୫ ରାଜ୍ୟରେ ସ୍ଥିତି ଅଣାୟତ୍ତ…
ନୂଆଦିଲ୍ଲୀ, ୨୫।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବସ ଦୁର୍ଘଟଣା: ୮ ମୃତ ଅନେକ ଆହତ
ବାରବାଙ୍କି,୨୫ ।୭: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡଧରଣର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ହାଇୱେରେ…
ସ୍ବାଧୀନତା ଦିବସ ପାଳନ ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା,ଲାଲକିଲ୍ଲାରେ ଲାଗିବ ଆଣ୍ଟି ଡ୍ରୋନ୍ ସିଷ୍ଟମ…
ନୂଆଦିଲ୍ଲୀ,୨୫।୭ : ଲାଲକିଲ୍ଲାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ସଂଗଠନ ଏକ ବଡ଼ ଘଟଣା ଧରଣର ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ଗୁପ୍ତ ସୂଚନା ମିଳିବା ପରେ ସତର୍କତା ଅବଲମ୍ବନ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବହୁସ୍ତରୀୟ ସୁରକ୍ଷା…
ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଦ୍ରୌପଦୀ
ନୂଆଦିଲ୍ଲୀ,୨୫ ।୭: ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ସକାଳୁ ସକାଳୁ ରାଜଘାଟ…
ବୈଷୟିକ ତ୍ରୁଟି ଯାଞ୍ଚ୍ ପାଇଁ ବିମାନ କମ୍ପାନୀଗୁଡ଼ିକର ସ୍ବତନ୍ତ୍ର ଅଡ଼ିଟ ଆରମ୍ଭ କଲା ଡିଜିସିଏ…
ନୂଆଦିଲ୍ଲୀ,୨୫।୭ : ଗତ କିଛି ଦିନ ଧରି ବିଭିନ୍ନ ବୀମାନ କମ୍ପାନୀର ବିମାନରେ ଉଡ଼ାଣ ସମୟରେ ନାନା ପ୍ରକାର ବୈଷୟିକ ତ୍ରୁଟି ନେଇ ଖବର ପ୍ରକାଶ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।…
ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନାହିଁ ନୀତୀଶ
ପାଟନା,୨୫ ।୭: ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦ ପାଇଁ ଦ୍ରୌପଦୀ ମୁର୍ମୁ ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ସକାଳ ପ୍ରାୟ ୧୦ଟା ୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ ।…
ମଣିପୁର-ନେପାଳରେ ଭୂକମ୍ପ…
ଇମ୍ଫାଲ/କାଠମାଣ୍ଡୁ,୨୫।୭ : ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଜାତୀୟ ଭୂଗବେଷଣା ନ୍ଦ୍ରେ ପକ୍ଷରୁ ସୂଚନା ପ୍ରଦାନ…
ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯିବ
କୋଲକାତା, ୨୫ା୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍ଏସ୍ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯିବ। ପାର୍ଥଙ୍କ ସ୍ବାସ୍ଥ୍ୟ ବିିଗିଡ଼ିଯିବା ପରେ ରବିବାର କାଲ୍କାଟା ହାଇକୋର୍ଟ ଏହି…
ସେକ୍ସ ରାକେଟ ଚଳାଉଥିଲେ ଭାଜପା ନେତା
ନୂଆଦିଲ୍ଲୀ, ୨୫ା୭: ମେଘାଳୟ ଭାଜପା ଉପାଧ୍ୟକ୍ଷ ବର୍ନାର୍ଡ ଏନ୍. ରିମ୍ପୁ ମରାକ୍ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଓ୍ବେଷ୍ଟଗାରୋ ହିଲ୍ସ ଜିଲା ସଦର ମହକୁମା ତୁରା ସ୍ଥିତ ଏକ ଫାର୍ମ ହାଉସ୍ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଛି। ମରାକ୍ ସେଠାରେ ଗଣିକାଳୟ…
ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ରଣା
ନୂଆଦିଲ୍ଲୀ,୨୫ା୭: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ଶାସିତ ୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ…
ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା
ମୁମ୍ବାଇ,୨୫ା୭: ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ ଆୟକର ବିଭାଗରୁ ସେ ପାଇବାକୁ ଥିବା ‘ସମ୍ମାନ ପତ୍ର’କୁ ତାଙ୍କ ଟିମ୍ ଗ୍ରହଣ କରିଛି।…
ଏଲ୍ଏସି ଉପରେ ଚାଇନା ନଜର
ନୂଆଦିଲ୍ଲୀ,୨୫ା୭: ଭାରତ-ଚାଇନା ମଧ୍ୟରେ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ନଜର ରଖି ବେଜିଂ ବିବାଦୀୟ କ୍ଷେତ୍ର ଅକ୍ସାଇ ଚୀନ ଓ ପୂର୍ବ ଲଦାଖରେ ରାସ୍ତା ନିର୍ମାଣ ଯୋଜନା କରୁଛି। ଚାଇନା ଜି୨୧୯ ଅଧୀନରେ ଅକ୍ସାଇ ଚୀନ ରିଜିୟନ୍ରେ ଭିତ୍ତିଭୂମି…
Archives


