ଜାତୀୟ

ଶରଦ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଶାହା, କହିଲେ ଦେଶ ପାଇଁ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୧୩।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଦେହାନ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ ସମସ୍ତଙ୍କ ମଧ୍ୟରେ ଶରଦ ଯାଦବ ଜୀଙ୍କର ଅନୁପସ୍ଥିତି ଦେଶ ପାଇଁ କ୍ଷତି। ଦେଶରେ ଜରୁରୀକାଳୀନ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ,୧୩।୧: ାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ର ଯୋଜନା ପଣ୍ଡ ହୋଇଛି। ରାଜଧାନୀ ଦିଲ୍ଲୀରେ ସଂଦିଗ୍ଧ ଦୁଇ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ଆତଙ୍କବାଦୀ ସଂଗଠନ ସହ ଏହି ୨ ବ୍ୟକ୍ତି ଜଡିତ ଥିବା…

ବିଶ୍ୱର ସର୍ବବୃହତ ‘ଗଙ୍ଗା ବିଳାସ କ୍ରୁଜ୍‌’ ଉଦ୍‌ଘାଟନ କଲେ ମୋଦି

ବାରାଣସୀ,୧୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ-ଦିବ୍ରୁଗଡ ମଧ୍ୟରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ରିଭର କ୍ରୁଜ୍‌ ଏମଭି ଗଙ୍ଗା ବିଳାସକୁ ଶୁକ୍ରାବର ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏସ ସୋନୋୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ମୋଦିଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ: ପୋଲିସ

ବେଙ୍ଗାଲୁରୁ,୧୩।୧: କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ତ୍ରୁଟି ହୋଇ ନ ଥିବା ହୁବଲି ପୋଲିସ ଦାବି କରିଛି। ପୋଲିସ କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଭଲ ଭାବେ ସୁରକ୍ଷା ଯାଞ୍ଚ୍‌…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ମୁମ୍ବାଇ,୧୩।୧: ମହାରାଷ୍ଟ୍ରର ଶିରିଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶିରିଡିି ରାଜପଥରେ ପାଥେର ନିକଟରେ ଏକ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ,…

ଜୋଷୀମଠରେ ମାଡି ଆସୁଛି ବିପଦ! ୧୨ ଦିନରେ ୫.୪ ସେଣ୍ଟିମିଟର ଦବିଲାଣି ଭୂମି, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର

ଡେରାଡୁନ,୧୩ ।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନ୍ୟାଶନାଲ ରିମୋଟ ସେଂସିଂ ସେଣ୍ଟର ଜୋଷୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି । ଏହି ଚିତ୍ରରୁ ଜଣାପଡିଛି କି ଜୋଷୀମଠରେ କେମିତି ଧିରେ ଧିରେ ଭୂମି ଧସିବାରେ ଲାଗିଛି । ସାଟେଲାଇଟ…

ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି । ଅନୁଷ୍କାଙ୍କ ପିଟିଶନ୍‌ର ଉତ୍ତର ୩ ସପ୍ତାହ ମଧ୍ୟରେ ରଖିବା ଲାଗି କୋର୍ଟ ଗୁରୁବାର ଆଇଟି…

ଗଙ୍ଗୋତ୍ରୀରେ ବିଯୁକ୍ତ ୩ ଡିଗ୍ରୀ

ଡେରାଡୁନ, ୧୩।୧: ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଧାମରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଭୀଷଣ ବରଫପାତ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ଐତିହ୍ୟ ପୀଠ ସବୁ ବରଫାଚ୍ଛନ୍ନ ହୋଇଯାଇଛି। ଆଗାମୀ ଦିନରେ ପାରଦ ମାଇନସ ୯ ଡିଗ୍ରୀ ଛୁଇଁବ…

ଭିଜା ପାଇଁ ଯୌନ ଅନୁଗ୍ରହ ଦାବି

ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ଅଫିସ୍‌ର କର୍ମଚାରୀ ଜଣେ ଭାରତୀୟ ମହିଳାଙ୍କୁ ଭିଜା ପ୍ରଦାନ ବଦଳରେ ଯୌନ ଅନୁଗ୍ରହ ଦାବି କରିଥିଲେ। ସମ୍ପୃକ୍ତ ମହିଳା ଜଣକ ଗୁରୁବାର ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ୨୦୨୧ ମାର୍ଚ୍ଚର ଘଟଣା। ଜଣେ ଭାରତୀୟ ମହିଳା…

ସ୍ବାଭିମାନୀ ସମାଜବାଦୀ

ନୂଆଦିଲ୍ଲୀ,୧୩ା୧: ୧୯୪୭ ଜୁଲାଇ ୧ରେ ମଧ୍ୟପ୍ରଦେଶର ହୋସଙ୍ଗାବାଦସ୍ଥିତ ବାବାଇ ଗ୍ରାମରେ ଶରଦ ଯାଦବଙ୍କ ଜନ୍ମ। ତାଙ୍କ ମା’ଙ୍କ ନଁା ସୁମିତ୍ରା ଦେବୀ ଓ ବାପା ଥିଲେ ନନ୍ଦ କିଶୋର ଯାଦବ। ଜବଲପୁର ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ…

‘ଶରଦ ଭାଇ…ଏମିତି ବିଦାୟ ନେବାର ନ ଥିଲା’ ଭାବୁକ କଲା ଲାଲୁଙ୍କ ଟୁଇଟ ଭିଡିଓ

ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ଗୁରୁବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଖବର ଝିଅ ସୁଭାଷିନି…

ମଧ୍ୟ ପ୍ରଦେଶର ପୈତୃକ ଗ୍ରାମରେ ହେବ ଶରଦଙ୍କ ଶେଷକୃତ୍ୟ, ଦିଲ୍ଲୀରେ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୩ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ୧୪ ଜାନୁୟାରୀରେ ମଧ୍ୟ ପ୍ରଦେଶରେ ଥିବା ତାଙ୍କ ପୈତୃକ ଗ୍ରାମରେ ଅର୍ଥାତ୍ ହୋଶଙ୍ଗାବାଦରେ କରାଯିବ । ୧୩ ଜାନୁୟାରୀରେ ତାଙ୍କ ପାର୍ଥିକ ଶରୀର ସକାଳ ୧୦ଟାରୁ ଦିଲ୍ଲୀ ସ୍ଥିତ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?