ଜାତୀୟ

କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍‌

ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ଏବେ ତାଙ୍କ ପଗଡି ପିନ୍ଧିବାକୁ ନେଇ ମଧ୍ୟ ଏକ ନୂଆ…

ଏଏପି ଏମ୍‌ପିଙ୍କୁ ୩ ମାସ ଜେଲ୍‌

ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ…

ବିଶ୍ୱ ଚ୍ୟାଲେଞ୍ଜ ପାଇଁ ଗ୍ଲୋବାଲ ସାଉଥ ଦାୟୀ ନ ଥିଲେ ବି ଅନୁଭୁତ ହୋଇଛି ସର୍ବାଧିକ ପ୍ରଭାବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧ : ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କୁ ଏହି ଶିଖର ସମ୍ମିଳନୀରେ ସ୍ବାଗତ କରୁଛି। ମୁଁ ଆପଣଙ୍କୁ…

ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଦେଶବାସୀଙ୍କୁ ସର୍ବଦା କରିବ ମାର୍ଗଦର୍ଶନ: ମୋଦି

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଦେଶବାସୀଙ୍କୁ ସର୍ବଦା ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଜନ୍ମ ବାର୍ଷିକୀରେ ସ୍ବାମୀ…

ଇତିହାସ ସେମାନଙ୍କ ଚଷମାରେ ଲେଖା ଯାଇଛି, ଏବେ ଆମକୁ ଠିକ ଭାବେ ଲେଖିବାରେ କେହି ରୋକି ପାରିବେ ନାହିଁ : ଶାହା…

ନୂଆଦିଲ୍ଲୀ,୧୨।୧ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବ୍ରିଟିଶମାନେ ଭାରତ ଛାଡିଛନ୍ତି ଏବଂ ଭାରତୀୟ ଦୃଷ୍ଟିକୋଣରୁ ଇତିହାସ ଲେଖିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପନିବେଶର ଅତୀତର ସମସ୍ତ ଅବଶେଷରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ। ଉପନିବେଶିକ ଅତୀତର…

ବଢ଼ିଲା ଦୈନିକ ସଂକ୍ରମଣ, କମିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ରାସ୍ତାକଡ଼ରେ ଚା’ ତିଆରି କଲେ ମହୁଆ ମୋଇତ୍ର, ଭିଡ଼ିଓ ଭାଇରାଲ…

କୋଲକାତା,୧୨।୧ : ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ର ତାଙ୍କର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ଭାଜପାକୁ କଡ଼ା ସମାଲୋଚନା ଜାରି ରଖିଥିବା ମହୁଆ ପୁଣି ଥରେ ଭିନ୍ନ ଢ଼ଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ଚା’ ତିଆରି କରୁଥିବାର…

ଆଇନ ବୃତ୍ତି ସାମନ୍ତବାଦୀ, ଏହା ମହିଳାମାନଙ୍କୁ ସ୍ବାଗତ କରେ ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୨।୧: : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆଇନ ବୃତ୍ତିରେ ମହିଳାଙ୍କ ଅବଦାନ ବିଷୟରେ ଅନେକ କଥା କହିଛନ୍ତି। ଆଇନ ବୃତ୍ତି ସାମନ୍ତବାଦୀରେ ପରିଣତ ହୋଇଛି ଏବଂ ମହିଳାମାନେ ଏଠାରେ ସ୍ବାଗତଯୋଗ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି। ହାର୍ଭାର୍ଡ ଲ…

କେଜରିୱାଲଙ୍କୁ ୧୬୪ କୋଟିର ରିକଭରି ନୋଟିସ, ୧୦ ଦିନ ମଧ୍ୟରେ ଦେବାକୁ ପଡିବ ସମ୍ପୂର୍ଣ୍ଣ ରାଶି

ନୂଆଦିଲ୍ଲୀ,୧୨ ।୧: ଆମ ଆଦମୀ ପାର୍ଟି(ଏଏପି)କୁ କଥିତ ଭାବେ ସରକାରୀ ବିଜ୍ଞାପନକୁ ନେଇ ଏହାର ରାଜନୈତିକ ବିଜ୍ଞାପନକୁ ପ୍ରକାଶିତ କରିବାକୁ ନେଇ ୧୬୩.୬୨ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ…

ପାକିସ୍ତାନରେ ଅଟା, ତେଲ, ପିଆଜ ସଙ୍କଟ ଭାରତ ପାଇଁ ହୋଇପାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଇସଲାମାବାଦ,୧୨ ।୧: ପାକିସ୍ତାନରେ ଚିକେନ ଠାରୁ କ୍ଷୀର ପର୍ଯ୍ୟନ୍ତ ଓ ଅଟାରୁ ପିଆଜ ପର୍ଯ୍ୟନ୍ତ ସବୁର ଦାମ ଏବେ ଆକାଶ ଛୁଆଁ । ଦେଶର ଆର୍ଥିକ ସଙ୍କଟ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଢି…

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ…

ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି

ବେଲଗାଭି,୧୨।୧: ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ। କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ବୁଧବାର ଏହା ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?