ଜାତୀୟ

ଆସିଲା ନୂଆ ଗାଇଡଲାଇନ୍‌: ୫୦% ସରକାରୀ କର୍ମଚାରୀ ଘରୁ କରିବେ କାମ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ବାୟୁ ପ୍ରଦୂଷଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ହଟସ୍ପଟ ଅଞ୍ଚଳରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ…

ଦେଶରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

୩ ଅଫିସରଙ୍କୁ ଗିରଫ କଲା ସିବିଆଇ

ଭୋପାଳ,୪।୧୧: ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭୋପାଳରୁ ସାମରିକ ଯନ୍ତ୍ରୀ ସେବା (ଏମ୍‌ଇଏସ୍‌)ର ୩ ଜଣ ଅଫିସରଙ୍କୁ ଗିରଫ କରିଛି। ସିବିଆଇ ଭୋପାଳ ଶାଖାର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଫିସର…

‘ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ ’

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ କହିଛନ୍ତି ଯେ, ବାୟୁ ପ୍ରଦୂଷଣ କେବଳ ଜାତୀୟ ରାଜଧାନୀର ସମସ୍ୟା ନୁହେଁ। ଏଥିରେ କେନ୍ଦ୍ର ହସ୍ତକ୍ଷେପ କରିବା ସହ ଦାୟିତ୍ୱ ଗ୍ରହଣ କରିବାକୁ…

ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଘୋଷଣା

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ଆଖପାଖରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେଜ୍‌ରିୱାଲ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କହିଛନ୍ତି। ସେ…

ଗୁଜରାଟ ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏଏପି

ନୂଆଦିଲ୍ଲୀ,୪।୧୧: ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ। ତେବେ ଗୁରୁବାର ନିର୍ବାଚନର ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶୁକ୍ରବାର ଏଏପି ମୁଖ୍ୟ ଅରବିନ୍ଦ କେଜିର୍‌ଓ୍ବାଲ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ,…

ସ୍କୁଲ ବନ୍ଦ କରିବାକୁ ଅପିଲ୍‌

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟିକୁ ଘେରି ରହି ସ୍କୁଲ ବନ୍ଦ କରିବାକୁ ଅପିଲ୍‌ କରିଛି। କେବଳ ଏତିକି ନୁହେଁ, ଶୁକ୍ରବାର ସକାଳେ ଏକ ଖବରଦାତା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ

ଭୋପାଳ,୪।୧୧: ମଧ୍ୟପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବେଟୁଲ ଜିଲାର ଜାଲାର ପୋଲିସ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବସ ଏବଂ କାର ମଧ୍ୟରେ…

ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି । ନେତନ୍ୟାହୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ଦଳକୁ ନିର୍ବାଚନରେ…

ଯାଆଁଳା ପ୍ରସବ ପରେ ମା’ ସମେତ ୩ ଜଣଙ୍କ ମୃତ୍ୟୁ

ଟୁମାକୁରୁ,୪।୧୧(ଆଇଏଏନ୍‌ଏସ୍‌): ସନ୍ତାନ ପ୍ରସବ ଲାଗି ଯାଇଥିବା ଜଣେ ମହିଳାଙ୍କୁ ଜିଲା ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ସେ ନିଜ ଘରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛି ସମୟରେ ଉଭୟ ନବଜାତକ ଓ ମାଆଙ୍କର ମୃତ୍ୟୁ ହୋଇଯାଇଛି। ଏହାର…

ବାୟୁ ପ୍ରଦୂଷଣରୁ ହସ୍ପିଟାଲରେ ବଢ଼ୁଛି ରୋଗୀ ସଂଖ୍ୟା

ନୂଆଦିଲ୍ଲୀ,୪।୧୧(ପି.ଟି.):ଶୀତଋତୁ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କଲାଣି। ଦୂଷିତ ବାୟୁ ଯୋଗୁ ରାଜଧାନୀରେ କାଶ, ଥଣ୍ଡା, ଆଜ୍‌ମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କିଛିଦିନ ହେଲା ରୋଗୀ ସଂଖ୍ୟା ଯଥେଷ୍ଟ ବଢ଼ିଥିବା…

ନଭେମ୍ବର ୮ ପର୍ଯ୍ୟନ୍ତ ଅନଲାଇନ କ୍ଳାସ

ନୋଏଡା,୪ ।୧୧: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି । ପ୍ରଦୂଷଣ ଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏହାର ପ୍ରଭାବ ବିଶେଷ ଭାବେ ଛୋଟଛୋଟ ପିଲାମାନଙ୍କ ଉପରେ ପଡୁଛି । ଏହାକୁ ଦୃଷ୍ଟିରେ ରଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri