ଜାତୀୟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସମସ୍ତ ୨୮୮ ଆସନରେ ଭାଜପା-ଶିନ୍ଦେ ନେତୃତ୍ୱାଧୀନ ଶିବସେନା କରିବେ ପ୍ରତିଦ୍ୱନ୍ଦ୍ୱିତା…

ମୁମ୍ବାଇ,୧୯।୩ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଅନ୍ୟ ସହଯୋଗୀ ଦଳ ରାଜ୍ୟର ସମସ୍ତ ୨୮୮ ବିଧାନସଭା ଏବଂ ୪୮ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା…

କଂଗ୍ରେସ ଦଳ ମାନସିକ ବ୍ୟାଧିଗ୍ରସ୍ତ,୨୦୧୪ ପରେ ଦେଶର ରାଜନୈତିକ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ: ନଡ୍ଡା…

ଚେନ୍ନାଇ,୧୯।୩ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ପି. ନଡ୍ଡା ରବିବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଯୁବ ସଂସଦକୁ ସମ୍ବୋଧିତ କରି ସେ କହିଛନ୍ତି, ରାହୁଲ…

ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ: ପଞ୍ଜାବ ସରକାରଙ୍କ କଡ଼ା ପଦକ୍ଷେପ…

ଚଣ୍ଡିଗଡ଼,୧୯।୩ : ପଞ୍ଜାବର ମୋବାଇଲ ନେଟୱାର୍କରେ ପ୍ରଦାନ କରାଯାଇଥିବା ସମସ୍ତ ଡଙ୍ଗଲ ସେବା ବର୍ତ୍ତମାନ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବର ଆଞ୍ଚଳିକ ପ୍ରାଧିକରଣରେ ଭଏସ କଲ, ବ୍ୟାଙ୍କିଙ୍ଗ ଏବଂ…

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଶନିବାର ସେ ଜାତୀୟ ଚାମ୍ପିୟନ ଶ୍ରୀଜା ଅକୁଲାଙ୍କ…

ବିବାଦୀୟ ମନ୍ତବ୍ୟ ନ ଦେବାକୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚେତାବନୀ ଦେଲେ ସରକାର…

ମୁମ୍ବାଇ,୧୯।୩ : ମହାରାଷ୍ଟ୍ରର ଥାନେ ଜିଲାର ମୀରା ରୋଡରେ ବାଗେଶ୍ୱର ଧାମର ମୁଖ୍ୟ ପୀଠାଧିଶ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ, ଆୟୋଜକମାନଙ୍କୁ ମହାରାଷ୍ଟ୍ର ପୋଲିସ ସିଆରପିସି ଧାରା-୧୪୯ ଅନ୍ତର୍ଗତ ନୋଟିସ ଜାରି କରିଛି। ପ୍ରଶାସନ ପକ୍ଷରୁ…

ଶତାବ୍ଦୀ ଏକ୍ସପ୍ରେସରେ ହଠାତ ପହଞ୍ଚିଲେ ରେଳମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବୁଦ୍ଧି ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟେକ୍ନୋଲୋଜିର ବିଶେଷଜ୍ଞ ଅଶ୍ୱିନୀ ବୈଷ୍ଣବ ତାଙ୍କର ଅଭିନବ ଚିନ୍ତାଧାରା ସହିତ ଭାରତୀୟ ରେଳବାଇକୁ ଉନ୍ନତ ଏବଂ ସ୍ମାର୍ଟ କରିବାରେ…

ଭାଜପାକୁ ଶକ୍ତିଶାଳୀ କରିବାରେ ନୀତୀଶଙ୍କ କାର୍ଯ୍ୟକୁ ଇତିହାସ ମନେ ରଖିବ: ଓଓ୍ବାଇସି…

ପାଟନା,୧୯।୩ : ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ରବିବାର ପୁର୍ନିଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ ଭାରତରେ ଭାଜପାକୁ ଶକ୍ତିଶାଳୀ…

ରାହୁଲଙ୍କ ଘରେ ପୋଲିସ…

ନୂଆଦିଲ୍ଲୀ,୧୯।୩ : ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି ନେଇ ଦିଲ୍ଲୀ ପୋଲିସ କଥା ହେବାକୁ ଚାହୁଁଛି। ମାର୍ଚ୍ଚ ୧୬ରେ, ଦିଲ୍ଲୀ ପୋଲିସ ରାହୁଲ…

ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧,୦୭୦ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ୱିପ୍ରୋରେ ପୁଣି ହେଲା କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ,୧୯ ।୩: ଭାରତ ସମେତ ଗ୍ଲୋବାଲ ସ୍ତରରେ ଆଇଟି ସେକ୍ଟରରେ ଛଟେଇ ଅଭିଯାନ ଜାରି ରହିଛି । କୌଣସି ନା କୌଣସି କମ୍ପାନୀ ଲୋକଙ୍କୁ ଚାକିରିରୁ ଛେଟେଇ କରୁଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କର୍ମଚାରୀଙ୍କୁ ଛଟେଇ…

‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ ତାହା…

ଅମୃତପାଲ ସିଂ ପଳାତକ ଘୋଷିତ, ପଞ୍ଜାବ ପୋଲିସ ଆରମ୍ଭ କଲା ରାଜ୍ୟ ସ୍ତରୀୟ ଅଭିଯାନ

ଚଣ୍ଡିଗଡ଼,୧୯ ।୩: ଖଲିସ୍ତାନ ସମର୍ଥକ ତଥା କଟ୍ଟରପନ୍ଥି ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅମୃତପାଲଙ୍କୁ ପଳାତକ ଘୋଷଣା କରିଛି । ତାଙ୍କର ଦୁଇଟି କାରକୁ ଜବତ କରିବା ସହ ତାଙ୍କର ଗନରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?