ଜାତୀୟ

୨୦୨୪ ଶେଷ ହେବା ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ: ନିତିନ ଗଡକରୀ

ନୂଆଦିଲ୍ଲୀ,୧୨।୧: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ୨୦୨୪ ଶେଷ ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି…

ନୁପୂରଙ୍କୁ ମିଳିଲା ଲାଇସେନ୍ସ

ନୂଆଦିଲ୍ଲୀ,୧୨।୧: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି। ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୁପୂର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।…

ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ମୃତ

ପାନିପତ,୧୨।୧: ହରିୟାଣାର ପାନିପତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ ୪ ଶିଶୁ ସାମିଲ ଅଛନ୍ତି। ଏହି ଘଟଣା ପାନିପତ ଜିଲାର ବିଚପାରି ଗ୍ରାମ ନିକଟ…

‘ଅଜ୍ଞାନୀ ଶିକ୍ଷାମନ୍ତ୍ରୀ, ନୀତୀଶ କୁମାର ଧ୍ରୁତରାଷ୍ଟ୍ର’, ରାମଚରିତ ମାନସ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ ଚୌବେ, କହିଲେ ତୁରନ୍ତ ଦିଅନ୍ତୁ ଇସ୍ତଫା

ପାଟନା,୧୨ ।୧: ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେଇ ଏବେ ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ସିଂ । ପ୍ରାୟ ସମସ୍ତ ରାଜନୈତିକ ଦଳ ତାଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀ…

ବାଳିକା ବିଦ୍ୟାପୀଠ ପୂର୍ବତନ ସେକ୍ରେଟାରି ହତ୍ୟା ଘଟଣା: ଆମ୍ରପାଲି ଗ୍ରୁପ୍‌ ଏମ୍‌ଡିଙ୍କ ନାଁରେ ହତ୍ୟା ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ,୧୨।୧: ଲଖିସରାଇ ବାଲିକା ବିଦ୍ୟାପୀଠଙ୍କ ପୂର୍ବତନ ସେକ୍ରେଟାରି ହତ୍ୟା ମାମଲାରେ ପାଟଣା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ୍ରପାଲି ଗ୍ରୁପ୍‌ ପୂର୍ବତନ ଏମ୍‌ଡି ତଥା ପରିଚାଳନା ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସମେତ ୮ ଜଣଙ୍କ ବିରୋଧରେ ସିବିଆଇ ଏକ ହତ୍ୟା ମାମଲା ରୁଜୁ…

ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ: ଏୟାର ଲିଫ୍ଟରେ ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି,୧୨।୧: କିଛିଦିନର ନୀରବତା ପରେ ପୁଣି ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଟୋଙ୍କୋ ଥାନା ଅଧୀନ ତୁମ୍ବାହାକା ଅଞ୍ଚଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାର ଲିଫ୍ଟ…

ବଢୁଛି ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା

ନୂଆଦିଲ୍ଲୀ,୧୨।୧: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ ରବିଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ରାଜ୍ୟପାଳ ରବିଙ୍କ ସମ୍ପର୍କରେ ଏକ ଚିଠି ସରକାରଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ଚିଠିରେ କ’ଣ ଅଛି…

ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣାର ଶୁଣାଣି ଫେବୃୟାରୀରେ, ସୁବ୍ରମଣ୍ୟମ ସ୍ୱାମୀ ଦାଖଲ କରିଛନ୍ତି ପିଆଇଏଲ

ନୂଆଦିଲ୍ଲୀ,୧୨ ।୧: ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ ସ୍ୱାମୀ ରାମ ସେତୁକୁ ନେଇ ଦାଖଲ କରିଥିବା ପିଆଇଏଲର ଶୁଣାଣି ଫେବୃୟାରୀରେ କରାଯିବ । ସୁବ୍ରମଣ୍ୟମ ସ୍ୱାମୀ ରାମ ସେତୁକୁ ଜାତୀୟ ଐତିହ୍ୟ ଘୋଷଣା କରିବାକୁ ଦାବି…

ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିଲେ ଜୁଭେନାଇଲ ଜଷ୍ଟିସ ଅଧିନିୟମର ଧାରା ୭୫-୭୯ ହେବନି ପ୍ରଯୁଜ୍ୟ: ହାଇକୋର୍ଟ…

ହାଇଦ୍ରାବାଦ,୧୨।୧ : ଏକ ମାମଲାର ବିଚାର କରି ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ କେ ସୁରେନ୍ଦର କହିଛନ୍ତି ଯେ ଯେଉଁଠାରେ ଜଣେ ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥାନ୍ତି, ସେ କ୍ଷେତ୍ରରେ ଜୁଭେନାଇଲ ଜଷ୍ଟିସ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମର ଧାରା…

ଓଡ଼ିଶା-ଛତିଶଗଡ-ତେଲେଙ୍ଗାନା ଟ୍ରାଇ ଜଙ୍କଶନରେ ମାଓବାଦୀ ବିରୋଧୀ ଅପରେଶନ, ହିଡମାଙ୍କୁ ଧରିବା ଲକ୍ଷ୍ୟ…

ସୁକମା,୧୨।୧ : ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଟ୍ରାଇ ଜଙ୍କଶନ ସୁକମା ଠାରେ ସୁରକ୍ଷା ବାହିନୀ ଦ୍ୱାରା ଏକ ବଡ଼ ମାଓବାଦୀ ବିରୋଧୀ ଅପରେଶନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଅନେକ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ସିପିଆଇ (ମାଓବାଦୀ)…

ଆତଙ୍କବାଦକୁ ମିଳୁଛି ସୀମାପାର ସମର୍ଥନ: ଯେକୌଣସି ସ୍ଥିତିର ମୁକାବିଲା ଲାଗି ସେନା ପ୍ରସ୍ତୁତ: ସେନାମୁଖ୍ୟ…

ନୂଆଦିଲ୍ଲୀ,୧୨।୧ : ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଫେବୃଆରୀ ୨୦୨୧ ଠାରୁ ଅସ୍ତ୍ରବିରତି ଜାରି ରହିଛି। କିନ୍ତୁ ଆତଙ୍କବାଦ ଏବଂ ଆତଙ୍କବାଦ ଭିତ୍ତିଭୂମି ପାଇଁ ସୀମାପାର ସମର୍ଥନ ଜାରି ରହିଛି। ଉତ୍ତର…

ତଟରକ୍ଷୀ ବାହିନୀରେ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ…

କୋଲକାତା,୧୨।୧ : ଭାରତୀୟ ତଟରକ୍ଷୀ ବାହିନୀରେ ଗୁରୁବାର ନୂତନ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ ହୋଇଛି। ଜିଆରଏସଇ ଶିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ (ଡିଜି) ବିରେନ୍ଦର ସିଂ ପଠାନିଆଙ୍କ ଉପସ୍ଥିତିରେ ଏହି ପାଟ୍ରୋଲିଂ ଜାହାଜକୁ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?