ଜାତୀୟ

ଶରଦ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ୭୫ ବର୍ଷ ବୟସରେ ଗୁରୁାବାର ପରଲୋକ ହୋଇଛି । ତାଙ୍କ ଝିଅ ସୁଭାଷିନି ଯାଦବ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।ଶରଦ ଯାଦବ ୪ ଥର ବିହାରର ମାଧେପୁର ଆସନରୁ…

ସ୍ପାଇସ୍‌ଜେଟ୍‌ ବିମାନରେ ବୋମା ସୂଚନା: ଦିଲ୍ଲୀ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ

ନୂଆଦିଲ୍ଲୀ,୧୨।୧: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇ)ରେ ସ୍ପାଇସ୍‌ ଜେଟ୍‌ର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ବିମାନ ଦିଲ୍ଲୀରୁ ପୁଣେ ଯାଉଥିଲା। ଏତିକିବେଳେ…

ସ୍ଥାନାନ୍ତର ହେବେ ସେନା

ଡେରାଡୁନ୍‌,୧୨।୧: ଉତ୍ତରାଖଣ୍ଡ ଚାମୋଲି ଜିଲା ଜୋଷୀମଠରେ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। ଏଠାରେ ଶହ ଶହ ଘରେ ଫାଟ ହେବା ପରେ ଉଦ୍ଧରା କାର୍ଯ୍ୟ ଜାରି ରହିଛି। ଏଥିସହ ସହରକୁ ଭୂସ୍ଖଳନ ଜୋନ୍‌ ଘୋଷଣା କରାଯିବା ପରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ…

ପୁଣି ଟିମ୍‌ସି ନେତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୋଲକାତା, ୧୨।୧: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଟଙ୍କାର ପାହଡ଼ ଦେଖିବାକୁ ମିଳିଛି। ଶିକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମ୍‌ସି ନେତା ବିବାଦ ଘେରକୁ ଚାଲି ଆସିଛନ୍ତି। ମୁର୍ଶାଦାବାଦର ଟିଏମ୍‌ସି ବିଧାୟକ ଜାକିର…

୬ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌

ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏ ନେଇ ପ୍ରେସ୍‌ ଇନ୍‌ଫମେଶନ୍‌ ବ୍ୟୁରୋ (ପିଆଇବି) ଏବଂ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ (ଏଫ୍‌ସିୟୁ)ର ଯଥେଷ୍ଟ ପ୍ରମାଣ…

ସୁରକ୍ଷାରେ ତ୍ରୁଟି: କେନ୍ଦ୍ରମନ୍ତ୍ରୀଙ୍କ କନ୍‌ଭେ ଉପରେ ପଥରମାଡ଼

ବକ୍ସର,୧୨।୧: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ କନ୍‌ଭେ ଉପରେ ଗୁରୁବାର ସନ୍ଧ୍ୟାରେ ପଥରମାଡ଼ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ବର୍ତ୍ତିଯିବା ସହ ସୁରକ୍ଷାକର୍ମୀଙ୍କ ବଳୟରେ ସୁରକ୍ଷିତ ଭାବେ ତାଙ୍କୁ ବାହାରକୁ ନିଆଯାଇଥିଲା। ଏହି ଘଟଣା ବିହାରର ବକ୍ସର ଜିଲାର ବନାରପୁର ଗ୍ରାମରେ ଘଟିଛି।…

ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ରାୟପୁର,୧୨।୧: ଛତିଶଗଡରେ ସରକାରୀ ଚାକିରି ଆଶାରେ ବସିଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଦୁଇ ଦିନ ପୂର୍ବରୁ ଆଇଟିଆଇରେ ୪୦୦ ପଦବୀକୁ ସିଧାସଳଖ ନିଯୁକ୍ତି ପାଇଁ ସରକାର ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗତ ବର୍ଷଠାରୁ ଅଟକି ରହିଥିବା…

ମୋଦି ଆଧୁନିକ ଭାରତର ସ୍ବାମୀ ବିବେକାନନ୍ଦ: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୨।୧: ଭାଜପା ଏମ୍‌ପି ସୌମିତ୍ର ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆଧୁନିକ ଭାରତର ସ୍ବାମୀ ବିବେକାନନ୍ଦ। ପ୍ରଧାନମନ୍ତ୍ରୀ ନିଜକୁ ଦେଶ ସେବାରେ ଅତିବାହିତ କରିଛନ୍ତି, ସେଥିପାଇଁ ତାଙ୍କୁ ଆଧୁନିକ…

ପୂର୍ବତନ ଅର୍ଥ ସଚିବଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ ଏହି ଚଢ଼ାଉ ଜାରି ରହିଛି। ଏପର୍ଯ୍ୟନ୍ତ ଚଢ଼ାଉରେ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି।…

ଉପରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଦିଲ୍ଲୀ ଏମସିଡି ମେୟର ନିର୍ବାଚନକୁ ନେଇ ଉତ୍ତେଜନା ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଏହି ସମୟରେ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭି.କେ…

ମୋଦିଙ୍କ ସୁରକ୍ଷାରେ ତ୍ରୁଟି

ବେଙ୍ଗାଲୁରୁ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ଜଣେ ଯୁବକ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଯାଇ ତାଙ୍କ ନିକଟତର ହୋଇଥିଲେ। ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ଦେବାକୁ ଚାହୁଁଥିଲେ,…

କାଞ୍ଝାଓ୍ବାଲା ମୁତ୍ୟୁ ମାମଲା: ଆଶୁତୋଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ତାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?