ଜାତୀୟ

ଫଡନଭିସଙ୍କ ଶାସନ କାଳରେ ହୋଇଛି ୫୦୦ କୋଟିର ଘୋଟାଲା: ଅଜିତ ପାୱାର

ମୁମ୍ବାଇ,୯ ।୩: ମହାରାଷ୍ଟ୍ର ବିଧାନସଭାରେ ବିରୋଧି ଦଳ ନେତା ଅଜିତ ପାୱାର ଗୁରୁବାର ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ଥିବା ସରକାରଙ୍କ କାର୍ଯ୍ୟକାଳରେ ରାଜ୍ୟରେ ସୂଚନା ଏବଂ ପ୍ରସାରଣ ବିଭାଗରେ ୫୦୦ କୋଟି…

ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର

ନୂଆଦିଲ୍ଲୀ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍‌ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ…

ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି

ଅଗରତାଲା,୯।୩: ତ୍ରିପୁରାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଶାହା ଅଗରତାଲାରେ ଅବସ୍ଥିତ ଗେଷ୍ଟ ହାଉସ ଛାଡିବା ସମୟରେ ତାଙ୍କ ଗାଡି ଆଗକୁ ଏକ ଧଳା କାର ଆସିଥିଲା। ସୁରକ୍ଷା କର୍ମୀମାନେ ମଧ୍ୟ ଗାଡିକୁ ଅଟକାଇବାକୁ…

ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ ତିହାଡ ଜେଲରେ ପଚରା ଉଚରା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବି ସିସୋଡିଆଙ୍କୁ…

ଜୁନୈଦ-ନାସିରଙ୍କ ପରିବାରକୁ ଏଆଇଏମଆଇଏମ ଦେବ ଦେଢ ଦେଢ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୯ ।୩: ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ ରାଜସ୍ଥାନର ଜୁନୈଦ ଓ ନାସିରଙ୍କ ପରିବାରକୁ ଦେଢ ଦେଢ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି । ଜୁନୈଦ ଓ ନାସିରଙ୍କୁ ହରିୟାଣାରେ ଗୋ ରକ୍ଷକମାନେ ହତ୍ୟା…

ମୋଦିଙ୍କ ‘କ୍ରିକେଟ କୁଟନୀତି’କୁ ନେଇ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ,୯ ।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବାନିଜ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ…

ଟିକିଲି ଲଗାଇ ନ ଥିବାରୁ ମହିଳାଙ୍କୁ ଗାଳି କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୯।୩: କର୍ନାଟକରେ ଭାଜପା ଏମ୍‌ପି ଏସ ମୁନିସ୍ବାମୀ ବିବାଦ ଘେରକୁ ଆସିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମୁନିସ୍ବାମୀ କୋଲାର ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଟିକିଲି ଲଗାଇ ନ ଥିବାରୁ ଜଣେ ମହିଳାଙ୍କୁ ଗାଳି…

ମାସ୍କ ହଟିବାରୁ ଇନଫ୍ଲୁଏଞ୍ଜା ସଂକ୍ରମଣ ୬ ମାସରେ ବଢ଼ିଛି ୨୦୦ ପ୍ରତିଶତ…

ନୂଆଦିଲ୍ଲୀ,୯।୩ : କରୋନା ମହାମାରୀର ଦୁଇ ବର୍ଷ ପରେ ହଠାତ ଫ୍ଲୁ ସଂକ୍ରମଣ ବଢ଼ିିଚାଲିଛି। ଫ୍ଲୁ ସଂକ୍ରମଣ ଦେଶର ସବୁ ରାଜ୍ୟରେ ରିପୋର୍ଟ କରାଯାଉଛି। ଏହାର ପଛରେ ସବୁଠାରୁ ବଡ କାରଣ ହେଉଛି ମାସ୍କ ହଟିବା ଏବଂ ଇନଫ୍ଲୁଏଞ୍ଜା ଭାଇରସ। ନଭେମ୍ବର୨୦୨୨…

୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି। ଗତ ୪…

ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର…

ନୂଆଦିଲ୍ଲୀ,୯।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବ ସରକାରଙ୍କ ଏକ ବିଲକୁ ଅନୁମୋଦନ କରିଛନ୍ତି। ଯାହା ପରେ ଏହା ଆଇନରେ ପରିଣତ ହୋଇଛି । ଏହି ନୂତନ ନିୟମ ଅନୁଯାୟୀ, ରାଜ୍ୟର ୧୧,୨୦୦ର ଲୋକ ସମ୍ପତ୍ତି ଅଧିକାର ପାଇଛନ୍ତି। ୪ ହଜାର…

ଶିବସେନାକୁ ଭାଙ୍ଗି ବଡ଼ ଅପରାଧ କରିଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୯।୩: ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’ ଯାହା ମହାରାଷ୍ଟ୍ରର ହୃଦୟରେ ପ୍ରବେଶ କରିଛି। ମହାରାଷ୍ଟ୍ର ଏବଂ ଶିବସେନାବାସୀ ଏହାକୁ ଭୁଲି ପାରିବେ…

ଉପେନ୍ଦ୍ର କୁଶଓ୍ବାହାଙ୍କୁ Y+ ସୁରକ୍ଷା

ପାଟନା,୯।୩: ଜେଡିୟୁରୁ ଇସ୍ତଫା ଦେଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ Y+ ସୁରକ୍ଷା ମିଳିଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷା ବଢାଯାଇଛି। କୁଶୱାହା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?