିନ୍ନୋର ନିବାସୀ ନେଗି ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ହିମାଚଳ ପ୍ରଦେଶ…

ଦେଢ ମାସରେ ଚତୁର୍ଥଥର ହିମାଚଳ ଗସ୍ତରେ ମୋଦି

ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥାତ୍ ୫ ନଭେମ୍ବରକୁ ହିମାଚଳ ପ୍ରଦେଶର ଦୁଇଟି ସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ । ସେଡ୍ୟୁଲ ଅନୁଯାୟୀ, ମୋଦି ଦିନ ୧ଟା ବେଳେ ମଣ୍ଡି ଜିଲାର ସୁନ୍ଦର ନଗରରେ ରାଲିକୁ ସମ୍ବୋଧନ…

ସୁକେଶଙ୍କ ଲାଞ୍ଚ ଅଭିଯୋଗ ପରେ ତିହାର ଜେଲ ଡିଜିଙ୍କ ବଦଳି

ନୂଆଦିଲ୍ଲୀ,୫ା୧୧: ତିହାର ଜେଲରେ ଥିବା କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଏଏପି ନେତା ସତ୍ୟେନ୍ଦ୍ର ଜୈନ ୨୦୧୯ରେ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ ଆଣିବା ପରେ ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି…

ପରିବାରର ୪ ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା

ଯୋଧପୁର,୫ା୧୧: ରାଜସ୍ଥାନର ଯୋଧପୁରରେ ଜଣେ ୩୮ ବର୍ଷୀୟ ଯୁବକ ଶୁକ୍ରବାର ତାଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଲାଲ୍‌ ନାମକ ଯୁବକ କ୍ଷେତରେ କାମ କରୁଥିବା ତାଙ୍କ ବାପା ସୋନାରାମ (୬୫)ଙ୍କୁ କୁରାଢ଼ିରେ ହାଣି…

୧୦ରେ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୫ା୧୧: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ନଡ଼ା ପୋଡ଼ି ଉପରେ ସାନି ଗାଇଡ୍‌ଲାଇନ ଜାରି ନିମନ୍ତେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଆସନ୍ତା ୧୦ ତାରିଖରେ ଏହାର…

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଇଡି ଚଢ଼ାଉ

ରାଞ୍ଚି/କୋଲକାତା,୫ା୧୧(ପି.ଟି.): ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅନେକ ସ୍ଥାନରେ ଏକସଙ୍ଗେ ଚଢ଼ାଉ କରିଛି। ଏହି ଦୁଇ ରାଜ୍ୟରେ ଜାଲ୍‌ କାଗଜପତ୍ରରେ ପ୍ରତିରକ୍ଷା ଜମି ବିକ୍ରି ଅଭିଯୋଗ ହୋଇଥିଲା। ଇଡି ଅଧିକାରୀମାନେ ରାଞ୍ଚତ୍…

ବସ୍‌-ଏସ୍‌ୟୁଭି ଧକ୍କାରେ ୧୧ ମୃତ

ଭୋପାଳ,୫ା୧୧: ମଧ୍ୟପ୍ରଦେଶର ବେଟୁଲ୍‌ ଜିଲାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ। ସେମାନେ ଏସ୍‌ୟୁଭିରେ ମହାରାଷ୍ଟ୍ରର ଅମରାବତୀରୁ ଫେରୁଥିବାବେଳେ ଭୋର ସମୟରେ ବେଟୁଲ ଜିଲାର ଝାଲର ନିକଟରେ ଦୁର୍ଘଟଣାର ସମ୍ମୁଖୀନ…

ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଗତ ଅକ୍ଟୋବର ୨୭ରେ ମସ୍କ ମାଲିକାନା ସ୍ବତ୍ୱ ହାତକୁ…

ମୁଖତାରଙ୍କ ପୁଅ ଅବ୍ୱାସ ଅଂସାରୀଙ୍କୁ ୯ ଘଣ୍ଟା ପଚରା ଉଚରା ପରେ ଗିରଫ କଲା ଇଡି

ଲକ୍ଷ୍ନୌ, ୫।୧୧: ମାଫିଆ ମୁଖତାର ଅଂସାରୀଙ୍କ ବିଧାୟକ ପୁଅ ଅବ୍ୱାସ ଅଂସାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ଇଡି ତା’ର ପ୍ରୟାଗରାଜ ଅଫିସରେ ଅବ୍ୱାସଙ୍କୁ ପ୍ରାୟ ୯ ଘଣ୍ଟାଧରି ପଚରା ଉଚରା କରିଥିଲା । ମୁଖତାର…

ଚାଇନା ପଠାଇଛି ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୫ା୧୧: ଓଡ଼ିଶା ଉପକୂଳର ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ, ଯାହାର ରେଞ୍ଜ ହେଉଛି ୨,୨୦୦ କି.ମି.। ଏହି ମିଶାଇଲ ଟେଷ୍ଟ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଚାଇନା ଏକ…

ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ

ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ ଯାଉଛି । ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଏନଟିଏର ୱେବସାଇଟ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ…

ଗୁଜରାଟ ବିଧାନସଭା ନିର୍ବାଚନ: ୪୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ,୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ୪୩ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଚର୍ଚ୍ଚିତ ନାମ ମଧ୍ୟରେ ପୋରବନ୍ଦରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?