ଦେଶରେ ୫୦୦ ଛୁଇଁବାକୁ ଯାଉଛି ଏଚ୩ଏନ୨ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୭ ।୩: ସାରା ଦେଶରେ ଏଚ୩ଏନ୨ ଇନଫ୍ଲୁଏନ୍ଞା ଭାଇରସରେ ଜାନୁୟାରୀ ୧ରୁ ଏବେ ପର୍ଯ୍ୟନ୍ତ ୪୫୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ମଧ୍ୟ ପ୍ରଦେଶରେ ବି ଏଚ୩ଏନ୨ ଇନଫ୍ଲୁଏନଞ୍ଜାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ରାଜଧାନୀ ଭୋପାଳରେ…
ଦେଶରେ ୩୦ ପ୍ରତିଶତ ହାଇକୋର୍ଟର ବିଚାରପତିଙ୍କ ପଦବୀ ଖାଲି
ନୂଆଦିଲ୍ଲୀ,୧୭।୩: ଦେଶରେ ହାଇକୋର୍ଟର ବିଚାରପତିଙ୍କ ପ୍ରାୟ ୩୦ ପ୍ରତିଶତ ପଦବୀ ଖାଲି ଅଛି। ହାଇକୋର୍ଟଗୁଡିକର ୧,୧୧୪ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ରହିଛି ଏବଂ ବର୍ତ୍ତମାନ ୭୮୦ଟି ପଦବୀ ପୂରଣ ହୋଇଥିବାବେଳେ ୩୩୪ଟି ପଦବୀ ଖାଲି ଥିବା ଆଇନ ମନ୍ତ୍ରୀ କିରେନ ରିଜିଜୁ…
ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମାଲିକ
କାନପୁର,୧୭।୩: ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି। ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ସୋସିଆଲ…
ୟୁପିରେ ଗତ ୬ ବର୍ଷ ମଧ୍ୟରେ ହୋଇଛି ୧୦ ହଜାରରୁ ଅଧିକ ଏନକାଉଣ୍ଟର, ୬୩ ମୃତ, ୫୯୬୭ ଆରେଷ୍ଟ
ଲକ୍ଷ୍ନୌ,୧୭ ।୩: ଉତ୍ତର ପ୍ରଦେଶ ସରକାର ପୋଲିସ ଓ ଅପରାଧିଙ୍କ ମଧ୍ୟରେ ହୋଇଥିବା ସାମ୍ନା ସାମ୍ନିକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଯୋଗି ଆଦିତ୍ୟନାଥ ସରକାର କହିଛନ୍ତି ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ…
ଭାଜପା ବିଧାୟକଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ, ସହରରେ ଲାଗିଲା ପୋଷ୍ଟର: ପଛରେ ରହିଛି ଏମିତି କାରଣ
ଜୟପୁର,୧୭।୩: ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୀତି ଚରମ ସୀମାରେ ରହିଛି। ପ୍ରତିଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନିଜଟରେ ରାଜସ୍ଥାନରେ ଭାଜପାର ରାମଗଞ୍ଜମାଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମଦନ ଦିଲାୱାର ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ…
ଟିସିଏସ୍ର ସିଇଓ ପଦରୁ ଇସ୍ତଫା ଦେଲେ ରାଜେଶ ଗୋପୀନାଥନ
ନୂଆଦିଲ୍ଲୀ,୧୭।୩: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ମାର୍ଚ୍ଚ ୧୬,…
ହାଇଦ୍ରାବାଦର ଏକ ମାର୍କେଟ କମ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ
ହାଇଦ୍ରାବାଦ,୧୭ ।୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ବହୁ ମହଲା ବିଶିଷ୍ଟ କମର୍ସିଆଲ କମ୍ଲେକ୍ସରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ଅତିକମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ମହିଳା…
କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର୍କୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭର ଗିରଫ
ବେଙ୍ଗାଲୁରୁ,୧୬।୩: କର୍ନାଟକର ବିଜୟପୁରା ଜିଲାରେ କେନ୍ଦ୍ର ଖାଦ୍ୟ ଓ ବଣ୍ଟନ ରାଜ୍ୟ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍କୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ପଛପଟୁ ଧକ୍କା ଦେଇଛି। ଏହି…
ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର
ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍୨ଏନ୍୩ ଇନ୍ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଲୋକଙ୍କୁ କରୋନା ଭୟ ଘାରିଲାଣି। ମଙ୍ଗଳବାର ଏଠାରେ କୋଭିଡର ୩୬ଟି ମାମଲା ସାମ୍ନାକୁ…
ଶୁକ୍ରାବାରରୁ ଆରମ୍ଭ ହେବ ଦିଲ୍ଲୀ ବଜେଟ ଅଧିବେଶନ: ଉପସ୍ଥାପନ କରିବେ ନୂତନ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିଜର ଅଭିଭାଷଣ ରଖିବେ। ଏହାପରେ ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୧ରେ ବଜେଟ ଉପସ୍ଥାପନ କରାଯିବ ବୋଲି…
କାନାଡା ଛାଡ଼ିବେ ୭୦୦ ଭାରତୀୟ ଛାତ୍ରୀଛାତ୍ର
ଚଣ୍ଡିଗଡ,୧୬। ୩: ପାଠପଢ଼ା ପାଇଁ ଭାରତରୁ କାନାଡା ଯାଇଥିବା ୭୦୦ ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବା ପାଇଁ କାନାଡିଆନ୍ ବର୍ଡର୍ ସିକ୍ୟୁରିଟି ଏଜେନ୍ସି (ସିବିଏସ୍ଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଛାତ୍ରୀଛାତ୍ର ନାମଲେଖା ପାଇଁ ଦେଇଥିବା ଷ୍ଟଡି ଭିଜା ନକଲି ବୋଲି ଜଣାପଡ଼ିବା…
ଓ୍ବେବ୍ସାଇଟ୍ ହ୍ୟାକ୍ ପଛରେ ରୁଷୀୟ ହ୍ୟାକରର ହାତ
ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍ ସାଇଟ୍ ହ୍ୟାକ୍ ପଛରେ ରୁଷୀୟ ହ୍ୟାକର୍ ଗ୍ରୁପ୍ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍ସାଇଟ୍ରୁ ହେଲ୍ଥ ମ୍ୟାନେଜ୍ମେଣ୍ଟ ଇନ୍ଫରମେଶନ୍ ସିଷ୍ଟମ୍ (ଏଚ୍ଏମ୍ଆଇଏସ୍)କୁ…

