Advertisement
Posted inଜାତୀୟ

ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ

ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ ଯାଉଛି । ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଏନଟିଏର ୱେବସାଇଟ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ ଅଥବା ଦ୍ଭଗ୍ଧବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରେ ଦେଖିପାରିବେ । ଏହି ସୂଚନା ୟୁଜିସି ନେଟର ଚେୟାରମ୍ୟାନ ଏମ ଜଗଦିଶ କୁମାର ଦେଇଛନ୍ତି ।
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଗୁରୁବାର ପରୀକ୍ଷାର୍ଥିଙ୍କ ପାଇଁ ଉତ୍ତର ପୁସ୍ତିକା ଜାରି କରିଥିଲା । ଚଳିତ ବର୍ଷ ପରୀକ୍ଷା ୪ଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ୯ ଓ ୧୨ ଜୁଲାଇରେ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ୨୦ ସେପ୍ଟେମ୍ବରରୁ ଆରମ୍ଭହୋଇ ୨୩ ସେପ୍ଟେମ୍ବରରେ ସରିଥିଲା । ତୃତୀୟ ପର୍ଯ୍ୟାୟ ୨୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ମଧ୍ୟରେ ଆୟୋଜିତ ହୋଥିଲା । ଶେଷ ପର୍ଯ୍ୟାୟର ପରୀକ୍ଷା ୮ ଅକ୍ଟୋବରରରୁ ୧୪ ଅକ୍ଟୋବର ମଧ୍ୟରେ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା...

ଟିକାକରଣ: ଭାରତ ବନାମ ଅବଶିଷ୍ଟ ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର କରୋନା ନିରୋଧୀ ଟିକାକରଣ ସଫଳତା ବଖାଣିବାକୁ ଯାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ...

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ...

ଏସ୍‌ଏଫ୍‌ଜେର ୪୦ ଓ୍ବେବ୍‌ସାଇଟ ବ୍ଲକ୍‌

ନୂଆଦିଲ୍ଲୀ,୬ା୭: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବେଆଇନ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ୪୦ ଓ୍ବେବ୍‌ସାଇଟ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବ୍ଲକ୍‌ କରିଦେଇଛି। ଆମେରିକାରେ...

ଶିବସେନାର କଂଗ୍ରେସକୁ ଉପଦେଶ: ଅମରିନ୍ଦର-ସିଦ୍ଧୁଙ୍କୁ ଖୋସାମଦ କଲେ ଲାଭ ନାହିଁ ଆବଶ୍ୟକ ଫୁଲ ଟାଇମ ଅଧ୍ୟକ୍ଷ

ମୁମ୍ବାଇ,୧ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ସାଙ୍ଗକୁ ସାରା ଦେଶରେ କଂଗ୍ରେସର ସ୍ଥିତି କିଛି ଭଲ ନ ଥିବା ବେଳେ ଏବେ ଦଳକୁ...

ଚଢ଼ାଉ ବେଳେ ପୋଲିସକୁ ଧରି ଛେଚିଲେ

ମୋତିହାରି,୭।୧୧: ବିହାରର ମୋତିହାରିରେ ଦୀପାବଳି ଦିନ ସନ୍ଧ୍ୟାରେ ଜଣେ ପୋଲିସ ଅଫିସରଙ୍କୁ ଏକ ଗୋଷ୍ଠି ବାନ୍ଧି ବାଡେଇଥିଲା। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ...

ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଲାଲକିଲାରେ ହେବ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୧ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ପ୍ରାୟ ୯ଟା ୧୫ରେ ନୂଆଦିଲ୍ଲୀର ଲାଲ କିଲାରେ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ...

Advertisement
Archives

Model This Week