ଜାତୀୟ

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି ଉଦ୍ୟମ ଜୈନ ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେଇଥିବା ବିରୋଧୀ ଦଳ କହିଛି। ଜୈନ ଧର୍ମର…

ମନ୍ଦିର ସହ ଧକ୍କା ହେଲା ବିମାନ,ପାଇଲଟ ମୃତ

ଭୋପାଳ,୬।୧: ମଧ୍ୟପ୍ରଦେଶର ରେୱା ଜିଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କ୍ୟାପଟେନ ବିଶାଲ ଯାଦବ (୩୦) ଙ୍କ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟାହ୍ନ ଭୋଜନରେ ଚିକେନ-ଫଳ ପରସିବାକୁ ନେଇ ରାଜନୀତି ସରଗରମ

କୋଲକାତା,୬ ।୧: ପଶ୍ଚିମବଙ୍ଗ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନରେ ଚିକେନ ଓ ମୌସୁମୀ ଫଳ ଦେବାକୁ ସ୍ଥିର କରିଛନ୍ତି । ଏଥିପାଇଁ ୩୭୧ କୋଟି ଟଙ୍କା…

ପାଞ୍ଚ ନୁହେଁ କାରରେ ଥିଲେ ଅଞ୍ଜଳିଙ୍କ ଚାରି ଜଣ ହତ୍ୟାକାରୀ

ନୂଆଦିଲ୍ଲୀ,୬ ।୧: ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାଂଞ୍ଝେୱଲା ଅଞ୍ଚଳରେ ୨୦ ବର୍ଷୀୟା ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେଇ ପରେ ତାଙ୍କ ଶରୀରକୁ ଘୋଡାଷି ନେବା ଘଟଣାରେ ଉକ୍ତ କାରରେ ୫ ନୁହେଁ ବରଂ ୪ ଜଣ ଥିବା ଜଣାପଡିଛି । ଏହି…

ଓଡ଼ିଶାରେ ୩ ରୁଷୀୟଙ୍କ ମୃତ୍ୟୁକୁ ଏକାଠି ଯୋଡ଼ା ନ ଯାଉ: କେନ୍ଦ୍ର

ନୂଆଦିଲ୍ଲୀ,୬ା୧: ୩ ଜଣ ରୁଷୀୟ ନାଗରିକଙ୍କର ଓଡ଼ିଶାରେ ମୃତ୍ୟୁ ଘଟିଛି। ଏ ନେଇ ଆବଶ୍ୟକ ତଦନ୍ତ ଜାରି ରହିଛି। ଏହି ମୃତ୍ୟୁକୁ ଏକାଠି ଯୋଡ଼ିବା ଆବଶ୍ୟକ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦୁଇଦିନ ପୂର୍ବରୁ କାର୍ଗୋ…

ଥରୁଛି ମାଉଣ୍ଟ ଆବୁ

ଜୟପୁର,୬ା୧: ରାଜସ୍ଥାନର ମାଉଣ୍ଟ ଆବୁ ସହ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ମାଉଣ୍ଟ ଆବୁରେ ସର୍ବନିମ୍ନ ତାପମାତ୍ରା ମାଇନସ ୬ ଡିଗ୍ରୀ ସେଲସିୟସ ରହିଛି। ଚୁରୁରେ ତାପମାତ୍ରା ୧.୫ ଥିବା ବେଳେ ଫତେପୁରରେ ୧.୮ ଏବଂ ଜୟପୁରରେ ତାପମାତ୍ରା ୪.୬…

ମହିଳାଙ୍କୁ ୩ କି.ମି. ଟାଣିନେଲା ଟ୍ରକ୍‌

ଲକ୍ଷ୍ନୌ,୬।୧: ଦିଲ୍ଲୀରେ ଜଣେ ଯୁବତୀଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି ଉତ୍ତରପ୍ରଦେଶରେ। ବନ୍ଦା ଜିଲାର ମାଓ୍ବାଇ ବୁଜୁର୍ଗ ଗ୍ରାମରେ ସ୍କୁଟିରେ ଯାଉଥିବା…

ଏମ୍‌ପିରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୭୦୦ ଘୁଷୁରିଙ୍କୁ ହତ୍ୟା

ଦାମୋହ,୬।୧: ମଧ୍ୟପ୍ରଦେଶର ଦାମୋହ ଜିଲାରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁରେ ଅନେକ ଘୁଷୁରି ଆକ୍ରାନ୍ତ ହେବା ପରେ ଗତ ୨ ଦିନ ମଧ୍ୟରେ ୭୦୦ ଘୁଷୁରିଙ୍କୁ ପ୍ରଶାସନ ପକ୍ଷରୁ ହତ୍ୟା କରାଯାଇଛି। ଜିଲାର ଅନେକ ଗ୍ରାମାଞ୍ଚଳରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଆତଙ୍କ ଦେଖାଯାଇଥିବା…

ଭାରତ-ଚାଇନା ଏକ ହେଲେ ବିଶ୍ୱ ଲାଭବାନ୍‌ ହେବ: ଦଲାଇ ଲାମା

ଥିରୁଭାନନ୍ତପୁରମ, ୬।୧: ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ।…

ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ ସପ୍ତାହେ ପୂର୍ବରୁ ନୋଟିସ ଦେଇ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଗତ…

ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ…

ପୋଲିସ ଅଧିକାରୀଙ୍କୁ ମାଡ଼ମାରି ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ

ରାଞ୍ଚି,୫।୧: ଝାଡ଼ଖଣ୍ଡର ହଜାରିବାଗ୍‌ ଜିଲା ଅଧୀନ ବରକାର ନଦୀରୁ ବେଆଇନ ବାଲି ଉତ୍ତୋଳନକୁ ରୋକିବା ଲାଗି ଯାଇଥିବା କେତେଜଣ ପୋଲିସ ଅଫିସରଙ୍କୁ ବାଲି ମାଫିଆ ଆକ୍ରମଣ କରିବା ସହ ସେମାନଙ୍କ ଉପରେ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ସେମାନେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?