Posted inଜାତୀୟ

ନୁପୂରଙ୍କୁ ମିଳିଲା ଲାଇସେନ୍ସ

ନୂଆଦିଲ୍ଲୀ,୧୨।୧: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି। ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନୁପୂର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ରମାଗତ ଭାବରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା।
ଜୁନ ୨୦୨୨ରେ ଏକ ଟିଭି ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନୁପୂର। ଏହାକୁ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ବହୁ ବିରୋଧ କରାଯାଇଥିଲା। ତାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ରୁଜୁ କରାଯାଇଥିଲା। ଏହି ବିବାଦକୁ ଦୃଷ୍ଟିରେ ରଖି ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଏହା ପରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ଧମକ ପାଇବା ପରେ ନୁପୂର ଶର୍ମା ଆତ୍ମରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଅନୁମତି ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁନର୍ବିଚାର ପାଇଁ ପିଟିଶନ ଦାଏର

ନୂଆଦିଲ୍ଲୀ/ ପୁରୀ ଅଫିସ୍‌, ୨୦ା୬ : ଏବର୍ଷ ପୁରୀ ସମେତ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାର ଦିନକ ପରେ ଉକ୍ତ ରାୟରେ...

ଆଜମ ଖାନ୍‌ଙ୍କୁ ଝଟକା: ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୮।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ୍‌ଙ୍କ ବଢ଼ୁଛି ଅଡ଼ୁଆ। ଜିଲା ଅଦାଲତ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ଏହି...

ରାମ ରହିମ୍‌ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ...

ବାରମ୍ବାର ‘ସୂର୍ଯ୍ୟବଂଶମ୍‌’ ଦେଖି ଚିଡିଗଲେ ବ୍ୟକ୍ତି, ଚ୍ୟାନେଲକୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୧୮।୧: ଗତ କିଛି ବର୍ଷ ଧରି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶମ୍‌’ ପ୍ରାୟ ପ୍ରତ୍ୟେକ ଦିନ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଛି। କିଛି ଦର୍ଶକ ଫିଲ୍ମର...

କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର

ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ...

ବଜେଟ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି...

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୧୨(ଆଇଏଏନ୍‌ଏସ୍‌): ଇଲେକ୍ଟ୍ରୋନିକ୍‌ ସିଗାରେଟ (ଇ-ସିଗାରେଟ) ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାବେଳେ ସୋମବାର...

Advertisement
Archives

Model This Week