ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଜଗନ ମୋହନ-ଗୌତମ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ…
ନୂଆଦିଲ୍ଲୀ, ୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରେ ଏକ ମାମଲା ଦାୟର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର କୋର୍ଟ ଦ୍ୱାରା ଏହି ତିନିଜଣଙ୍କୁ…
ମଝି ଆକାଶରେ ଅଟୋ ପାଇଲଟ୍ ଖରାପ, ଅଧାବାଟରୁ ଫେରିଲା ସ୍ପାଇସ୍ଜେଟ୍…
ନୂଆଦିଲ୍ଲୀ, ୧।୯ : ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ପୁଣି ଥରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବାସ୍ତବରେ, ନୂଆଦିଲ୍ଲୀରୁ ନାସିକକୁ ଉଡ଼ାଣ କରୁଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟରେ ତ୍ରୁଟି ଯୋଗୁ ଅଧାବାଟରୁ ବିମାନଟି…
ଦାଉଦଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନ୍ଆଇଏ…
ନୂଆଦିଲ୍ଲୀ, ୧।୯ : ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମଙ୍କ ବିରୋଧରେ ଭାରତରେ କାର୍ଯ୍ୟ ତୀବ୍ର ହୋଇଛି। ପ୍ରକାଶ ଯେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍ଡ ଡନଙ୍କ…
କଂଗ୍ରେସକୁ ପୁଣି ଝଟ୍କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…
ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ ଏକ ବିବୃତ୍ତି ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦଳର…
ସଂକ୍ରମଣ ହାର ୨.୯୮ ପ୍ରତିଶତ…
ନୂଆଦିଲ୍ଲୀ, ୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ…
ରାଜନୀତି ଏତେ ଖରାପ ବୋଲି ଆଗରୁ ଜାଣିଥିଲେ କେବେ ବି ଏଠାକୁ ଆସି ନ ଥାନ୍ତି: ମମତା ବାନାର୍ଜୀ…
କୋଲକାତା, ୧।୯ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡ଼ି) ଡକାଇଛି। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏଜେନ୍ସିଗୁଡ଼ିକର ଡାକରାକୁ ଖୋଲା ହିଂସା…
ଆଜାଦ୍ କରୁଥିଲେ ଡ୍ରଇଁ ରୁମ୍ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …
ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ ମଧ୍ୟରେ କୌଣସି ଆଶଙ୍କା ନାହିଁ। ପୂର୍ବରୁ ପଞ୍ଜାବ ନ ଦାୟିତ୍ୱରେ ଥିବା ଆଶା କୁମାରୀଙ୍କ…
ପିଏଚଡି ପାଠ୍ୟକ୍ରମରେ ରିସର୍ଚ୍ଚ ପେପର ପ୍ରକାଶିତ କରିବା ଜରୁରୀ ନୁହେଁ…
ନୂଆଦିଲ୍ଲୀ,୧।୯ : ପିଏଚଡି କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏବେ ସେମାନଙ୍କ ଥେସିସ୍ର ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ହେବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏଚଡି ଶିକ୍ଷାର୍ଥୀମାନଙ୍କ ପାଇଁ ଯେକୌଣସି ପତ୍ରିକାରେ ଥେସିସ୍ ପ୍ରକାଶ ପାଇବା ବାଧ୍ୟତାମୂଳକ…
ମୁରୁଗା ମଠ ମହନ୍ତଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ, କର୍ନାଟକ ରାଜନୀତି ସରଗରମ
ବେଙ୍ଗାଲୁରୁ,୧ ।୯: କର୍ନାଟକ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ମୁୁରୁଗା ସରନାରୁଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ ହୋଇଛି । ଏହାପରେ କର୍ନାଟକ ରାଜନୀତି ହୋଇଛି ସରଗରମ । ଏମିତି ଅଭିଯୋଗକୁ ନେଇ ଥାନାରେ ଏଫଆଇଆର ଦିଆଯାଇଛି । ନ୍ୟୁଜ…
ଅଲ୍-କାଏଦା ଲିଙ୍କ୍: ମଦ୍ରାସା ଭଙ୍ଗାଗଲା
ଗୁଆହାଟୀ,୧।୯: ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ସହ ସମ୍ପର୍କ ରଖିଥିବା ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ମଦ୍ରାସାକୁ ରାଜ୍ୟ ସରକାର ବୁଧବାର ଭାଙ୍ଗି ଦେଇଛନ୍ତି। ଏହି ମଦ୍ରାସାଗୁଡ଼ିକ ଆତଙ୍କବାଦ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିବା ପରେ ମାସକ ମଧ୍ୟରେ ଆସାମ…
ସମୂହ ଆତ୍ମହତ୍ୟା ଅନୁମତି ମାଗିଲେ ଚାଷୀ
ଗୁରୁଗ୍ରାମ,୧। ୯: ହରିୟାଣା ମାନେସରରେ ସରକାରଙ୍କ ପକ୍ଷରୁ ୧,୮୧୦ ଏକର ଜମି ଅଧିଗ୍ରହଣ ବିରୋଧରେ ସ୍ଥାନୀୟ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ଚାଷୀମାନେ ବୁଧବାର ଡେପୁଟି କମିଶନର ନିଶାନ୍ତ କୁମାର ଯାଦବଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ସମୂହ…
ଭାଜପା ନେତ୍ରୀ ସୀମା ପାତ୍ର ଗିରଫ
ନୂଆଦିଲ୍ଲୀ,୧।୯: ଘରୋଇ ସହାୟିକାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ଅଭିଯୋଗରେ ବୁଧବାର ଗିରଫ ହୋଇଥିବା ଭାଜପା ନେତ୍ରୀ ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ପରେ ସୀମାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ…
Archives


